Bhagwat Geeta: କୌଣସି ବ୍ୟକ୍ତିର ଅକାଳ ମୃ-ତ୍ୟୁ କଣ ପାଇଁ ହୁଏ? ଅକାଳ ମୃତ୍ୟୁର ରହସ୍ୟ

ମଣିଷ ଏହି ଜଗତରେ ଆସିଛି ନିଜର କର୍ମ ସମାପନ ପରେ ସେ ପୁଣି ଚାଲିଯିବ ସେ ପୂଣ୍ୟ ଥରେ ନିଜ ଆ-ତ୍ମା ସହ ଭଗବାନ ଙ୍କ ସରଣଙ୍କୁ । ତେବେ ଆମେ ଏହି ଜଗତରେ କାମ କରୁଥିବା ଅବସ୍ଥାରେ ଆମେ କିଛି ଜାଣି ପାରୁନା କିନ୍ତୁ ଏହା ପରେ ଆମ ମୃ-ତ୍ୟୁ ପରେ ଆମେ ଜାଣି ପାରୁ ।

ଆମେ ଦେଖିବା ପାଇଁ ଯଦି ଯିବା ତ ଜାଣି ପାରିବା କି କିଛି ବ୍ୟକ୍ତି ମାନେ ଜନ୍ମ ହୋଇ ଥାନ୍ତି ଓ କିଛି ସମୟ ନିଜର ଜୀବନ କାଳ କଟିବା ପରେ ସେମାନେ ଖୁବ ଜଲ୍ଦି ମୃ-ତ୍ୟୁ କୁ ଲାଭ କରିଥାନ୍ତି । ଯଦି ଦେଖିବା ପାଇଁ ଯିବା ତ ଅନେକ ଲୋକ ଅନେକ କିଛି କହି ଥାନ୍ତି ଜେଭଳି କିଛି ଲୋକ କୁହନ୍ତି କି ସେ କିଛି ଖରାପ କାମ କରିଥିଲା ଯାହା ପାଇଁ ସେ ଆର ପାରିକୁ ଚାଲି ଗଲା ।

କିଛି ଲୋକ ଏଭଳି ମଧ୍ୟ କହି ଥାନ୍ତି କି ସେମାନେ ଭଲ କାମ କରିଥିବା ରୁ ଚାଲି ଗଲେ । ଦେଖିବା ପାଇଁ ଗଲେ ଆ-ତ୍ମା କେବଳ ଆମ ଦେ-ହ ବ-ଦ-ଳା-ଇ ଥିଲେ । ଆମେ ମାନେ ହେଉଛେ କେବଳ ତାକୁ ଧାରଣ କରିବାର ଏକ ମାଧ୍ୟମ । ଯଦି ଆମ ଶ-ରୀ-ର ସୁସ୍ଥ ରହିବ ତାହେଲେ ଆମ ଆ-ତ୍ମା ମଧ୍ୟ ସୁସ୍ଥ ରହିବ କହିବା ପାଇଁ ଗଲେ ଜଣା ପଡିବ କି ଆମେ କରୁଥିବା କାମ ସବୁ ଯାହା ଅଭି ଆମେ କରୁଛେ ତାହା ଆମ ପାଇ ।

ଭଗବାନ କହିଛନ୍ତି ଗୀତା ରେ ତୁମେ କେବଳ କାମ କରି ଚାଲ ଭଲ କିମ୍ବା ଖ-ରା-ପ ତାହା ପାଇଁ ଅବସ୍ଥା ଓ ତା ପାଇଁ ଅନେକ ଲୋକ ଦା-ଇ ହୋଇ ଥାନ୍ତି । ତୁମକୁ ଠିକ ଲାଗୁଥିବା କାମ ତୁମେ କରି ଚାଲ ଏହା ସହ କେବେ ହେଲେ ଫଳ ପାଇଁ ଆସା କରନି । ଆପଣ ଜାଣି ଥିବେ ତ ନିଶ୍ଚିତ ଭାବେ କି ଆମ ଦୁନିଆ ରେ ଅନେକ ପ୍ରକାର ଲୋକ ଅଛନ୍ତି ଆମେ ଅନେକ ସମୟରେ ସେମାନଙ୍କୁ ଦ-ଣ୍ଡ ଦେବା ପାଇଁ ନିଜକୁ ଖ-ରା-ପ ବାଟରେ ନେଇ ଯାଇଥାଉ ।

ଭଗବାନ କୃଷ୍ଣ କହିଛନ୍ତି କି ତୁମେ ଯାହା ଭି କରୁଛ ତାକୁ ମୋ ପାଖରେ ସମର୍ପଣ କରି ଦିଅ । ଦେଖିବ ତୁମେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବ । ତୁମେ ଯଦି ନିଜ ଆଖି କୁ ବ-ନ୍ଦ କରୁଛ ଏହା ମୋ ପାଇଁ ତୁମେ ଯେଉଁ ବାଣୀ କହୁଛ ସେ ଭି ମୋ ପାଇ । ତୁମେ ସକାଳୁ ଉଠିକି ଏହି ଦୁନିଆ କୁ ଦେଖୁଛ ତାହା ଅମଧ୍ୟ ମୋ ପାଇ । ଭଗବାନ କୃଷ୍ଣ କହିଛନ୍ତି କି ଆମେ ଯାହା କରୁଚେ ତାଙ୍କ ଇଛା ରେ ତେବେ ଖ-ରା-ପ ମଧ୍ୟ ତାଙ୍କ ଇଛାରେ ହଉଛି ।

ଏହା ସହ ଭଗବାନ କହିଛନ୍ତି ଯେଉଁ ମାନେ କିଛି ସମୟ ପୃଥିବୀ କୁ ଯାଇକି କମ ସମୟରେ ମୃ-ତ୍ୟୁ କରିଥାନ୍ତି ସେମାନେ ପୂଣ୍ୟ ଆ-ତ୍ମା ଥାନ୍ତି କିଛି ସମୟ ପାଇଁ ତାଙ୍କ ଅଧୁରା କାମ କରି ଚାଲି ଯାଇଥାନ୍ତି । ତେଣୁ କରି ତାଙ୍କ ପାଇଁ କାଁଡିବା ଅନୁଚିତ ଅଟେ । ଏହା ସହ ଭଗବାନ କହିଛନ୍ତି କି ଯେଉଁ ଯାଏ ଆମ ପୂଣ୍ୟ ଓ ପାପ ସବୁ ଏକ ନ ହୋଇଯିବ ସେତେବେଳ ଯାଏ ଆମେ ଏହି ଧାରା ରେ ରହିବୁ ।

Leave a Reply

Your email address will not be published. Required fields are marked *