ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ ରାଶି ମାନଙ୍କ ଉପରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ କୁମ୍ଭ ରାଶି ଓ ମେଷ ରାଶି ମଧ୍ୟରୁ କିଏ ଧନୀ ଅଟନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ପ୍ରଥମେ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା । ତେବେ ମେଷ ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳ । କାର୍ଯ୍ୟକୁ କରିବା ସମୟରେ ବିଶେଷ ପ୍ରକାରର ଚତୁରତା ଦେଖାଇଥାନ୍ତି । ଏମାନେ ବହୁତ ସାହସୀ ହୋଇଥାନ୍ତି । ଆପଣ ସ୍ବାଭିମାନୀ ଓ ପରିଶ୍ରମୀ ହୋଇଥାନ୍ତି ।
ଏମାନଙ୍କୁ ସଂଘର୍ଷ କରିବାକୁ ପଡିଥାଏ କାରଣ ଏମାନେ ବହୁତ ଜଲ୍ଦି ଆବେଗରେ ଆସିଥାନ୍ତି । କ୍ରୋଧ ଏମାନଙ୍କର ବହୁତ ଜଲ୍ଦି ଆସିବା ସହ କ୍ଷଣକ ପରେ ଚାଲି ଯାଇଥାଏ । ଏହି ରାଶିର ପ୍ରତୀକ ଚିହ୍ନ ମେଣ୍ଡା ଅଟେ ଯାହା ଲୋକ ମାନଙ୍କର ଗହଣରେ ରହିବା ପସନ୍ଦ କରିଥାନ୍ତି । ଏମାନେ ସର୍ତ୍ତ ଅନୁଯାୟୀ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନେ ଯାହା ନିସ୍ପତି ନେଇଥାନ୍ତି ତାହ କରିବାକୁ ଆଗେଇ ଆସିଥାନ୍ତି ।
କୌଣସି କାମରେ ଅଧିକ ସମୟ ଲାଗିଲେ ଏମାନେ ରାଗି ଯାଇଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବର ଚଞ୍ଚଳତା ରହିଛି । ଯେଉଁ ଠାରେ ନିଜର ଊର୍ଜା, ନିର୍ଭୀକତା କାରଣରୁ ଏମାନେ କୌଣସି ବ୍ୟକ୍ତି କୁ ନିଜର ଦିୱାନା କରି ଦେଇଥାନ୍ତି । ଯେଉଁ ମାନେ ଏମାନଙ୍କର ଏହି ସ୍ଵଭାବକୁ ଜାଣିଥାନ୍ତି ସେମାନେ କେବେ ବି ଛାଡନ୍ତି ନାହି । ଦୁଖ ସମୟରେ ଏମାନେ ଅନ୍ୟ ମାନଙ୍କର ସାହାଜ୍ଯ କରିବାରେ ଆଗରେ ରହିଥାନ୍ତି ।
ଆପଣ ଅଧିକ ଉଶ୍ଚାହୀ ହୋଇଥାନ୍ତି କିନ୍ତୁ ଜୀବନରେ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ । ଏମାନେ ଗମ୍ଭୀର ସ୍ଵଭାବ ହୋଇଥାନ୍ତି କିନ୍ତୁ କୋମଳତା ଓ ଧର୍ଯ୍ୟ ରହିଥାଏ । ଆବଶ୍ୟକ ପଡିଲେ ଏମାନେ ଏହାର ପ୍ରମାଣ ମଧ୍ୟ କରିଥାନ୍ତି । ଜୀବନରେ ଉପରକୁ ନେବାରେ ସାହସ ରଖିଥାନ୍ତି । ପରିବେଶ ସହ ଯୋଡି ହୋଇ ରହିବାକୁ ପସନ୍ଦ କରିଥାନ୍ତି । କିଛି ଦିନ ପରିବାର ଠାରୁ ଦୂରରେ ରହିଲେ ଉଦାସ ହୋଇଥାନ୍ତି ।
ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା । କୁମ୍ଭ ରାଶିର ବ୍ୟକ୍ତି ମାନବବାଦୀ ହୋଇଥାନ୍ତି । ଏମାନଙ୍କର ରାଶି ଚିହ୍ନ କୁମ୍ଭ ଅଟେ । ଏମାନେ ଜ୍ଞାନୀ ସ୍ଵଭାବର ହେବା ସହ ପ୍ରଗତିଶୀଳ ହୋଇଥାନ୍ତି । ଏମାନଙ୍କର ସ୍ଵଚ୍ଛ ମନର ହୋଇଥାନ୍ତି । ଘର ଲୋକଙ୍କ ପ୍ରତି ଯତ୍ନବାନ ହୋଇଥାନ୍ତି ।
ଏମାନେ ସ୍ଵତନ୍ତ୍ରତାକୁ ପସନ୍ଦ କରିବା ସହ ମିଳାମିଶା କରିବାକୁ ଫାନ୍ଦ କରିଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କର ମିତ୍ର ସଂଖ୍ୟା ଅଧିକ ହୋଇଥାଏ । ଭିଡ ଭିତରେ ନ ଚାଲି ନୂଆ ରାସ୍ତାରେ ଚାଲିଥାନ୍ତି । ସର୍ବଦା ଖୋଲା ଭାବେ ରହିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ଅନେକ ସମୟରେ ଭଲ ସୁଯୋଗକୁ ହାତ ଛଡା କରିଥାନ୍ତି ।
ଈର୍ଷା ଭାବ ଏମାନଙ୍କ ଠାରେ ରହିଥାଏ । ନେତୃତ୍ଵ ନେବାର କ୍ଷମତା ଅଧିକ ହୋଇଥିଲେ ବି ରାଜନୀତି ଏମାନଙ୍କୁ ପସନ୍ଦ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।