ଭଗବାନ ଶିବ ହେଉଛନ୍ତି ସବୁ ଠାରୁ ଭଲ ଭଗବାନ । ସେ କହି ଛନ୍ତି ଆପଣମାନେ ଯେତେଭି ତ୍ୟାଗ କରିବେ । ଭଗବାନ ଆପଣଙ୍କ ପାଖରେ ସବୁ କିଛି ଦେଇ ଦେବେ । କୁହାଯାଏ କି ଭଗବାନ କହିଛନ୍ତି କି ଆମେ ଯେଉଁ ଜାଗାରେ ଅଛେ ତାହା ମାନେ ରାଖୀ ନଥାଏ ଆମେ ଯଦି ନିଜ ମନରୁ ଭଗବାନ ଙ୍କୁ ପୂଜା କରୁଛେ ତେବେ ନିଶ୍ଚିତ ଭାବେ ଆମେ ତାଙ୍କ କୃପା ପାଇବା । ଆଜି ଆମେ କହିବା କି ଯେଉଁ ମାନେ ନିଯର ବ୍ୟକ୍ତିଗତ କାମ ପାଇଁ ଭଗବାନ ଙ୍କୁ ଡାକି ଥାନ୍ତି ତାଙ୍କ କଥା ମଧ୍ୟ ଭଗବାନ ମାନି ଥାନ୍ତି ।
କୁହାଯାଏ କି ଭଗବାନ ଶିବ ହେଉଛନ୍ତି କୋପେବାର ଓ ତପବର । କୁହାଯାଏ କି ମହାଦେବ ଶିଧା ସାଧା ଭକ୍ତ ନାକ ଆଡକୁ ବହୁତ ଆକର୍ଷହିତ ହୋଇ ଥାନ୍ତି ଯେଉଁ ମାନେ ଜୀବନର ସବୁ କିଛି ତ୍ୟାଗ କରି ଭଗବାନ ଙ୍କୁ ଆରାଧନା କରି ଥାଏ ଆପଣ ଜାଣି ପାରିବେ ନି କି ସେମାନେ ଅସିମ ଶକ୍ତିର ଆଧାର ହୋଇଯିବେ । ଆପଣ ଆଜି ଜଣାଇବେ କ୍କି ଭଗବାନ ଙ୍କ କୃପା ପାଇବା ଏତେ କଷ୍ଟ ଥିବା ବେଳେ କେଉଁ ମାନେ ସହଜରେ ଭଗବାନ ଙ୍କ କୃପା ପାଇ ଯାଉଛନ୍ତି ।
ତେବେ ଏହି ନାମର ଲୋକମାନେ ଜନ୍ମ ରୁ ହିଁ ଭଗବାନ ଙ୍କ କୃପା ପାଇ ଥାନ୍ତି । କାରଣ ହେଉଛି କି ଯେଉଁ ମାନେ ଏହି ନାମର ବ୍ୟକ୍ତି ଅଟନ୍ତି ସେମାନେ ନିଶ୍ଚିତ ଭାବେ ଭଗବାନ ଙ୍କ ପ୍ରିୟ ଅଟନ୍ତି ଏହା ଆମେ କହୁନୁ ଏହା କିଛି ମାତ୍ରାରେ ପ୍ରମାଣିତ ହୋଇ ଯାଇଛି ମଧ୍ୟ । ତେବେ ଆସନ୍ତୁ ଜାଣିବା ଏହି ନାମର ଅକ୍ଷର ଗୁଡିକୁ ।
ପ୍ରଥମ ନାମ ହେଉଛି “A” – ଏହି ନାମର ଲୋକମାନେ ସବୁ ବେଳେ ଭଲ ପରିଣାମ ପାଇ ଥାନ୍ତି ସେମାନେ ସବୁ ବେଳେ ଯାହା ଚାହିଁ ଥାନ୍ତି ସେମାନଙ୍କୁ ମିଳି ଯାଇ ଥାଏ । ଏମାନେ ଆସା କରିବା ମାତ୍ରେ ହି ସେହି ଜିନିଶ ପାଇବାର ଭାଗ୍ୟ ବଦଳିବା ପାଇଁ ଲାଗି ଯାଇ ଥାଏ ।
“C” – ଏହି ନାମର ଲୋକମାନେ ସବୁ ବେଳେ ଭଗବାନ ଙ୍କ ପାଖରେ ର୍ହୟ ଥାନ୍ତି ସେମାନେ ସବୁ ଇଚ୍ଛା କରି ଥାନ୍ତି ମାତ୍ର କାହା ପାଇଁ ଏମାନେ ଖରାପ ଚିନ୍ତା କରି ନଥାନ୍ତି କାରଣ ହେଉଛି କି ଏମାନେ ସବୁ ବେଳେ ନିଜ କାମ ଉପରେ ଅଧିକା ଧ୍ୟାନ ଦେଇ ଥାନ୍ତି । ଏମାନେ ଯାହାଭି କରି ଥାନ୍ତି ଓ ଯାହାଭି କରିବା ପାଇଁ ଚାହିଁ ଥାନ୍ତି ସେମାନେ ଏହାକୁ କରିବା ପାଇଁ ନିଜ ପରିଶ୍ରମ କୁ ତୁଚ୍ଛ ଭାବି ଥାନ୍ତି । ଅଧିକା ପରିଶ୍ରମ କରିଥାନ୍ତି
“J” – ଆପଣଙ୍କ ସହ ଖରାପ ବ୍ୟବହାର କରୁଥିବା ଲୋକଙ୍କ ଖରାପ ସମୟ ଆସି ଯାଇଥାଏ । ଭଗବାନ ନିଜ ଆଖି ଆଗରେ ରଖୀ ଥାନ୍ତି । ଆପଣଙ୍କ ଅନିଷ୍ଟ କେବେହେଲେ ହୋଇ ନଥାଏ । “P” – ଏହି ନାମର ଲୋକମାନେ କେବେହେଲେ ନିଜେ ଭଗବାନ ଙ୍କ ପାଖରୁ ଦୂରେଇ ରହିବା ପାଇଁ ପସନ୍ଦ କର ନଥାନ୍ତି । ଆପଣ ସାଧାରଣ ଜୀବନ ଜାପାନ କରି ଥାନ୍ତି ଯାହା ପାଇଁ ଭଗବାନ ଆପଣଙ୍କ ଉପରେ ନିଜ ଆଶୀର୍ବାଦ ରଖିଥାନ୍ତି ।
“V” – ଆପଣ ଯେଉଁ ଭଳି ମାନି ଥାନ୍ତି ଭଗବାନ ଙ୍କୁ ଭଗବାନ ସେହି ଭଳି ଆପଣଙ୍କୁ ମଧ୍ୟ ଖୁବ ଭଲ ପାଇ ଥାନ୍ତି । ଆପଣ ଜୀବନରେ କେବେହେଲେ ଅସୁବିଧା ଭୋଗ କରି ନଥାନ୍ତି ଯଦି ଅସୁବିଧା ରେ ପଡିଲେ ତ ଭଗବାନ ଆପଣଙ୍କୁ ସେ ମଧ୍ୟରୁ ବାହାର କୁ ବାହାର କରୀ ଦେଇ ଥାନ୍ତି । “S” – ଆପଣ ଭଗବାନ ଙ୍କ ମହାନ ଭକ୍ତ ମଧ୍ୟରୁ ଜେନ ଯାହା ପାଇଁ ଆପଣଙ୍କ ରକ୍ଷା ପାଇଁ ଭଗବାନ ଙ୍କୁ ସ୍ଵୟଂ ଆସିବା ପାଇଁ ପଡିଥାଏ ।