ଆମ ରାଶି ରେ ଗ୍ରହ ମାନଙ୍କର ହେଉଥିବା ପରିଵର୍ତନ ରେ ହିଁ ଆମ ଜୀବନରେ ସବୁ ଶୁଭ ଓ ଅଶୁଭ ଘଟଣା ଘଟିଥାଏ । ତେବେ ସେହି ଭଳି କିଛି ଗ୍ରହ ମାନଙ୍କର ପରିଵର୍ତନ ମହାସଂଯୋଗ ଆଣିଥାଏ । ଏହି ମହାସଂଯୋଗ ର ଶୁଭ ଫଳ କିଛି ରାଶିର ଲୋକଙ୍କୁ ମିଳିଥାଏ । ଏହା ଛଡା କିଛି ଦେବା ଦେବୀ ଙ୍କବିଶେଷ କୃପା ମଧ୍ୟ ଏହି ମହାସଂଯୋଗ ସମୟ ରେ ମିଳିଥାଏ । ତେବେ ସେହି ଭଳି ଗତକାଲି ଠାରୁ ପ୍ରଭୁ ମହା ଦେବଙ୍କ କୃପା ଦୁଇଟି ରାଶିର ଲୋକଙ୍କୁ ମିଳିବାକୁ ଯାଉଛି ।
ପ୍ରଭୁ ମହାଦେବ ବହୁତ ଜଲ୍ଦି ନିଜର ଭକ୍ତଂକ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ସେ ନିଜର ଭକ୍ତଙ୍କୁ ବହୁତ ଜଲ୍ଦି ବରଦାନ ଦେଇଥାନ୍ତି । ପ୍ରଭୁ ଭଗବାନ ଶିବଙ୍କ କୃପା ଯଦି କୌଣସି ବ୍ୟକ୍ତି ଉପରେ ରହିଥାଏ ତେବେ ସେହି ବ୍ୟକ୍ତି ର ଜୀବନ ସବୁ ସମସ୍ୟା ଦୂର ହେବା ସହିତ କୌଣସି ବିପଦ ମଧ୍ୟ ସେହି ବ୍ୟକ୍ତି ର କିଛି କରିପାରେ ନାହିଁ ।
ତେବେ ସେହି ଭଳି ଆଜି ଆମେ ଆପଣଙ୍କୁ କହିବୁ ଯେଉଁ ଦୁଇଟି ରାଶି ଉପରେ ମହାଦେବଙ୍କ କୃପା ମିଳିବାକୁ ଯାଉଛି । ଏହା ସହିତ ଏହି ଦୁଇଟି ରାଶିର ଲୋକଙ୍କୁ କେଉଁ କେଉଁ ଲାଭ ହେବ ତାହା ମଧ୍ୟ ଜଣାଇବୁ । ତେବେ ଏହି ରାଶିର ଲୋକମାନଙ୍କର ପରିବାରରେ ଚାଲିଥିବା କଳହ ଆଦି ଶେଷ ହେବ ।
ଏମାନଙ୍କ ର ମନ ଓ ଆତ୍ମା ଶାନ୍ତି ରହିବ । ଏମାନଙ୍କର ସବୁ କାର୍ଯ୍ୟ ସଫଳ ହେବ । ଏମାନେ ବ୍ୟବସାୟ ରେ ଉନ୍ନତି ଲାଭ କରିବେ । ଚାକିରୀ କ୍ଷେତ୍ରରେ ଏମନଙ୍କର ପଦୋନ୍ନତି ଯୋଗ ରହିଛି । ଯେଉଁମାନେ ବେରୋଜଗାରୀ ସେମାନଙ୍କୁ ଚାକିରିର ନୂଆ ଅବସର ମିଳିବ ।
ସେମାନେ ନିଜର କାର୍ଯ୍ୟ ଶୈଳୀ ଦ୍ୱାରା ଲୋକଙ୍କ ଆକର୍ଷଣ ର କେନ୍ଦ୍ର ହେବେ । ଆପଣଙ୍କ ଜୀବନ ସାଥୀଙ୍କ ସହ ସଂପର୍କ ଭଲ ରହିବ । କୌଣସି ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି । ପ୍ରେମ ସମ୍ପର୍କ ରେ ଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ ।
ଯେଉଁ ମାନଙ୍କ ବିବାହ ବିଳମ୍ବ ହେଉଥାଏ ସେମାନଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିବ ଓ ସଠିକ ସମୟରେ ବିବାହ ହେବ । ଏହି ରାଶିର ଲୋକଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଏମାନେ ସଫଳତା ପାଇବେ ସବୁ କାର୍ଯ୍ୟ ରେ । ଧନ ର ଆଗମନ ମଧ୍ୟ ହୋଇପାରେ ।
ଧନ ପ୍ରାପ୍ତି ଯୋଗ ଅଛି । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ସନ୍ତାନଙ୍କ ଠାରୁ କିଛି ଭଲ ଖବର ମିଳିପାରେ । । କୌଣସି ଶୁଭ କାର୍ଯ୍ୟ କୁ ଯିବା ଆଗରୁ ମହାଦେବଙ୍କ କୃପା ଓ ଗୁରୁଜନଙ୍କ ଆଶ୍ରିବାଦ ନିଅନ୍ତୁ ଏହା ଆପଣଙ୍କୁ ସଫଳତା ପ୍ରଦାନ କରିବ । ତେବେ ଏହି ଦୁଇଟି ରାଶି ହେଉଛି କୁମ୍ଭ, ସିଂହ ରାଶି ।