କେଉଁ କନ୍ୟା କୁ ବିବାହ କଲେ ସ୍ଵାମୀ ହୋଇଥାଏ ଧନବାନ? ଥରେ ନିଶ୍ଚୟ ଦେଖନ୍ତୁ

ସମସ୍ତେ ଚାହିଁଥାନ୍ତି ଏକ ସୁନ୍ଦର ଶୁସିଲ ବୋହୁ ଘରକୁ ଆଣିବାକୁ । ଯିଏ କି ଘରକୁ ସ୍ୱର୍ଗ ଭଳି ବନାଇଥାଏ । ତେବେ କିଛି ଝିଅ ସୌଭାଗ୍ୟ ବତୀ ଥାଆନ୍ତି ତ କିଛି ଝିଅ ଦୁର୍ଭାଗ୍ୟ ବତୀ । ତେବେ ନାରୀ ମାନଙ୍କ ସ୍ଵଭାଵ ଓ ବିଷୟରେ ବା ଏମାନଙ୍କ ଚରିତ୍ର ଏମାନଙ୍କ ଗୁଣ ଆଦି ବିଷୟରେ ଜାଣିବା ବହୁତ କଠିନ ହୋଇଥାଏ । କାରଣ ନାରୀ ମାନେ ବାହାରେ ଏକ ପ୍ରକାରର ଓ ଭିତ ରର ଅନ୍ୟ ପ୍ରକାରର । ଏମାନଙ୍କୁ ବୁଝିବା ଭୀଷଣ କଠିନ ପାଠ ।

ତେଣୁ ଆମ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କ କିଛି ଅଙ୍ଗକୁ ଦେଖିବା ମାତ୍ରେ ଆପଣ ତାଙ୍କ ସ୍ଵଭାଵ ସମ୍ପର୍କ ରେ ଜାଣିପାରିବେ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ପ୍ରଥମ କଥା ଯେଉଁ ଝିଅ ମାନଙ୍କର ନାକ ଚେପଟା ହୋଇଥାଏ ସେମାନେ ବହୁତ ଦୁଖୀ ରହିଥାନ୍ତି ।

ଦ୍ଵିତୀୟ କଥା ଯେଉଁ ଝିଅଙ୍କର ନାକ ଗୋଲାକାର ହୋଇଥାଏ ସେମାନେ ବହୁତ ସୌଭାଗ୍ୟ ଅଟନ୍ତି ଓ ନିଜର ସ୍ୱାମୀ ଓ ଶାଶୁ ଘରର ଉନ୍ନତି ମଧ୍ୟ କରିଥାନ୍ତି । ତୃତୀୟ କଥା ଯେଉଁ ଝିଅଙ୍କର ନାକ ବଡ଼ ହୋଇଥାଏ ସେମାନେ ସ୍ୱଭାବରେ ସୁଖୀ ହୋଇଥାନ୍ତି ।

ଚତୁର୍ଥ କଥା ଯେଉଁ ମହିଳାଙ୍କର ନାକର ବାମ ପଟେ କଳାଯାଇ ରହିଥାଏ ସେହି ମହିଳା ମାନେ ଅତ୍ୟନ୍ତ ଲଷ୍ମୀବନ୍ତ ହୋଇଥାନ୍ତି । ଏମାନେ ନିଜର ପରିବାର ପାଇଁ ସମୃଦ୍ଧି ଆଣିଥାନ୍ତି । ପଞ୍ଚମ କଥା ଯେଉଁ ନାରୀମାନଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସ୍ବାମି ସୁଖ ଠାରୁ ବଞ୍ଚିତ ରହିଥାନ୍ତି । ଷଷ୍ଠ କଥା ଯେଉଁ ମହିଳାଙ୍କ ନାକ ସିଧା ହୋଇଥାଏ ସେମାନେ ଗପପ୍ରୟାଣ ହୋଇଥାନ୍ତି ।

ଏମାନେ ନିଜ ପ୍ରେମ କାହା ଆଗ୍ରର ପ୍ରକାଶ କରନ୍ତି ନାହିଁ । ସପ୍ତମ କଥା ଯେଉଁ ନାରୀମାନଙ୍କ ନାକ ଅତି ଗୋଜିଆ ଓ ଲମ୍ବା ହୋଇଥାଏ ସେହି ମାନେ ଅଧିକ କଳହ ପ୍ରିୟ ହୋଇଥାନ୍ତି । ଅଷ୍ଟମ କଥା ଯେଉଁ ନାରୀମାନଙ୍କ ର ନାକର ବାମ ପଟେ କଳାଯାଇ ରହିଥାଏ ସେମାନେ ବହୁତ ସୌଭାଗ୍ୟ ଶାଳୀ ହୋଇଥାନ୍ତି ।

ନବମ କଥା ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳି ସବୁ ଲାଗି ଲାଗି ରହିଥାଏ ସେହି ମହିଳା ମାନେ ନିଜର ପରିବାର ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଦଶମ କଥା ଯେଉଁ ମହିଳାଙ୍କର ମଥାରେ ରୁମ ବା ଶିର ଦେଖାଯାଇଥାଏ ସେହି ମାନେ ଆଜୀବନ ରୋଗିଣୀ ହୋଇଥାନ୍ତି । ଏକାଦଶ କଥା ଯେଉଁ ମହିଳା ମାନେ କଥା କଥା ରେ ଜୋରରେ ହସି ଥାନ୍ତି ସେମାନଙ୍କ ଚରିତ୍ର ଭଲ ହୋଇ ନ ଥାଏ ।

ଦ୍ଵାଦଶ କଥା ଯେଉଁ ମହିଳା ମାନେ ହସିଲେ ତାଙ୍କର ଗାଲରେ ଦୁଇପଟେ ଗାତ ପଡିଥାଏ ସେମାନେ ବହୁତ ଉତ୍ତମ ସ୍ୱଭାବର ଅଟନ୍ତି । ତ୍ରୟୋଦଶ କଥା ଯେଉଁ ମହିଳାଙ୍କର ମୁଣ୍ଡ ବଡ଼ ହୋଇଥାଏ ସେମାନେ ସ୍ୱଭାବରେ ଖଳ ପ୍ରକୃତି ର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *