ହୃଦୟରୁ ବାଛନ୍ତୁ କୌଣସି ଗୋଟେ ମୂର୍ତ୍ତି ଓ ଜାଣନ୍ତୁ ଏହି ଧନତେରସରେ ମା’ ଲକ୍ଷ୍ମୀ ଆପଣଙ୍କୁ କେଉଁ ଉପହାର ଦେବାକୁ ଯାଉଛନ୍ତି,

ନମସ୍କାର ବନ୍ଧୁଗଣ, ଧନତେରସ ପର୍ବକୁ ଦୀପାବଳୀ ପୂର୍ବରୁ ପାଳନ କରାଯାଏ । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଧନ ମାନେ ହିଁ ତ ହେଉଛି କି ଧନର ଦେବୀ ମା ଲକ୍ଷ୍ମୀ । ନିଜ ଜୀବନରେ ଖୁସିର ଆଗମନକୁ ସମସ୍ତେ ଚାତକ ଭଳି ଚାହିଁ ବସିଥାନ୍ତି । ତେବେ ଏହି ଧନ ତେରସ ଦିନ ମା ଲକ୍ଷ୍ମୀ କେଉଁ ମାନଙ୍କ ଉପରେ ପ୍ରସନ୍ନ ରହିବାକୁ ଯାଉଛନ୍ତି ତାହା ଜାଣନ୍ତୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଧନ ତେରସରେ କେଉଁମାନେ ଅଟନ୍ତି ଭାଗ୍ୟଶାଳୀ ।

ଉପରେ ଥିବା ମା ଲକ୍ଷ୍ମୀଙ୍କ ଦୁଇଟି ପ୍ରତିମା ମଧ୍ୟରୁ ଗୋଟିଏ ବାଛନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି । ପ୍ରଥମ ପ୍ରତିମା: ଯେଉଁ ମାନେ ମା ଲକ୍ଷ୍ମୀଙ୍କ ଏହି ପ୍ରତିମାଟି ବାଛିଥିଲେ ଜାଣିରଖନ୍ତୁ କି ଆପଣ ନିଜ ଜୀବନରେ ବହୁତ ସଂଘର୍ଷ କରିସାରିଲେଣି । ଆପଣ ବହୁତ କଷ୍ଟ ଓ ସଚୋଟତା ସହିତ କାର୍ଯ୍ୟ କରୁଛନ୍ତି । ଏହାର ଫଳ ସ୍ୱରୂପ ଆପଣ ବହୁତ ହିଁ ଉନ୍ନତି କରିବେ ଜୀବନରେ ।

ଏହି ଧନ ତେରସ ଦିନ ଆପଣ ମା ଲକ୍ଷ୍ମୀଙ୍କ ସହ ଜଡିତ କୌଣସି ଚାନ୍ଦି କିମ୍ବା ସୁନାର ଜିନିଷ ଆଣନ୍ତୁ । ଯଦି ଏହା ଆପଣ ନ କରିପାରନ୍ତି ତେବେ ପିତ୍ତଳର କୌଣସି ବସ୍ତୁ ଆପଣ ଘରକୁ ଆଣନ୍ତୁ ମା ଲକ୍ଷ୍ମୀ ପ୍ରସନ୍ନ ରହିବେ ଆପଣଙ୍କ ଉପରେ । ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଦାନ କରନ୍ତୁ । ମିଠା, ବସ୍ତ୍ର କିମ୍ବା ଜୋତା ଚପଲ ଯାହା ତାଙ୍କ କାମରେ ଆସିବା ତାହା ଆପଣ ଦାନ କରନ୍ତୁ ।

ବହୁତ ଭଲ ସମୟ ଏବେ ଆପଣଙ୍କ ପାଇଁ ଆସି ସାରିଛି । ଆପଣଙ୍କର ସମସ୍ତ ଇଚ୍ଛା ଏବେ ପୁରା ହେବ । ଧନ ତେରସ ପରଠାରୁ ଆପଣଙ୍କ ଜୀବନ ସମ୍ପୂର୍ଣ ଭାବେ ବଦଳି ଯିବ । ଧନ ତେରସ ଦିନ ଆପଣଙ୍କୁ କିଏ ଯଦି ଦହି, ଲୁଣ, ପିଆଜ ଇତ୍ୟାଦି ମଗନ୍ତି ତେବେ କେବେ ମଧ୍ୟ ଦିଅନ୍ତୁ ନାହିଁ । ବେଶି କ୍ରୋଧିତ ହୁଅନ୍ତି ନାହି । ଏହିସବୁ କଥାର ଧ୍ୟାନ ରଖନ୍ତୁ ।

ଦିତୀୟ ପ୍ରତିମା: ମନରେ ସବୁବେଳେ ସକାରାତ୍ମକ ଭାବନା ରଖନ୍ତୁ । ସବୁବେଳେ ସକାଳୁ ଜଲ୍ଦି ଉଠି ନିଜ କାମ କରିବା ଉଚିତ ଏହାଦ୍ବାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଆଜିର କାମ ଆଜି କରିବା ପାଇଁ ଚେଷ୍ଟା କରନ୍ତୁ । କେବେ କାଲି ଉପରେ ଛାଡନ୍ତୁ ନାହି । ବହୁତ ଶୀଘ୍ର ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ସବୁବେଳେ ନିଜକୁ ଧାର୍ମିକ କାର୍ଯ୍ୟରେ ନିଯୁକ୍ତ କରି ରଖନ୍ତୁ ।

ଏହାଫଳରେ ଆପଣଙ୍କୁ ଜୀବନରେ କେହି ବି ସଫଳତା ପାଇବା ଠାରୁ ଦୂରେଇ ପାରିବେ ନାହିଁ । ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବାକୁ ଯାଉଛି ଧନ ତେରସ ଠାରୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *