ବନ୍ଧୁଗଣ ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନି କରାଇଥାନ୍ତି ।
ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜ୍ଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ ।
ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ । ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧- କେଉଁ ଦେଶର ଲୋକ ସାପ ଖାଇଥାନ୍ତି ?
ଉତ୍ତର- ଚୀନ ।
୨- ଭାରତର କେଉଁ ରାଜ୍ୟରେ କୁକୁର ର ମନ୍ଦିର ଅଛି ?
ଉତ୍ତର- ଛତିଶଗଡ ।
୩- ଗଡବା କେଉଁ ରାଜ୍ୟର ଲୋକ ନୃତ୍ୟୁ ଅଟେ ?
ଉତ୍ତର- ଗୁଜୁରାଟ ।
୪- ଭାରତରେ ସବୁଠାରୁ ଅଧିକ ଗାଁ କେଉଁ ରାଜ୍ୟରେ ଅଛି ?
ଉତ୍ତର- ଉତ୍ତର ପ୍ରଦେଶ ।
୫- କଦଳୀ କେଉଁ ଦେଶର ରାଷ୍ଟ୍ରୀୟ ଫଳ ?
ଉତ୍ତର- କନୋବେଡିୟା ।
୬- କଳା ସେଓ କେଉଁ ଠାରେ ଦେଖାଯାଏ ?
ଉତ୍ତର- ଚୀନ ।
୭- ଏମିତି କେଉଁ ପଶୁ ଅଛି ଯିଏ ପାଣି ପିଇବା ମାତ୍ରେ ମରିଯାଏ ?
ଉତ୍ତର- କଙ୍ଗାରୁ ରେଟ ।
୮- ଏମିତି କେଉଁ ଜିନିଷ ଅଛି ଯାହା ଗରମ କରିଲେ ଜମିଯାଏ ?
ଉତ୍ତର- ଅଣ୍ଡା ।
୯- ସବୁଠାରୁ ପ୍ରଥମ ବହି ର ନିର୍ମାଣ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଚୀନ ।
୧୦- କେଉଁ ଜୀବ ର ରକ୍ତ ନୀଳ ରଙ୍ଗର ହୋଇଥାଏ ?
ଉତ୍ତର- ଏଣ୍ଡୁଅ ।
୧୧- ରାମଚନ୍ଦ୍ର ଙ୍କ ପିତାଙ୍କ ନାମ କଣ ?
ଉତ୍ତର-ରାଜା ଦଶରଥ ।
୧୨- କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?
ଉତ୍ତର- ଆଇସଲ୍ୟାଣ୍ଡ ।
୧୩- ମୁମ୍ବାଇର ପୁରୁଣା ନାମ କଣ ଥିଲା ?
ଉତ୍ତର- ବମ୍ବେ ।
୧୪- ସବୁଠାରୁ ଶସ୍ତା ବିଜୁଳି କେଉଁ ଦେଶରେ ଅଛି ?
ଉତ୍ତର- ଇରାନ ।
୧୫- କେଉଁ ଫଳ ର ମଞ୍ଜି ବିଚାର ବିଷକୁ ବାହାର କରି ଦେଇଥାଏ ?
ଉତ୍ତର- ତେନ୍ତୁଳୀ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।