ମକର ସଙ୍କ୍ରାନ୍ତି 2022, ଏହି ଦିନ କଣ କରିବେ ଓ ଓ କଣ କରିବେ ନାହିଁ, ଜାଣନ୍ତୁ କଣ ରହିଛି ଶୁଭ ମୂହୁର୍ତ୍ତ

ମକର ସଙ୍କରାନ୍ତି ହେଉଛି ସୂର୍ଯ୍ୟ ଭଗବାନ ଙ୍କ ଦିନ । ଏହି ଦିନ ଭଗବାନ ସୂର୍ଯ୍ୟ ଦେବଙ୍କୁ ପୂଜା କରା ଯାଏ । ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଭଗବାନ ସୂର୍ଯ୍ୟ ଦେବ ହେଉଛନ୍ତି ସ୍ଵୟଂ ଜୀବନ୍ତ ଭଗବାନ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଭଗବାନ ସୁରଜ୍ୟଙ୍କ ସ୍ଥାନ ପରିବର୍ତ୍ତନ କୁ ସଙ୍ଗକରାନ୍ତି କୁହାଯାଇ ଥାଏ । ଆପଣମାନେ ଜାଣି ରଖନ୍ତୁ କି ଏହି ଦିନ ଧନୁ ରାଶିରୁ ଭଗବାନ ସୂର୍ଯ୍ୟ ଦେବଙ୍କ ଚଳନ ଆରମ୍ଭ ହେବା ପାଇଁ ଯାଉଛି ଏହା ଆପଣଙ୍କୁ ମକର ରାଶିରେ ପ୍ରବେଶ କରୁଥିବାର ଦ୍ରୁଶ୍ଯ ହେବେ ।

ଏହାକୁ ତେଣୁ କରି ମକର ସଂକରାନ୍ତି କୁହାଯାଏ । କୁହାଯାଏ କୀ ଏହି ଦିନ ସୂର୍ଯ୍ୟ ଦକ୍ଷିଣାୟନ ରୁ ଉତ୍ତରାୟଣ ହେବେ । ଏହି ପୂଜାକୁ କିଛି ଜାଗାରେ ଉତ୍ତରାୟଣ ମଧ୍ୟ କୁହାଯାଏ । ଆପଣ ମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ଭଗବାନ ସୁରଜ୍ୟଙ୍କ ପୂଜା ବିଦ୍ଧି ଏହି ଦିନ ଟିକେ ଅଲଗା ଥାଏ ।

ଆଜି ଆମେ ଆପଣଙ୍କୁ ଡିସେମ୍ବର 14 ଓ 15 ରେ ହେବାକୁ ଯାଉଥିବା ଅସଙ୍ଗକରାନ୍ତି ବିଷୟରେ କହିବା । ଏହି ଦିନ ଆପଣ କିଭଳି ଭାବେ ପୂଜା କରିବେ କେଉଁ ସମୟରେ ପୂଜା କରିବେ ଓ କଣ କଣ କରିବେନି ଏହି ଦିନ । 2022 ର ମକର ସଂକରତି ପର୍ବ 14 ଜାନୁୟାରୀ ଶୁକ୍ରବାର ଦିନ ପଡୁଛି ।

ଶୁକ୍ରବାର ଦିନ ଦିହିପର 2.43 ମିନିଟ ରୁ ଆରମ୍ଭ ହୋଇଜୀବ । ଏହା ଶେଷ ହେବ ସଂଧ୍ୟା 5.45 ମିନିଟ ରେ । ସଙ୍ଗକରାନ୍ତିର ମହାପୁରାଣ କାଳ ମୂହୁର୍ତ୍ତ ହେବ ଦିହିପର ରୁ ସଂଧ୍ୟା 4.28 ମିନିଟ ଯାଏ । ଆପଣ ଏହି ଦିନ ସକାଳୁ ଉଠିକି ନିଜ ସ୍ନାନ ସାରିବା ନିହାତି ଭାବେ ଦରକାର ହୋଇଥାଏ ।

ଆପଣମାନେ ଏହା ମଧ୍ୟ ଜାଣି ନିଅନ୍ତୁ କି ଭଗବାନ ସୂର୍ଯ୍ୟ ଦେବଙ୍କ ପୂଜା ପରେ ଆପଣ କିଛି ଖାଦ୍ଯ ଗ୍ରହଣ କରିବେ । ଏହି ଦିନ ଗଙ୍ଗା ସ୍ନାନ କରିବା ଶୁଭ ହୋଇ ଥାଏ ଆପଣ ଚେଷ୍ଟା କରିବେ କି ସୁଦ୍ଧା ଜଳରେ ସକାଳୁ ସୂର୍ଯ୍ୟ ଉଦୟ ହେବା ଆଗରୁ ସ୍ନାନ କରିବେ ।

ଯଦି ଆପଣଙ୍କ ଘର ପାଖରେ ଜଳାଶୟ ନାଇ ତେବେ ଆପଣ ଏକ କମ କରିବେ କି ଆପଣ ଘରେ ଗାଧୋଇବା ପାଣିରେ କିଛି ଗଙ୍ଗାଜଳ ଓ ରାଶି ପକାଇ ଏହାକୁ ସ୍ନାନ କରି ନେବେ ଏହା ପରେ ଆପଣ ଭଗବାନଙ୍କୁ ଅର୍ଘ୍ୟ ଦାନ ଦେବେ । ଏହି ମଧ୍ୟରେ କ୍ଷୀର ଓ ଲାଲ ଫୁଲ ରାଖୀ ପୂଜା କରିବା ଭଲ ହୋଇଥାଏ ।

ଆପଣ ଯଦି ଏହି ଦିନ ଖେଚେଡୀ, ମସୁର ଡାଲି, ଅଟା, ରାଶିଲଡୁ ଆଦି ଦାନ କରିବା ଭଲ ହୋଇଥାଏ । ମକର ସଙ୍ଗକରସନତି ଦିନ କୁହାଯାଏ କି ଏହି ଦିନ ଭଗବାନ ସୂର୍ଯ୍ୟ ଶନି ଦେବଙ୍କୁ ଦେଖା କରିବା ପାଇଁ ଯାଇ ଥାନ୍ତି । କୁହାଯାଏ କି ଭଗବାନ ସୂର୍ଯ୍ୟ ଓ ଶନି ଦେବଙ୍କ ମିଲନ ଅବସରକୁ ଖାସ କରିବା ପାଇଁ ଏହି ଦିନକୁ ମନାନ୍ତି ଲୋକମାନେ । କିଛି ଜାଗାରେ ଏହାକୁ ନେଇ ନୂଆ ଫସଲ ଆଗମନର ଖୁଶିରେ ମଧ୍ୟ ମନେଇଥାନ୍ତି ।

Leave a Reply

Your email address will not be published. Required fields are marked *