ମାତ୍ର 15 ଦିନ ଏହି ରେମେଡିର ପ୍ରୟୋଗ କରନ୍ତୁ, ଲିଭର ହୋଇଯିବ ପୂରାପୂରି ସଫା

ଆମ ଶରୀର ରେ ଲିଭର ର ବିଶେଷ ଅଂସ ରହିଛି । ଏହାର କାମ ହେଉଛି ଆମ ଶରୀରରୁ ତକସିନକୁ ବାହାର କରିବା । ଏହା ସହ ଲିଭରର ଅନେକ ପ୍ରକାରର କାର୍ଯ୍ୟ ରହିଛି । ତେଣୁ ଲିଭରକୁ ଠିକ ରଖିବା ନିହାତି ଆବଶ୍ୟକ ଅଟେ । ଲିଭାରର ଖରାପ ହେବାର ଅନେକ କାରଣ ହୋଇପାରେ । ଯେମିତିକି ଅଧିକ ମଦ୍ୟପାନ କରିବା, ଅଧିକ ତେଲ ଜାତୀୟ ଖାଦ୍ୟ ସେବନ କରିବା, ଅଯଥାରେ ଔଷଧ ସେବନ କରିବା ଇତ୍ୟାଦି । ଯେବେ ଲିଭର ଖରାପ ହୋଇଥାଏ ସେହି ସମୟରେ ଶରୀରରେ କିଛି ଲକ୍ଷଣ ଦେଖା ଯାଇଥାଏ ।

ବାନ୍ତି ଲାଗିବା, ଡାଇରିୟା, ମୁଣ୍ଡ ଯନ୍ତ୍ରଣା ହେବା ଇତ୍ୟାଦି ଲକ୍ଷଣ ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଲିଭର ସମସ୍ଯାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାଚାର ବିଷୟରେ କହିବାକୁ ଯାଉଛୁ । ପ୍ରଥମ ଉପଚାର ହେଉଛି କିଛି ପାଣିରେ କିଛି କିସମିସ ପକାଇ ଭଲ ଭାବେ ଫୁଟାନ୍ତୁ ।

ପାଣି ଭଲ ଭାବରେ ଫୁଟିଗଲେ ଏହାକୁ ଛାଣି ଦିଅନ୍ତୁ । ଏହାକୁ ପ୍ରତି ଦିନ ୩ ଥର ସେବନ କରିବାକୁ ହେବ । ଏହି ପ୍ରକ୍ରିୟାକୁ ଆପଣ ୩ ମାସ ପରେ ପୁଣି ଥରେ ପ୍ରୟୋଗ କରିବାକୁ ପଡିବ ଯାହା ଦ୍ଵାରା ଲିଭରରୁ ଟକସିନ ବାହାରି ପାରିବ ।

ଦିତୀୟ ଉପଚାର ହେଉଛି କିଛି ଗୋଲମରୀଚ ସହ ପାଳଙ୍ଗ ଶାଗ ଇ ବିଟ ର ଆବଶ୍ୟକ ରହିଛି । ପାଳଙ୍ଗ ଶାଗ ଓ ବିଟ କୁ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଗୋଲମରୀଚ ଗୁଣ୍ଡ ପକାଇ ଏହି ପେଷ୍ଟରେ ମିଶ୍ରଣ କରି ୩ ସପ୍ତାହ ଯାଏଁ ସେବନ କରନ୍ତୁ ।

ଏହା ଦ୍ଵାରା ଲିଭରରୁ ତକସିନ ବାହାରି ପାରିବ । ତୃତୀୟ ଉପଚାର ହେଉଛି ୨ଟି କମଳା, ୨ଟି ଲେମ୍ବୁ, ପୋଦିନା ପାତ୍ର ର ଆବଶ୍ୟକତା ରହିଛି । ଏକ ପାତ୍ରରେ ପାଣିରେ କିଛି ପୋଦିନା ପାତ୍ର କୁ ଅଳ୍ପ ଫୁଟାଇ ଦିଅନ୍ତୁ । ଏହା ପରେ ୨ଟି ଲେମ୍ବୁର ରସ ସହ ୨ଟି କାମାଲ ର ରସ ମିଶ୍ରଣ କରନ୍ତୁ ।

ଏହି ରସକୁ ଆପଣ ଖାଲି ପେଟରେ ସକାଳୁ ସେବନ କରନ୍ତୁ । ଏହାକୁ ୩ ସପ୍ତାହ ଯାଏଁ ସେବନ କରନ୍ତୁ । ଏହା ବ୍ଯତୀତ ଆପଣ ଏହି ରସକୁ ଫ୍ରିଜରେ ଷ୍ଟୋର କରି ମଧ୍ୟ ରଖି ପାରିବେ । ଶେଷ ଉପଚାର ଟି ହେଉଛି ଗାଜର, ୨ଟି ଆମଲା ଓ ସେନ୍ଧା ନାମକ ।

୩ରୁ ୪ଟି ଗାଜର ସହ ୨ଟି ଆମଲା ଭଲ ଭାବେ ପେଷ୍ଟ କରନ୍ତୁ । ଏହା ପରେ ଏହି ପେଷ୍ଟକୁ ଭଲ ଭାବେ ଛାଣି ଦେଇ ଏଥିରେ ଏକ ଚାମଚ ସେନ୍ଧା ନାମକ ମିଶ୍ରଣ କରନ୍ତୁ । ଏହି ରେମେଡିକୁ ଆପଣ ଗୋଟେ ସପ୍ତାହ ଯାଏଁ ସେବନ କରନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଲିଭର ସମସ୍ୟାରୁ ମୁକ୍ତି ପାଇ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *