କଳି ଯୁଗରେ ଭାଗ୍ୟଶାଳି ସ୍ତ୍ରୀର ଶରୀରରେ 9 ଟି ଲକ୍ଷଣ ଦେଖିବାକୁ ମିଳିଥାଏ, ଦେଖନ୍ତୁ ଆପଣଙ୍କ ମଧ୍ୟରେ ନାହିଁ ତ ଏହିସବୁ ଲକ୍ଷଣ 

ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଦେବୀ ମାନଙ୍କର ମାନ୍ୟତା ଦିଆଯାଇଛି, ସ୍ତ୍ରୀକୁ ମା ଲକ୍ଷ୍ମୀ ସରସ୍ଵତୀ ମା ଲକ୍ଷ୍ମୀଙ୍କର ହିଁ ସ୍ୱରୂପ ବୋଲି କୁହାଯାଇଥାଏ । ସବୁ ପୁରୁଷଙ୍କ ଆର୍ଧଙ୍ଗିନି ତାଙ୍କର ସ୍ତ୍ରୀ ହୋଇଥାଏ । ପୁରୁଷ ଜୀବନରେ ଉନ୍ନତିର କାରଣ ତାର ସ୍ତ୍ରୀଙ୍କୁ ମନାଯାଇଥାଏ । ଗରୁଡ ପୁରାଣରେ ଗୋଟିଏ ଶ୍ରେଷ୍ଠ ସ୍ତ୍ରୀର ବର୍ଣନା କରାଯାଇଛି । ଯେଉଁ ସ୍ତ୍ରୀ ଭିତରେ ଏହି ଲକ୍ଷଣ ଥାଏ ସେ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଏହି ସ୍ତ୍ରୀର ପାଦ ଯେଉଁ ଘରେ ପଡିଥାଏ ସେଇ ଘରୁ ସବୁ ପ୍ରକାର ଦୁଃଖର ନାସ ହୋଇଥାଏ ।

ଏମିତି ସ୍ତ୍ରୀ ଲୋକ ଘରେ ପ୍ରବେଶ କରିବା ଦ୍ଵାରା ନକରାତ୍ମକ ଶକ୍ତି ଓ ଖରାପ ଶକ୍ତିର ନାସ ହୋଇଥାଏ । ଘର ସୁଖ ସମୃଦ୍ଧି ଓ ବୈଭବରେ ପରିପୂର୍ଣ ହୋଇଯାଇଥାଏ । ସେଇ ଘର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ । ଏହି ଲକ୍ଷଣର ସ୍ତ୍ରୀଙ୍କ ପାଇଁ ତାଙ୍କର ସ୍ବାମୀଙ୍କର ବହୁତ ଖ୍ଯାତି ପାଇଥାନ୍ତି । ଘରେ ସୁଖ ସମୃଦ୍ଧି ଓ ଐଶ୍ଵର୍ଯ୍ୟର ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ଲକ୍ଷ୍ମୀ ରୂପା ସ୍ତ୍ରୀଙ୍କ 9ଟି ଗୁଣ ବିଷୟରେ ଜାଣିବା ।

ଗରୁଡ ପୁରାଣ ହିସାବାରେ ଯେଉଁ ସ୍ତ୍ରୀ ସୂର୍ଯ୍ୟ ଦୟ ପୂର୍ବରୁ ବା ବ୍ରାଂହ୍ୟ ମୁହୂର୍ତରେ ଉଠିଥାନ୍ତି । ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ବରସି ଥାଏ । ଯେଉଁ ସ୍ତ୍ରୀ ସୂର୍ଯ୍ୟ ଦୋୟ ପରେ ମଧ୍ୟ ସୋଇଥାଏ ସେ ପାପ କର୍ମ କାରିଣୀ ହୋଇଥାଏ । ସୁର୍ଜ୍ୟଦୟ ପୂର୍ବରୁ ଉଠୁଥିବା ମହିଳା ସବୁ ଦେବା ଦେବୀଙ୍କର କୃପା ପାଇଥାଏ । ଆଉ ତାଙ୍କର ଏହି ଆଦତ କାରଣରୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ ।


ଦେବ ପୂଜା କରୁଥିବା ମହିଳା :- ଯେଉଁ ସ୍ତ୍ରୀ ନିତ୍ୟ ସ୍ନାନାଦି କରିକି ସ୍ଵଛା ବସ୍ତ୍ର ଧାରଣ କରିକି ଦେବୀ ଦେବତାଙ୍କର ବିଧିମତ ଭାବେ ପୂଜା ଆରାଧାନା କରିଥାଏ ଆଉ ଆରତୀ କରିକି ଡୁପ ଦୀପ ଲଗାଇ ଥାଏ । ଏମିତି ସ୍ତ୍ରୀ କାରଣରୁ ସୁଖ ଶାନ୍ତି ଘରେ ଆସିଥାଏ । ଯେଉଁ ସ୍ତ୍ରୀ ନିତ୍ୟ ସ୍ନାନ କରିନଥାଏ ଓ ଦେବା ପୂଜା କରିନଥାଏ ସେ ମହିଳା ବହୁତ ପାପୀ ହୋଇଥାଏ ।


ସ୍ବଚ୍ଛତା ପ୍ରିୟ :- ମା ଲକ୍ଷ୍ମୀଙ୍କ କୃପା ପାଇଥିବା ସ୍ତ୍ରୀ ସ୍ବଚ୍ଛତା ପ୍ରିୟ ହୋଇଥାନ୍ତି । ଯେଉଁ ସ୍ତ୍ରୀ ଘରେ ଅସନା ରହିଥାଏ ଅଳନ୍ଧୁ ରହିଥାଏ ଆଉ ଦ୍ଵାରା ମୁହଁ ଗନ୍ଦା ହୋଇଥାଏ ବା ଅସନା ଅଳିଆ ହୋଇଥାଏ । ସେଇ ସ୍ତ୍ରୀ ଘରକୁ ଦୁର୍ଭାଗ୍ୟ ଆଣିଥାଏ । ଏମିତି ସ୍ତ୍ରୀ ଘରେ ରହିଲେ ଦୁଃଖ ଓ ଶୋକ ରହିଥାଏ । ଯେଉଁ ସ୍ତ୍ରୀ ନିତ୍ୟ ଦ୍ଵାରା ମୁହଁ ପାଣିରେ ସଫା କରିଥାଏ ରଙ୍ଗୋଲି କରିକି ଦେବୀ ଦେବତାଙ୍କୁ ଆମନ୍ତ୍ରଣ କରିଥାଏ ସେଇ ସ୍ତ୍ରୀ ସୌଭାଗ୍ୟ ଶାଳି ହୋଇଥାଏ ।


ଦେବତାଙ୍କୁ ଜଳ ଦେଉଥିବା ମହିଳା :- ଯେଉଁ ସ୍ତ୍ରୀ ନିତ୍ୟ ଦେବୀ ଦେବତାଙ୍କୁ ଜଳ ନିତ୍ୟ ଅର୍ପଣ କରିଥାଏ ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାଏ । ତୁଳସୀଙ୍କୁ ଜଳ ଅର୍ପଣ କରିଥାନ୍ତି ଓ ସୂର୍ଯ୍ୟ ନମସ୍କାର କରିଥାନ୍ତି ତାଙ୍କୁ ମା ଲକ୍ଷ୍ମୀ ରୂପା ହୋଇଥାନ୍ତି । ଏମିତି ମହିଳାଙ୍କ ଘରକୁ ଦୁଃଖ , କ୍ଲେଶ, ଦୁର୍ଭାଗ୍ୟ କେବେ ପ୍ରବେଶ କରିନଥାଏ ।


ସ୍ଵାମୀର ସେବା କରିବା :- ଯେଉଁ ସ୍ତ୍ରୀ ସ୍ଵାମୀର ପାଦ ଛୁଇଁ ଆଶୀର୍ବାଦ ନେଇଥାଏ ଆଉ ଶୋଇବା ପୂର୍ବରୁ ସ୍ବାମୀଙ୍କୁ ମୋଡି ଦେଇଥାଏ ସେ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ସମସ୍ତ ସଂସାର ମା ଲକ୍ଷ୍ମୀ ବିଷ୍ନୁଙ୍କ ଚରଣ ଦବାଇ ଥାନ୍ତି । କିନ୍ତୁ ଯେଉଁ ସ୍ତ୍ରୀ ସାଧାରଣ ମାନବ ହୋଇମଧ୍ୟ ଲକ୍ଷ୍ମୀ ମାଙ୍କ ଅନୁସରଣ କରିନଥାଏ । ସେ ଦୁର୍ଭାଗ୍ୟ ଶାଳି ହୋଇଥାଏ । ସ୍ତ୍ରୀକୁ ସବୁ ବେଳେ ସ୍ଵାମୀର ସେବା କରିକି ପୂଣ୍ୟ ପ୍ରାପ୍ତ କରିବା ଆବଶ୍ୟକ ହୋଇଥାଏ ।


ମିଠା କହୁଥିବା ସ୍ତ୍ରୀ :- ଯେଉଁ ସ୍ତ୍ରୀ ମିଠା କଥା କହିଥାଏ ଆଉ କାହାକୁ କଟୁ ଶବ୍ଦ କହିନଥାଏ । ସେ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ । ଯେଉଁ ସ୍ତ୍ରୀ କଡା କଥା କହିଥାଏ ଓ କପଟ କରିଥାଏ ଆଉ ଅନ୍ୟକୁ ସବୁବେଳେ ଖରାପ କଥା କହିଥାନ୍ତି ଏମିତି ସ୍ତ୍ରୀ ଘରେ ଲକ୍ଷ୍ମୀଙ୍କ ବାସ ହୋଇନଥାଏ । ବାକି ସବୁ ଲକ୍ଷଣ ହେଲା ମମତାମୟୀ, ବଡଙ୍କ ଆଦର ଯତ୍ନ କରୁଥିବା ଛୋଟ ମାନଙ୍କୁ ଭଲ ବାଟ ଦେଖାଇବା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *