ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 8ଟି ସଂକେତ

ଜୀବନରେ ଆମେ ଅନେକ ପ୍ରକାର ରାସ୍ତା ଦେଇକି ଯାଇ ଥାଉ । ଅନେକ ସମୟରେ ଆମେ ଏହାକୁ ଭଲ ସମୟ ଓ ଖରାପ ସମୟ ବୋଲି କହି ଥାଉ । ଆପଣ ଯଦି ଦେଖିବେ ତ ଜାଣି ପାରିବେ କି ଏହା ଆମ ପାଇଁ ଆଗରୁ କିଛି ନା କିଛି ସଂକେତ ଦେଇଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଏହା ଆମକୁ ଭଗବାନ ଦ୍ଵାରା ମିଳିଥାଏ । ଆଜି ଆମେ କହିବା କି ଯେଉଁ ମାନେ ଭଲ ପରିଣାମ ପାଇବେ ସେମାନେ ଭଲ ସମୟ କୁ ଉପଭୋଗ କରି ଥାନ୍ତି ।

ଓ ଯେଉଁ ମାନେ ଖରାପ ସମୟ ଦେଇକି ଗତି କରିଥାନ୍ତି ସେମାନେ ଖରାପ ସମୟ ପାଇଁ ଭଗବାନ ଙ୍କୁ ଅନେକ ଥର ଦୋଷ ଦେଇ ଥାନ୍ତି । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହି ସଂକେତ ଦ୍ଵାରା କିଛି ନା କିଛି ଭଲ କାମ କରି ପାରିବା ।

ଯେଉଁ ସମୟରେ ଆମେ ଭଗବାନ ଙ୍କ କଥା କହିବା କି କେଉଁ ଭଳି ଆମେ କେଉଁ ଭଳି ସଂକେତ ପାଇ ଥାଉ ଓ ଏହାକୁ କେଉଁ ଭଳି ଆମେ ମାନିବା । ଆଜି ଆମେ କହିବା କି ଏକ ଜାଗାରେ ଭଗବାନ ଙ୍କ ନାମର ସ୍ମରଣ କରିକି ସେଠାରେ ଏକ ସାଧୁ ପ୍ରଭାଚନ ଦେଉ ଥିଲେ । ଜଣେ ଛୋଟ ପିଲା ଆସିକି ସେହି ପ୍ରଭାଚନ ଶୁଣୁଥିଲା ।

ସେ ଶୁଣିବା ପାଇଁ ପାଇଲା କି ଭଗବାନ ଆମ ସହ ସବୁ ବେଳେ ଥାନ୍ତି ଓ ଆମର କିଛି ଖରାପ ହେବା ଆଗରୁ ସେ ଆମକୁ ରକ୍ଷା କରି ଦେଇ ଥାନ୍ତି । ମାତ୍ର ସେ ଏହାକୁ ଅଭୁତ କଷ୍ଟରେ ସ୍ଵୀକାର କୃକି ଆଗକୁ ଜୀବନରେ ବଢିବା ପାଇଁ ନିସ୍ପତି ନେଲା । ଦିନେ ସେ ଏକ ଜଙ୍ଗଲ ରାସ୍ତା ଦେଇକି ଯାଉଥିଲା ।

ହଠାତ ଏକ ଲୋକର ଚିତ୍କାର ଶୁଣିବା ପାଇଁ ପାଇଲା କି ହାତୀ ଆସୁଛି ଚାଲି ଜାଅ । ଏହା ଶୁଣିବା ପରେ ମଧ୍ୟ ସେ ସେହି ରାସ୍ତାରେ ଚାଲିବା ପାଇଁ ଲାଗିଲା । ଆଗକୁ ବଢିବା ପରେ ସେ ଦେଖିଲା କି ସତରେ ଏକ ହାତୀ ରାଗିକି ତା ଆଡକୁ ମାଡି ଆସୁଛି । ସେ କିନ୍ତୁ ଭଗବାନ ଙ୍କୁ ସ୍ମରଣ କରିକି ଆଗକୁ ଚାଲିଲା ।

କିଛି ସମୟ ଗଲା ପରେ ହାତୀ ଆସିକି ତାକୁ ଫୋପାଡି ଦେଇକି ସେହି ଜାଗାରୁ ଚାଲି ଗଲା । ପିଲା ଟି କିନ୍ତୁ ଖୁବ ରାଗିକି ଥିଲା ସେ ବହୁତ ମନ କଷ୍ଟ କରିକି ଯାଇକି ଶେୟ ବ୍ୟକ୍ତି ଙ୍କ ସହ ଦେଖା ଅକରିଲା ଯିଏ ଏହି ପ୍ରଭଚନ ଦେଇଥିଲେ । ସେ କହିଲେ ଭଗବାନ ତୁମକୁ ପ୍ରଥମେ ଇସାରା ଦେଇ ଥିଲେ ଏକ ଲୋକ ମାଧ୍ୟମରେ ମାତ୍ର ତୁମେ ଏହାକୁ ନ ମାନି ଆଗକୁ ଚାଲି ଗଲା ।

ଏହା ପରେ ମଧ୍ୟ ତୁମ ଜୀବନକୁ ବିପଦ ଥିଲା ମାତ୍ର ହାତୀ ନ ମାରିକି ଚାଲିଗଲା ଏହା ଭଗବାନ ଙ୍କ ଉପସ୍ଥିତି ଯୋଗଗୁ ହେଲା । ଏହା ଜାଣିବା ପରେ ପିଲାର ବିଶ୍ଵାଶ ଆହୁରି ବଢି ଗଲା ଓ ସେ ଖୁଶି ଖୁଶି ସବୁ ଦିନ ପାଇଁ ଭଗବାନ ଙ୍କ ଉପରେ ଭରସା କଲା ।

Leave a Reply

Your email address will not be published. Required fields are marked *