ଲବଙ୍ଗ ପାଣିକୁ ଯଦି 15ଦିନ ପର୍ଯ୍ୟନ୍ତ ଏମିତି ପିଇବେ ଗୋଟେ ମାସ ଭିତରେ ହେଇ ପାରିବେ ଗର୍ଭବତୀ- Pregnancy Tips

ଆଜିକାଲି ପ୍ରାୟତ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭବତୀ ହେବାରେ ଅନେକ ସମସ୍ଯା ଦେଖା ଯାଉଛି । ଅନେକ ମହିଳାମାନେ କନସେପ୍ଟ କରିବା ପରେ ମଧ୍ୟ ଗର୍ଭବତୀ ହୋଇପାରୁ ନାହାନ୍ତି । ଯାହାର ଅନ୍ୟ କିଛି କାରଣ ମଧ୍ୟ ହୋଇପାରେ । ଏହା ସହ ଜୀବନ ଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟ ଉପରେ ଅନିୟମତା କାରଣରୁ ଏହି ସମସ୍ଯା ହୋଇପାରେ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ମଧ୍ୟ ବିଳମ୍ବରେ ଗର୍ଭବତୀ ହେବାର ଚାନ୍ସ ରହିଥାଏ ଯାହା ଆଜିକାଲି ଦେଖାଯାଉଛି । ଆଜି ଆମେ ଆପଣଙ୍କୁ ବହୁତ ଜଲ୍ଦି ଗର୍ଭବତୀ ହେବା ପାଇଁ ଏକ ରେମେଡି ବିଷୟରେ କହିବାକୁ ଯାଉଅଛୁ ।

ଏଉନ ମହିଳା ମାନଙ୍କର ପ୍ରଥେମ ପିରିଏଡ ହୋଇ ହାଲକା ସ୍ପଟ ଆସିଲା ଆଉ ତା ପରେ ବନ୍ଦ ହେଲା ଏଭଳି କ୍ଷେତ୍ରରେ ପିରିଏଡ କ୍ଲିୟର କରିବାରେ କାମରେ ଆସିବ । ଯେଉଁ ମହିଳାମାନଙ୍କର ପିରିଏଡରେ ବ୍ୟବଧାନ ରହୁଛି ସେଭଳି କ୍ଷେତ୍ରରେ ଲବଙ୍ଗର ବ୍ୟବହାର କରିଲେ ଶରୀରରେ ବହୁତ କିଛି ପରିବର୍ତ୍ତନ ହେବ ।

କାରଣ ଲବଙ୍ଗ ହେଉଛି ଗରମ ଜିନିଷ ଯେଉଁଥିରେ ଆଣ୍ଟି ଅକ୍ସିଡେଣ୍ଟ ପ୍ରହକୁର ପରିମାଣରେ ରହିଥାଏ । ଯଦି ମହିଳାଙ୍କର ପିଲା କନସେପ୍ଟ କରିପାରୁ ନାହାନ୍ତି ତେବେ ଲବଙ୍ଗ ବା ଲବଙ୍ଗ ପାଣିର ସେବନ କରିଲେ ବହୁତ ଫାଇଦା ମିଳିଥାଏ । ଯଦି ମହିଳାଙ୍କର ଡାଇଜେଷ୍ଟିକ ଜୁସ ଭଲ ଭାବେ ନ ହୁଏ ତେବେ ପ୍ରେଗନେଂସୀ ହେବାର ଚାନ୍ସ କମ ରହିଥାଏ ।

ଲବଙ୍ଗ ପାଣି ଡାଇଜେଷ୍ଟିକ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ପୁରୁଷ ମାନେ ମଧ୍ୟ ଏହାର ସେବନ କରିପାରିବେ । ମହିଳା ମାନେ ରାତି ସମୟରେ ୫ଟି ଲବଙ୍ଗ କୁ ରାତି ସାରା ଏକ ଗ୍ଳାସ ପାଣିରେ ଭିଯାଇ ରଖନ୍ତୁ । ସଜକଲୁ ଏହାର ରଙ୍ଗ ହାଲକା ହଳଦିଆ ରଙ୍ଗ ହୋଇ ଯାଇଥିବ । ତାହାକୁ ଖାଲି ପେଟରେ ସେବନ କରିବାକୁ ହେବ ।

ଆପଣଙ୍କର ପିରିଏଡ ଯେଉଁ ଦିନ ଆରମ୍ଭ ହେବ ସେହି ଦିନ ଠାରୁ ଆପଣଙ୍କୁ ଲବଙ୍ଗ ପାଣିର ସେବନ ପ୍ରତିଦିନ ସକାଳୁ ଖାଲି ପେଟରେ କରିବାକୁ ହେବ । ସେତେ ଦିନ ଯାଏଁ ଯେବେ ଯାଏଁ ଓଭିଲେସନ ତାରିଖ ଆପଣଙ୍କର ନ ହୋଇଛି । ପିରିଏଡ ହେବାର ପ୍ରଥମ ଦିନ ଠାରୁ ଓଭଲେଶନ ହେବା ଯାଏଁ ଏହି ଲବଙ୍ଗ ପାଣି କୁ ମହିଳା ମାନେ ସେବନ କରିବାକୁ ହେବ ।

ଆପଣଙ୍କର ୧୪ ରୁ ୧୫ ଦିନ ମଧ୍ୟ ହୋଇପାରେ । ଯେଉଁ ମାନଙ୍କର ପିରିଏଡର ବ୍ୟବଧାନ ୨୦ରୁ ୨୫ ଦିନ ରହିଛି ସେମାନେ କମ ସମୟ ମଧ୍ୟରେ ଲବଙ୍ଗ ପାଣିର ସେବନ କରିଲେ ଓଭଲେଶନ ହୋଇଥାଏ । ତେବେ ପିରିଏଡ ହେବାର ୧୪ ଦିନ ଯାଏଁ ଲଗାତାର ଲବଙ୍ଗ ପାଣିର ସେବନ କରନ୍ତୁ । ପୁରୁଷ ମାନେ କ୍ଷୀରରେ ୨ଟି ଲବଙ୍ଗ ଫୁଟାଇ ସକାଳୁ ବ୍ରେକଫାଷ୍ଟ ବା ରାତିରେ ସେବନ କରିପାରିବେ ।

ଉଭୟ ସ୍ତ୍ରୀ ଓ ପୁରୁଷ ଗୋଟେ ସମୟରେ ଏହି ପାଣିର ସେବନ କରିବାକୁ ହେବ । ସମ୍ପର୍କ ରଖିବାର ୧୫ ମିନିଟ ଯାଏଁ ମହିଳାମାନେ ଶୋଇ ରହିଲେ ଗର୍ଭବତୀ ହେବାର ଚାନ୍ସ ଅଧିକ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *