ଲୁଣର ଏହି ଉପାୟ ଆପଣଙ୍କୁ ରାତା ରାତି କରିବ କୋଟିପତି- Jyotisha Tips

ଲୁଣ ସାଧାରଣ ଲୁଣ ଦ୍ଵାରା କିଭଳି ଜେନ ଧନବାନ ହୋଇ ପାରିବ । କୁହାଯାଏ କି ଏହାକୁ ନିଜ ଘରେ ରଖିବା ଆଡବାରା ପଇସା  ଚୁମ୍ବକ ଭଳି ଆସିଥାଏ । ଖାଇବାରେ ଲୁଣ ନଥିଲେ ଏହା ଆମ ଖାଇବାକୁ ନଷ୍ଟ କରି ଦେଇ ଥାଏ । ଏହା ଆମକୁ ସ୍ଵାଦ ହିନ ଲାଗି ଥାଏ । କୁହାଯାଏ କି ଯେବେ ଠାରୁ ଲୁଣର ଆବିଷ୍କାର ହୋଇଛି ସେବେ ଠାରୁ ଏହହା କୁହାଯାଇଛି କି ଏହା ଏକ ମହତ୍ଵ ପୂର୍ଣ୍ଣ ଜିନିଷ । ଏହା ମଧ୍ୟ କୁହାଯାଏ କି ଲୁଣ ବିନା ଜୀବନରେ ଅନେକ ସମସ୍ଯା ମାନ ଆସିପାରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଜୀବ ଅଟା ଲୁଣର ମହତ୍ଵ ଆନେକ ଅଛି । ଏହା ନାକାରତ୍ମକ ଶକ୍ତିକୁ କମ କରିବାରେ ସାହାଜୟ କରିଥାଏ  । ଏହା ସହ ସକାରାତ୍ମକ ଶକ୍ତି କୁ ଏହା ଅବଧାଇ ଦେଇ ଥାଏ । କୁହାଯାଏ କି ଲୁଣ ଯେଉଁ ଘରେ ନଥାଏ ସେଇ ଜାଗାରେ ଭୁତ ପ୍ରେତ ବାସ କରିଥାନ୍ତି । ସୁଖ ସମୃଦ୍ଧି ମଧ୍ୟ ନଥାଏ ।

ଏହା ପରେ ଆସନ୍ତୁ ଜାଣିବା ଆକେଉନ ଉପାୟ କରିବା ଦ୍ଵାରା ଲୋକମାନେ ରାତା ରାତି କୋଟି ପଟି ହୋଇ ଯାଇଥାଏ । କୁହାଯାଏ କି ଟୋନା ଟୋଟ୍କା ପାଇଆନ ଏହାକୁ ବ୍ଯ୍ବହାର କରାଯାଇ ଥାଏ । ବଶୀକାରଣ ପାଇଁ ମଧ୍ୟ ଏହାକୁ ତନ୍ତ୍ର ସାଧାନାରେ ବ୍ୟବହାର କରାଯାଇ ଥାଏ । ଆପଣ ରାତା ରାତି ଧନାବାନ ହୋଇପାରିବେ ।

ଆପଣ ଜାଣିରଖନ୍ତୁ କି  କାଚ ଓ ଲୁଣ ଉଭୟ ରାହୁରା କାରକ ଅଟନ୍ତି ତେଣୁ ଆପଣ ଯଦି କିଛି ଲୁଣକୁ ନେଇକି ଏହାକୁ ଗାଧୋଇବା ଅଘରେ କିମ୍ବା ଏହାକୁ ଲାଟିନ ରେ ରଖିବେ ତେବେ ଏହା ସେଇ ଜାଗର ଖରାପ ଊର୍ଜାକୁ କମ କରି ଦେଇଥାଏ । ଏହା ଅପରେ ଆସେ ଲୁଣ ପକାଇକି ଘରକୁ ପୋଛିବ୍ବା ।

ଏହାକୁ ବୈଜ୍ଞାନିକମାନେ ମଧ୍ୟ ସହମତି ପ୍ରଦାନ କରିଛନ୍ତି କି ଯଦି ଘର ପୋଛିବା ବେଳେ ଆମେ କିଛି ଲୁଣ ପକାଇକି ପୋଛିବା ଅତେବେ ଅନେକ ଜୀବବାଣୁ ମାରି ଯାଇ ଥାନ୍ତି । ସପ୍ତାହରେ କମ ସେ କମ ଦୁଇ ରୁ ତିନି ଥର ଆପଣ ପୋଛା ଲଗାନ୍ତୁ । ସକାରାତ୍ମକ ଉରା ମା ଲକ୍ଷ୍ମୀ ଙ୍କୁ ମଧ୍ୟ ଆକର୍ଷିତ କରିଥାଏ ।

ଆପଣ ଏକ କାଚରେ କିଛି ଲୁଣ ରଖିକି ସେଇ ମଧ୍ୟରେ ଆପଣ କିଛି ଲବଙ୍ଗ କିଛି ପକାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ କିଛି ଭି ଅସାନ୍ତି ଥିବା ଏହା ଖୁବ ଶୀଘ୍ର ଚାଲିଯିବ । ଏହା ପରେ ଏହା ମଧ୍ୟ କୁହାଯାଏ କି ଗାଧୋଇବା ବେଳେ ଆପଣ ଯଦି ଏହି ଲୁଣ କୁ କିଛି ପାଣି ରେ ମିଶାଇକି ଗାଧୋଇବେ ।

ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ଶରୀର ଭଲ ରହିବା ଅସହ ସକାରତ୍ମକ ଊର୍ଜା ନିଜ ଶରୀର ରେ ଭାରି ରହିବ । ଆପଣ ଯଦି ଶନିବାର ଦିନ କିଛି ଶୁଖିଲା ଲଙ୍କା, କିଛି ଚାଉଳ, କିଛି ଲୁଣ ଓ କିଛି କଳାଡାଲି ଦାନ କରିବା ଦ୍ଵାରା ଆପଣଙ୍କର ଉରନ୍ନତି ହେବ ।

Leave a Reply

Your email address will not be published. Required fields are marked *