କୌଣସି କାମରେ ଘରୁ ବାହାରିବା ବେଳେ ଏହି ଜିନିଷ ଦେଖିକି ଯିବା ଶୁଭ- Aijra Anuchinta

ଆମ ଘରେ ଥିବା ଏକ ଗଛ ଯାହା ଆମକୁ ଅମ୍ଳଜାନ ଦେବା ସହ ଆମ ପାଇଁ ସବୁ କାମ ରେ ଶୁଭ କରାଇ ଥାଏ । ଆଜି ଆମେ କହିବା କି ଆପଣ ଘରୁ ବାହାରିବା ବେଳେ କେଉଁ କାମ କରିକି ଯିବେ ଯାହା ଦ୍ଵାରା ଆପଣଙ୍କ ଜୀବନ ସାର୍ଥକ ହେବ । ଆପଣ ଜାଣି ଥିବେ କି ଆମ ଘରର ଥିବା ତୁଳଶି ଚଉଡ଼ା ବିଷୟରେ ଯାହା ଆମ ପାଇଁ ଖୁବ ଭଲ ହୋଇ ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯେଉଁ କାମ କରିବା ପାଇଁ ଯାଉଛେ ତାହା ନିଶ୍ଚିତ ଭାବେ ସଫଳ ହେବ ।

ଯେଉ ମାନେ ଏହାକୁ ମାନି ଚାଳିବେ ହା ତାଙ୍କ ପାଇଁ ଶୁଭ ହୋଇ ଥାଏ । ଆପଣ ଜାଣି ଛନ୍ତି କି ଭଗବାନ ଙ୍କ ପ୍ରିୟା ବସ୍ତୁ ହେଉଛୁ ତୁଳଶି ଯାହା ତାଙ୍କା ପାଇଁ ସବୁ କିଛି ଯଦି କେହି ତାଙ୍କୁ ଖାଇବା କିମ୍ବା ଭୋଗ ନ ଦେଇ କେବଳ ତୁଳଶି ଦେବ ସେଥିରେ ମଧ୍ୟ ସେ ବହୁତ ଖୁସି ହୋଇଯିବେ । ଆପଣ ଯାହା କାମନା କରିବେ ତାହା ନିଶ୍ଚୟ ପୂରଣ ହେବ ଆପଣ ଯାହା କୁ ଭୋଗ କରିବା ପାଇଁ ଯିବେ ସେଥିରେ ଯଦି ଆପଣ କିଛି ତୁଳଶି ପତ୍ର ପକାଇ ଦେଇ ଦେବେ ସେହି ଭୋଗ ଭଗବାନ କୃଷ୍ଣ କିମ୍ବା ବିଷ୍ଣୁ ଭଗବାନ ଙ୍କ ଦ୍ଵାରା ଗ୍ରହଣ କରାଜିବ ।

ଏହା ସହ ଏକ କଥା ମନ ରଖିବେ କି ଆପଣ ଯଦି କିଛି ଜରୁରୀ କାମ କାମ ପାଇଁ ତୁଳଶି ପତ୍ର କୁ ତୋଳୁଛନ୍ତି ତେବେ ଆପଣ ଦେଖି ଚାହିଁ ତୋଳିବେ ଅମାବାଶ୍ୟା ସଙ୍କରାନ୍ତି କିମ୍ବା ପୂର୍ଣ୍ଣିମା ଭଳି ଦିନରେ ଆପଣ ଏହାକୁ ତୋଳିବେ ନି । ଏହା ଅଖରାପ ଅଟେ ଅଧିକ ଦରକାର ଥିଲେ ତଳେ ପଡିଥିବା ପତ୍ର କୁ ଉଠାଇ ନେବେ । ଏହା ସହ ଆପଣ ଏକ କାମ କରି ପାରିବେ କି ଆପଣ ଯାହା ଭି କରିବେ କିମ୍ବା ଯାହା କରିବା ପାଇଁ ଯାଉଛନ୍ତି ତା ପାଇଁ ଆପଣ ଏକ କାମ କରିବେ କି ଆପଣ ଯିବା ବେଳେ ଡାହାଣ ପଟେ ଯଦି ତୁଳଶି ଗଛ କୁ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ଅଟେ ।

ଜାଣି ନେବେ କି ଆପଣଙ୍କ ପାଇଁ କାମ ନିଶ୍ଚିତ ଭାବେ ହେବ ଏହା ସହ ଆପଣ ଏହି କାମରେ ନିଶ୍ଚିତ ଭାବେ ଜିତିବେ ଏହା ସହ କିଛି ଅଧିକ ମହତ୍ଵ ପୂର୍ଣ୍ଣ କାମରେ ଗଲେ ଆପଣ ଏହାର ମାଟି କୁ ମଠାରେ ଲଗାଇ କି ଯିବେ ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ । ଯେଉଁ ଭଳି ଭୋଳାନାଥ ଙ୍କୁ ବେଳ ପତ୍ର ପସନ୍ଦ ସେହି ଭଳି ଭଗବାନ କୃଷ୍ଣ ଙ୍କୁ ମଧ୍ୟ ତୁଳଶି ପତ୍ର ପସନ୍ଦ ଥାଏ ।

Leave a Reply

Your email address will not be published. Required fields are marked *