କ୍ଷୀର ରେ ହଳଦି ମିଶାଇ ପିଇବାର ଫାଇଦା ଯାହା 1 କୋଟି ଟଙ୍କା ଖର୍ଚ୍ଚ କରିଲେ ବି ମିଳିବ ନାହିଁ, ଶୀଘ୍ର ଦେଖନ୍ତୁ- Healthy Tips

ପୁରୁଣା କାଳରେ ଲୋକମାନେ ଯେତେ ରୋଗାଗ୍ରସ୍ତ ହେଉଥିଲେ ମଧ୍ୟ କୌଣସି ଔଷଧ ନେଉ ନ ଥିଲେ । କିନ୍ତୁ ଆଜିକାଲି ସାମାନ୍ଯ ଥଣ୍ଡା, କାଶ ବା ଅନ୍ୟ କୌଣସି ରୋଗ ହେଲେ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ଡାକ୍ତର ମାନେ ବିଭିନ୍ନ ପ୍ରକାରରେ ଟେଷ୍ଟ କରିବା ସହ ବିଭିନ୍ନ ପ୍ରକାରର ଔଷଧ ଦେଇଥାନ୍ତି । ଯାହା ସଂପୂର୍ଣ୍ଣ ଭୁଲ ଅଟେ । ଉଦାହରଣ ଯଦି ରକ୍ତ ପତଳା ହୋଇଯାଏ ତେବେ ବ୍ଲଡ଼ ପ୍ରେସର ବଢିଯାଏ ଯାହା ଦ୍ଵାରା ଅନେକ ରୋଗ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ କ୍ଷୀରରେ ହଳଦୀ ମିଶାଇ ସେବନ କରିଲେ କେଉଁ କେଉଁ ଫାଇଦା ମିଳିଥାଏ ।

ଏଥିପାଇଁ ହଳଦୀ ମିଶା କ୍ଷୀର ତିଆରି କରିବାକୁ ହେବ । ଏଥିପାଇଁ ଏକ ଗ୍ଳାସ କ୍ଷୀର ରେ ଅଳ୍ପ ହଳଦୀ ମିଶାଇ ଏହାକୁ କିଛି ସମୟ ଭଲ ଭାବେ ଫୁଟାନ୍ତୁ । ଏହାକୁ ମିଠା କରିବା ପାଇଁ ଗୁଡ ବା ମହୁ ଆଡ କରିପାରିବେ । ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରିଲେ ଅନେକ ପ୍ରକାରର ରୋଗର ନିବାରଣ ହୋଇଥାଏ । ତେବେ ସେହି ରୋଗ ଗୁଡିକ ହେଉଛି –

୧- ଯଦି ଆପଣଙ୍କୁ ଡାଇବେଟିସ ସମସ୍ଯା ରହିଛି ତେବେ ରାତିରେ ହଳଦୀ ମିଶା କ୍ଷୀର ସେବନ କରିଲେ ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କର ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । କିନ୍ତୁ ଏଥିରେ ମିଠା ଆଡ କରିବେ ନାହି । ଏଥିପାଇଁ ଆପଣଙ୍କୁ ଔଷଧ ଆଉ ନେବ ନାହି ।

୨- ଅନେକ ଲୋକ ମାନେ ନିଜର ରଙ୍ଗକୁ ଗୋରା କରିବାକୁ ଇଚ୍ଛା କରିଥାନ୍ତି । ଏଥିପାଇଁ ପ୍ରତେକ ଦିନ ହଳଦୀ ମିଶା କ୍ଷୀର ର ସେବନ କରିଲେ ପ୍ରାକୃତିକ ଉପାୟରେ ରଙ୍ଗ ଗୋରା ହୋଇଯିବ । ମୁହଁ ରେ ଲଗାଉଥିବା କ୍ରିମ ର ବ୍ୟବହାର କରିଲେ କିଛି ଲାଭ ହେବ ନାହି । କ୍ଷୀର ମିଶା ହଳଦୀ ସେବନ କରିଲେ ବ୍ରଣ, ପିମ୍ପଲ, ସ୍କିନ ରେ ଗ୍ଲୋ ଆଣିବାରେ ସହାୟକ ହୋଇଥାଏ ।

୩- ହଳଦୀ ମିଶା କ୍ଷୀର ସେବନ କରିଲେ ରକ୍ତ ସଫା ହୋଇଥାଏ । ଏହା ସହ ଗୋଡ ବା ହାତ ବା ଅଣ୍ଟା ରେ ଯନ୍ତ୍ରଣା ରେ ହେଉଥିଲେ ବା ଶରୀର ରେ କୌଣସି ଜାଗାରେ ଦରଜ ହେଉଥିଲେ ହଳଦୀ ମିଶା କ୍ଷୀର ର ସେବନ କରିଲେ ବହୁତ ଜଲ୍ଦି ଦୂର ହୋଇଥାଏ ।

୪- ଥଣ୍ଡା କାଶ ହେଲେ ହଳଦୀ ମିଶା କ୍ଷୀର ର ସେବନ କରିଲେ ବହୁତ ଜଲ୍ଦି ଭଲ ହୋଇଯାଏ । ଚିନ୍ତା ଦୂର କରିବା ପାଇଁ ହଳଦୀ ମିଶାଇ କ୍ଷୀର ର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ ।

୫- ଯଦି ପ୍ରତେକ ଜନିତ ସମସ୍ଯା ଯେମିତି ଗ୍ଯାସ, ଏସିଡିଟି, ପେଟରେ ଯନ୍ତ୍ରଣା ହେଉଥିଲେ ହଳଦୀ କ୍ଷୀର ର ସେବନ ବହୁତ ଲାଭଦାୟକ ହୋଇଥାଏ । ଯଦି ପେଟରେ ଚର୍ବି ବଢିଯାଏ ବା ମୋଟାପଣ ଅଧିକ ହୋଇଥାଏ ତେବେ ହଳଦୀ ମିଶା କ୍ଷୀର ର ସେବନ କରିଲେ ବହୁତ ଯାଦଳି ଏହା ଦୂର ହୋଇଥାଏ । ତେଣୁ ପ୍ରତେକ ଦିନ ରାତିରେ ଏକ ଗ୍ଳାସ କ୍ଷୀରରେ ହଳଦୀ ମିଶାଇ ସେବନ କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *