ଆସନ୍ତା ମାର୍ଚ୍ଚ ୧ ତାରିଖରେ ହେବାକୁ ଯାଉଅଛି ମହାଶିବରାତ୍ରି । ତେବେ ସୃଷ୍ଟିର କର୍ତା ଓ ଧରତା ହେଉଛନ୍ତି ମହାଦେବ । ଅନ୍ୟାନ୍ୟ ଦେବାଦେବୀଙ୍କ ଅପେକ୍ଷା ମହାଦେବ ବହୁତ ଜଲଦି କ୍ରୋଧ କରିଥାନ୍ତି । କିନ୍ତୁ ମହାଦେବ ବହୁତ ଜଲ୍ଦି ଶାନ୍ତ ମଧ୍ୟ ହୋଇଥାନ୍ତି । ମହାଦେବ ହେଉଛନ୍ତି ଏପରି ଏକ ପ୍ରଭୁ ଯେ ଯିଏ ବହୁତ ଜଲ୍ଦି ନିଜ ଭକ୍ତଂକ ର ଭକ୍ତିର ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ଦିନ ଠାରୁ ଭଗବାନ ମହାଦେବଙ୍କ ର କୃପା କିଛି ରାଶି ମାନଙ୍କର ଉପରେ ରହିବାକୁ ଯାଉଛି । ସେହି ରାଶି ଗୁଡ଼ିକ ହେଉଛନ୍ତି ମେଷ ରାଶି , ସିଂହ ରାଶି, କନ୍ୟା ରାଶି , ବିଛା ରାଶି ଓ ମୀନ ରାଶି ।
ଏହି ୫ ଟି ରାଶି ଉପରେ ମହାଦେବ ନିଜର କୃପା ରଖିବେ । ପ୍ରଥମ ରାଶି ହେଉଛି ମେଷ ରାଶି – ଏହି ରାଶିର ଲୋକମାନଙ୍କ ଉପରେ ଶିବଙ୍କର ବିଶେଷ କୃପା ମିଳିବ । ଏହି ରାଶିର ଲୋକଙ୍କର ବ୍ୟବାହିକ ଜୀବନ ବହୁତ ଭଲରେ ବ୍ୟତୀତ ହେବ । ଏମାନେ ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ । ଚାକିରିରେ ପଦୋନ୍ନତି ହେବ । ସହକର୍ମୀଙ୍କ ର ସହଯୋଗ ମିଳିବ । ଏମାନଙ୍କର ଜୀବନ ବହୁତ ଖୁସିରେ ବ୍ୟତୀତ ହେବ ।
ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ । ଦ୍ଵତୀୟ ରାଶି ହେଉଛି ସିଂହ ରାଶି – ଆପଣଙ୍କର ଆର୍ଥିକ ଅବସ୍ଥାରେ ଭଲ ରହିବ । ଆପଣଙ୍କର ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ । ଆପଣଙ୍କ ଜୀବନସାଥୀଙ୍କୁ ଅର୍ଥ ମିଳିବ ।
ଯାହା ଆପଣ ଚାହିଁବେ ସେହି କାର୍ଯ୍ୟ କରିବା ରେ ସଫଳ ହେବେ । ତୃତୀୟ ରାଶି ହେଉଛି କନ୍ୟା ରାଶି କନ୍ୟା ରାଶି – ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଖୁସି ରେ ବ୍ୟତୀତ ହେବ । ଜୀବନରେ ଶାନ୍ତି ଓ ସୁଖ ବଜାୟ ରହିବ । ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଯେଉଁ କାର୍ଯ୍ୟ ଆପଣଙ୍କର କୌଣସି କାରଣରୁ ଅଟକିଥିବ ସେହି କାର୍ଯ୍ୟରେ ପୁନର୍ବାର ଆରମ୍ଭ ହେବ । ଆପଣଙ୍କୁ ଭଲ ଜୀବନସାଥୀ ମିଳିବ ।
ଆପଣଙ୍କ ବୈବାହିକ ଜୀବନ ବହୁତ ସୁଖମୟ ହେବ । ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛ ରହିବ । ଧନ ଲାଭ ହେବାର ଯୋଗ ମଧ୍ୟ ଅଛି । ଚତୁର୍ଥ ରାଶି ହେଉଛି ବିଛା ରାଶି – ଶିବରାତ୍ରି ପର ଠାରୁ ପ୍ରଭୁ ଶଙ୍କରଙ୍କ ଆର୍ଶୀବାଦ ରୁ ଆପଣଙ୍କର ଏବେ ଠାରୁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ।
ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାକୁ ନିଷ୍ଟାରେ କରିବା ଦ୍ୱାରା ସେଥିରେ ସଫଳତା ହାସଲ କରିବେ । ଏହି ସମୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଭଲ ଅଟେ । ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତା ପୂର୍ବରୁ ଘରୁ ବାହାରିବା ଆଗରୁ ଗୁରୁଜନଙ୍କୁ ପ୍ରଣାମ କରିକି ଯିବେ । ଆପଣ ନିଶ୍ଚୟ ସଫଳ ହେବେ । ବ୍ୟବସାୟ ରେ ମଧ୍ୟ ଲାଭ ହେବ ।
ପଞ୍ଚମ ରାଶି ହେଉଛି ମୀନ ରାଶି – ଆପଣ ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ । ଗାଡି ଚଳାଇଲା ବେଳେ ସାବଧାନତା ଅବଲମ୍ବନ କରିହେ । ଆପଣଙ୍କୁ ପାରିବାରିକ ସହାୟତା ମିଳିବ । ଆପଣ ନିଜ କଥା କେବେବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଗୋପନୀୟ ରଖନ୍ତୁ କାରଣ ଆପଣଙ୍କ ଶତ୍ରୁ ଆପଣଙ୍କୁ ହାନି କରିବାକୁ ଚେଷ୍ଟା କରୁଛନ୍ତି । ଆର୍ଥିକ ଅବସ୍ଥା ଭଲ ରହିବ ।