ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି 8 ଟି କାମ- Ajira Anuchinta

ମହିଳା ମାନେ ଶୋଇବା ପୂର୍ବରୁ ରାତିରେ କରିବେ ନହିଁ ଏହିସବୁ କାର୍ଯ୍ୟ । ଗୋଟିଏ ସ୍ତ୍ରୀ କିମ୍ବା ଗୋଟିଏ ଝିଅ ନିଜର ସବୁକିଛି ଛାଡି ଅନ୍ୟ ଏକ ଅଜଣା ପୁଅର ହାତ ଧରି ବାହାଘର ପରେ ଗୋଟିଏ ପବିତ୍ର ବନ୍ଧନରେ ବା-ନ୍ଧି ହୋଇ ଗୋଟିଏ ଘରର ଗୃହ ଲକ୍ଷ୍ମୀ ହୋଇଥାନ୍ତି । ଗୃହ ଲକ୍ଷ୍ମୀ ର ଆଖ୍ୟା ଦିଆଯାଇଥିବା ଏହି ସ୍ତ୍ରୀ ଘର ମଧ୍ୟରେ କରୁଥିବା ପ୍ରତେକ କାର୍ଯ୍ୟର ଶୁଭ ଏବଂ ଅଶୁଭ ପ୍ରଭାବ ଘର ଉପରେ ପଡିଥାଏ । ଗୋଟିଏ ଝିଅ ଘରକୁ ସ୍ଵର୍ଗ ଓ ନ-ର୍କ କରିଥାନ୍ତି । ଘରର ସ୍ତ୍ରୀ ଅଚାନକ କରୁଥିବା କିଛିଟା କାର୍ଯ୍ୟ ଶୋଇବା ପୂର୍ବରୁ କରିବା ଦ୍ଵାରା ସେମାନଙ୍କ ଜୀବନ ଓ ଘର ପରିବାରକୁ ନଷ୍ଟ କରିବା ସହିତ ସ୍ଵାମୀର ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

ଯାହାକୁ ଦରିଦ୍ରତା ଓ ପା-ପ ଆପଣଙ୍କର କରଜ ବଢିବାର କାରଣ ହୋଇଥାଏ । ଜଣେ ସ୍ତ୍ରୀ ଶୋଇବା ପୂର୍ବରୁ ଏହି କାର୍ଯ୍ୟ କରିବା କେତେ ଭୟଙ୍କର ହୋଇଥାଏ । ଏହାର ପ୍ରଭାବ କିପରି ଆପଣଙ୍କୁ ବର୍ବାଦ କରିଦେଇଥାଏ । କୌଣସି ମହିଳା ଶୋଇବା ପୂର୍ବରୁ ମୁଣ୍ଡ କି ଶରୀରରେ ତେଲ ଲଗାଇବା ବହୁତ ଖରାପ ହୋଇଥାଏ । ଏହି ସମୟ ନକରାତ୍ମକ ଶକ୍ତିର ସମୟ ହୋଇଥାଏ । ଏହି ସମୟରେ ଶରୀରରେ ତେଲ ବ୍ୟବାହାର କରିବା ଦ୍ଵାରା ବୃହସ୍ପତି ଗ୍ରହ ଅସାନ୍ତି ହୋଇଥାଏ । ଜନ୍ମ କୁଣ୍ଡଳୀର ଗ୍ରହ ବୃହସ୍ପତି ଏକ ମୁଖ୍ୟ ଗ୍ରହ ।

ଯାହା ଅଶାନ୍ତ ହେବା ମାତ୍ରେ ଆପଣଣ ଜୀବନରେ ରହିଥିବା ପ୍ରତେକ ଖୁସି ଆପଣଙ୍କ ଠାରୁ ଦୂରେଇ ଯାଇଥାଏ । ରାତି ସମୟରେ ଘରର ସ୍ତ୍ରୀକୁ ଦହିର କ୍ଷୀରର ଭଳି ଉପାଦାନକୁ ନିଜେ ସେବନ କରିବେନି କି ଅନ୍ୟା କେଉଁ ସଦସ୍ୟ ମାନଙ୍କୁ ଦେବ ନାହିଁ । ରାତିରେ ରୁଟି କିମ୍ବା କ୍ଷୀର ସହିତ ଦହି ଖାଇବା ପାଇଁ ପସନ୍ଦ କରିଥାଉ କିନ୍ତୁ ଏପରି କରିବା ଦ୍ଵାରା ଘରର ବସ୍ତୁ ବିଗିଡି ଯାଇଥାଏ । ଯାହାକୁ ଘରର ଅଭାବ ଓ କରଜକୁ ବୃଦ୍ଧି କରିଥାଏ । ସ୍ତ୍ରୀ ମାନେ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ ଅଳଙ୍କାର କାଢିବା ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାରକୁ ଏକ ପବିତ୍ର ଓ ସ୍ତ୍ରୀର ସୌନ୍ଦର୍ଯ୍ୟର ଆଖ୍ୟା ଦିଆଯାଇଛି ।

ସ୍ତ୍ରୀ ଧାରଣ କରିଥିବା ଅଳଙ୍କାରକୁ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ କାଢିବା ସ୍ତ୍ରୀକୁ ଅପବିତ୍ର କରାଇ ଥାଏ । ଏପରି କରିବା ଦ୍ଵାରା ସ୍ତ୍ରୀ ସନମାନ ହାନୀର କାରଣ ହୋଇଥାଏ । କୌଣସି ମହିଳା ଶୋଇଲା ପୂର୍ବରୁ ନିଜ ଶରୀରରେ ସୁଗନ୍ଧିତ ଉପାଦାନ କିମ୍ବା ସୁଗନ୍ଧିତ ଫୁଲର ବ୍ଯବହାର କରନ୍ତୁ ନହିଁ । ରାତି ସମୟରେ ପ୍ରତେକ ନକରାତ୍ମକ ଶ-କ୍ତି ଗୁଡିକ ସୁଗନ୍ଧିତ ଜିନିଷ ପ୍ରତି ଆକ୍ରୁଷ୍ଟ ହୋଇଥାନ୍ତି । ଶେଠୀ ଲାଗି ସୁଗନ୍ଧିତ ଜିନିଷ ଶରୀରରେ ବ୍ୟବହାର କରିବା ଦ୍ଵାରା ସ୍ତ୍ରୀ ଅନ୍ୟ ହଟାତରେ ବଶୀଭୂତ ହେବାର ଆଶଙ୍କା ରହିଥାଏ ।

Leave a Reply

Your email address will not be published. Required fields are marked *