କେଉଁ ସମୟରେ ଗୋମାତା ଙ୍କ ଦର୍ଶନ କଲେ ଆଶର୍ଯ୍ୟଜନକ ଲାଭ ହୋଇଥାଏ – Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗାଈ କୁ ଆମେ ଗୋମାତା ବୋଲି ସମ୍ବୋଧନ କରିଥାଉ । ଆଉ ପୂଜା ମଧ୍ୟ କରିଥାଉ ବିଶେଷ ପର୍ବ ପର୍ବାଣି ମାନଙ୍କରେ । ତଥାପି ଗାଈ କୁ ନେଇ ଏମିତି ଅନେକ ତଥ୍ୟ ରହିଛି ଯାହା କି ଆପଣ ଏମାନେ ଦେଖିଲେ ଆପଣଙ୍କ ପାଇଁ ଶୁଭ ବା ଅଶୁଭ ବିଚାର କରି ପାରିବେ । ଏମିତି ରେ ବି ଗାଈ ଦେଖିଲେ ଅତ୍ୟନ୍ତ ଶୁଭ ବୋଲି ବିଚାର କରା ଯାଇଥାଏ । ଏହି ସବୁ ସଂକେତ ମିଳିଲେ ଆପଣ ଜାଣିବେ ଆପଣଙ୍କ ଜୀବନରେ ଶୁଭ ବା ଅଶୁଭ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।

୧- ଯଦି ଆପଣ କୌଣସି ଜରୁରୀ କାମରେ ଘରୁ ବାହାରିବା ସମୟରେ ଗୋଟେ ଗାଈ ଉପରେ ପ୍ରଥମ ଦ୍ରୁଷ୍ଟି ପଡିଥାଏ ତେବେ ଯାତ୍ରା ର ଫଳ ଶୁଭଦାୟକ ହୋଇଥାଏ । ଆପଣ ଯେଉଁ କାମ ପାଇଁ ଯାତ୍ରା କରୁଛନ୍ତି ସେଥିରେ ନିଶ୍ଚୟ ଲାଭବାନ ହେବେ ।

୨- ଯଦି ସ୍ନାନ କରି ସାରିବା ପରେ ଗୋଟେ ଧଳା ଗାଈ ସହ ତାର ବାଛୁରି କୁ ଦେଖିବ ତେବେ ସେଦିନର ସବୁ କାର୍ଯ୍ୟ ରେ ଆପଣ ଉପକୃତ ହେବେ । ଆପଣ ଯେଉଁ କାମରେ ହାତ ଦେଇଥିବେ ସେଥିରେ ନିଶ୍ଚୟ ସୁଫଳ ଲାଭ କରିବେ ।

୩- ଯଦି ଗାଈ ଆଖି ରୁ ଲୁହ ଗଡୁ ଥିବାର ଦେଖିଲେ ସେ ଗାଈ କୁ ଯେଉଁ ମାନେ ରଖିଛନ୍ତି କିମ୍ବା ଗୃହ କର୍ତ୍ତା ଭୀଷଣ ଅସୁସ୍ଥ ହେବାର ସମ୍ଭାବନା ରହିଥାଏ । ଏଭଳି ଘରେ ବ୍ୟକ୍ତି ଗଭୀର ରୋଗର ଶିକାର ହେବାର ସମ୍ଭାବନା ରହିଥାଏ ।

୪- ଗାଈ ଚାରି ପଟେ ଅନେକ ମାଛି ବା କୁକୁର ବୁଲୁ ଥିବାର ଦେଖିଲେ ସେଦିନ ନିଶ୍ଚୟ ବୃଷ୍ଟିପାତ ହେବାର ସକେଉଁ ସମୟରେ ଗୋମାତା ଙ୍କ ଦର୍ଶନ କଲେ ଆଶର୍ଯ୍ୟଜନକ ଲାଭ ହୋଇଥାଏ ମ୍ଭାବନା ରହିଥାଏ । ସେଦିନ ନିଶ୍ଚୟ ବୃଷ୍ଟିପାତ କେଉଁଠି ନା କେଉଁଠି ହେବ ।

୫- ଯଦି ସୂର୍ଯ୍ୟ ଉଦୟ ପରେ ଗୋଟେ ଗାଈ ବା ତାର ବାଛୁରି ବିନା ଡାକ ରେ ଘରର ମୁଖ୍ୟ ଦ୍ଵାରା ରେ ଆସି ଛିଡା ହୋଇଯାଏ ତେବେ ଏହା ଶୁଭ ଲକ୍ଷଣ ହୋଇଥାଏ । ଏହା ଦ୍ଵାରା ଘର ଉପରେ ଶୁଭ ପ୍ରଭାବ ପଡିଥାଏ ଆଉ ସବୁ କାମ ସୁରୁଖୁରୁ ରେ ହୋଇଯାଏ । ତେବେ ଆପଣ ମାନେ ଜାଣିଲେ କି ଗାଈ କୁ କେଉଁ ସମୟରେ କେମିତି ଦେଖିବା ଦ୍ଵାରା କେଉଁ କେଉଁ ସଂକେତ ମିଳିଥାଏ ।

ତେବେ ଆପଣ ମାନେ ମଧ୍ୟ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ଓ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *