Interesting GK- କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରିଥାଏ ?

ଅନେକ ପ୍ରଶ୍ନର ଉତ୍ତର ଯାହା ଆମ ପାଖରେ ନାହିଁ । ତାହାର ଉତ୍ତର ଜାଣିବା ପାଇଁ ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଯେ ଠିକ ଥାଏ ତାର କିଛି ମାନେ ନାହିଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ପାଇଥାଉ । ଯେଉଁ ମାନେ ଆଇଏଏସ କିମ୍ବା ଓ ଆଇପିଏସ ଦେବା ପାଇଁ ପ୍ରସ୍ତୁତ କରିଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- କାହା ପାଖରେ ରିଙ୍ଗ ଅଛି କିନ୍ତୁ ପିନ୍ଧିବା ପାଇଁ ଆଙ୍ଗୁଠି ନାହି ?

ଉତ୍ତର- ମୋବାଇଲ

୨- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?

ଉତ୍ତର- ତୁମର ନାମ

୩- ତାହା କଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି କିନ୍ତୁ ଶରୀର ନାହି ?

ଉତ୍ତର- ମୁଦ୍ରା

୪- କେଉଁ ବ୍ୟାଙ୍କରେ ପଇସା ନାହି ?

ଉତ୍ତର- ରିଭର ବ୍ଯାଙ୍କ

୫- ସେ କାହା ସହ ଝଗଡା କରେ ନାହି ତଥାପି ତାକୁ ସମସ୍ତେ ମାରିଥାନ୍ତି । ସେ କିଏ ?

ଉତ୍ତର- ଢୋଲ

୬- କେଉଁ ଜୀବ ସବୁବେଳେ କାନ୍ଦୁଥାଏ ?

ଉତ୍ତର- କୁମ୍ଭୀର

୭- ଗୋଟିଏ ପୋଲରେ ଗୋଟିଏ କାର ଯାଇପାରିବ । ଗୋଟିଏ ଧଳା କାର ଓ କଳାକାର ଏକାଠି କେମିତି ଯିବେ ?

ଉତ୍ତର- କଳାକାର ଧଳା କାରକୁ ଚଳାଇବ

୮- ନିଜ ଇଚ୍ଛାରେ ଅଣ୍ଡା ଦିଏ କିଏ ?

ଉତ୍ତର- ରାଣୀ ମହୁମାଛି

୯- ପାଣି ନ ପିଉଥିବା ଉଭୟଚର ପ୍ରାଣୀ କିଏ ?

ଉତ୍ତର- ବେଙ୍ଗ

୧୦- ତାହା କଣ ଯାହାକୁ ଆମେ ଦେଖିପାରିବା କିନ୍ତୁ ଛୁଇଁ ପାରିବା ନାହି ?

ଉତ୍ତର- ସ୍ଵପ୍ନ

୧୧- ଆପଣ ଆନନ୍ଦ ଲଡୁ କେବେ ଖାଇଥିଲେ ?

ଉତ୍ତର- ଯେବେ ଆପଣ ସଫଳ ହେବା ପରେ ଲୋକମନେ ଧନ୍ୟବାଦ ଦେଇଥାନ୍ତି

୧୨- କେଉଁଠି କି ୧୦୦ ଲୋକ ୯୯ ଲୋକ ଫେରିଥାନ୍ତି ?

ଉତ୍ତର- ମସାଣି

୧୩- କେଉଁଠି କି ୧୦୦ ଲୋକ ଗଲେ ୧୦୧ ଲୋକ ଫେରନ୍ତି ?

ଉତ୍ତର- ବାହାଘର

୧୪- ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ମୁଁ ଆଲୋକ ଦ୍ଵାରା ମରିଥାଏ । ମୁଁ କିଏ ?

ଉତ୍ତର- ଛାଇ

୧୫- କାଠର ବାଛୁରି ପଥର ଗାଈ ଯେତେ ଦୂହୁଁଥିଲେ ପହ୍ନାଉଥାଇ ?

ଉତ୍ତର- ଚନ୍ଦନ କାଠ ପେଡି

୧୬- ହାତ ଗୋଡ ନାହି କିନ୍ତୁ ମୁଣ୍ଡ ରେ ବସେ ସେ କିଏ ?

ଉତ୍ତର- ଟୋପି

୧୭- ଆପଣଙ୍କର ଦୋଷ ନ ଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ । ସେ କିଏ ?

ଉତ୍ତର- ବେଲ୍ଟ

୧୮- ସେ କିଏ ଯିଏ ଦିନ ରାତି ମୁଣ୍ଡରେ ପାଣି ଧରି ଛିଡା ହୋଇଥାଏ ?

ଉତ୍ତର- ନଡିଆ ଗଛ

୧୯- କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରିଥାଏ ?

ଉତ୍ତର- ସାମୁଦ୍ରି ଘୋଡା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *