କେଉଁ ପାପ କରିବା ଦ୍ଵାରା କେଉଁ ଭଳି ରୋଗ ହୋଇଥାଏ- Garuda Purana

ଜୀବନ ପାଇବା ଏକ ସୁନ୍ଦର ବରଦାନ । ଭୋକ ମେଣ୍ଟାଇବା ପାଇ ଆମେ ଖାଦ୍ଯ ଖାଇବା ଆବଶ୍ୟକ ଏହା ପାଇଁ ଆମେ କେବେହେଲେ ପାପ ର ଭାଗୀଦାର ହୋଇ ନଥାଉ । କିନ୍ତୁ ଯେଉଁ ମାନେ ନିଜ ସ୍ଵାର୍ଥ ପାଇଁ ନିଜ ପରିବାର ଓ ନିଜ ଲୋକଙ୍କୁ ଯାନତାରେ ହେଉ କିମ୍ବା ଅଜାଣତାରେ ହେଉ କଷ୍ଟ ଦେଇ ଥାନ୍ତି ସେମାନଙ୍କୁ ଆପୀ କୁହାଯାଏ । ଏହା ପାଇଁ ଦଣ୍ଡ ମଧ୍ୟ ଥାଏ । ଏହା ପାଇଁ ଆମକୁ ଅନେକ କଷ୍ଟ ମ୍ମିଳି ଥାଏ ।

ମୃତ୍ୟୁ ପରେ ଆମେ ମାନେ ଯାଇ ଥାଉ ନର୍କ କୁ ସେହି ଠାରେ ଆମକୁ ଆମ ପାପର ବିଚାର କରାଯାଇ ଥାଏ । କିନ୍ତୁ ଆପଣ ଜାଣି ପାରିବେନି କି କିଛି ଲୋକମାନେ ଯେଉଁ ମାନେ ନିଜ ଭୁଲ କୁ ଭୁଲ ବୋଲି ସ୍ଵୀକାର କରନ୍ତି ନି ସେମାନେ ମଧ୍ୟ ପାପୀ ଅଟନ୍ତି । ଯେଉଁ ମାନେ ଭଲ କାମ କରି ଥାନ୍ତି ସେମାନେ ସ୍ଵର୍ଗ କୁ ଯାଇ ଥାନ୍ତି ।

ଏହା ମଧ୍ୟ କୁହାଯାଏ କି ଯେଉଁ ମାନେ ପାପ କରି ଥାନ୍ତି ସେମାନେ ଆଉ ଠାରେ ପୃଥିବୀ କୁ ଆସିକି ଜନ୍ମ ନେଇକି ମଧ୍ୟ ଦଣ୍ଡ ଭୋଗ କରି ଥାନ୍ତି । କିଛି ପାପ ର କାମକୁ ଅନେକ ଦିନ ଯାଏ ଭୋଗିବବା କୁ ପଡି ଥାଏ । ତେବେ ଏହାର ପରିଣାମ ଲେଖା ହୋଇଛି ଗରୁଡ ପୁରାଣରେ । କି କେଉଁ ଭଳି ପାପ କରିବା ଦ୍ଵାରା ଆପଣଙ୍କୁ କେଉଁ ଭଳି ଜନ୍ମ ମିଳିବ ।

କିଛି ଲୋକମାନେ ନିଜ ପାପକୁ ଲୁଚାଇବା ପାଇଁ ଏକାନ୍ତ ଜାଗାରେ କରିଥାଏ । ସେହି ଜାଗାରେ ଆମ ଆଖ ପାଖରେ ଥିବା ପ୍ରକୃତି ଏହାର ମୁକ ସାକ୍ଷୀ ଥାନ୍ତି । ଆମ ଚାରି ପାଖରେ ଥିବା ଚାରି ଦିଗ ଓ ଦଶାପାଳ ଆଦି କୁ ସାକ୍ଷୀ ରଖି ଥାନ୍ତି ବ୍ୟକ୍ତି ଙ୍କ ପାପର ଏହି ପାପର ହିସାବ୍ବ କେବଳ ମଣିଷ ମାନଙ୍କ ପାଇ ହୋଇ ଥାଏ ।

ଯେଉଁ ମାନେ ବ୍ରହ୍ମ ହତ୍ୟା କରିଥାନ୍ତି ସେମାନେ କୁଷ୍ଠ ରୋଗ ପାଇ ଥାନ୍ତି । ଯେଉଁ ମାନେ ଗୋରୁ ହତ୍ୟା କରିଥାନ୍ତି ସେମାନେ ଜୀବନ ସାରା ପାଇଁ ନର୍କ ରେ ରହି ଥାନ୍ତି । ଭଗବାନ କହି ଛନ୍ତି ଯେଉଁ ପାପ ତୁମେ କରିଛ ସେଇ ପାଇଁ ତୁମେ ନର୍କ ତ ଭୋଗିବା ଏହା ସହ ଭୟଙ୍କର ବ୍ୟାଧି ମଧ୍ୟ ଭୋଗ କରିବା କୁ ପଡିବ ତୁମକୁ ।

ଯଦି ଆପଣ ନିଜ କନ୍ୟା କୁ ହତ୍ୟା କରିଛନ୍ତି ତେବେ ଆପଣ ଙ୍କ ଶରୀରରେ ଜାଦୁ ହୋଜିବ ଯାହା କେବେହେଲେ ଭଲ ହେବନି ବରଂ ଏହା ଆପଣଙ୍କ ସରିରରେ ବଢିବାରେ ଲାଗିବ । ଆପଣ ଯଦି ଗୁରୁ ପତ୍ନୀ ଙ୍କୁ ହରଣ କରି ଛନ୍ତି ସେମାନେ କିନ୍ନର ହୋଇକି ଜନ୍ମ ନେବେ । ଆପଣ ଯଦି ଅପଖୟ ଖାଦ୍ଯ ଖାଉଛନ୍ତି ଆପଣଙ୍କ ପାଦ ଓ ଜଙ୍ଘ ଆପଣଙ୍କ ବିକଳାଙ୍ଗ ହେବ ।

ଆପଣ ଯଦି ବ୍ରାହ୍ମଣ କରୁଛନ୍ତି ତେବେ ଆପଣ ଜଳ ଅଧରି ରୋଗ ହେବ । ଆପଣ ଯଦି ନିଜେ ଭଲ ଖାଇବା ଖାଇକି ଅନ୍ୟ ମାନଙ୍କୁ ଦେଉ ନାହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ ଗଳଗନଠକ ରୋଗରେ ପଡିବେ । ଯଦି ଆପଣ ସଠିକ ସମୟରେ ପିଣ୍ଡ ଦାନ କରୁ ନାହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ କୁଶଛିତ ରୋଗରେ ପଡିବେ ।

Leave a Reply

Your email address will not be published. Required fields are marked *