Shivratri 2022: ମହାଶିବରାତ୍ରି (01 March) ଏହି 5ଟି ରାଶିରେ ମହାଦେବ କରିବେ ଧନର ବର୍ଷା

ଭଗବାନ ଶିବଙ୍କୁ ଭୋଳାନାଥ, ମାହଦେବ। ସୃଷ୍ଟିର କର୍ତ୍ତା ଓ ମହାସଂହାର ଭାବେ ବିବେଚନା କରାଯାଏ । ମହାଶିବାରାତ୍ରି ଦିନ କୌଣସି ବ୍ୟକ୍ତି ଭକ୍ତିର ସହ ମହାଦେବଙ୍କର ପୂଜା ଆରାଧନା କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ମହାଶିବାରାତ୍ରି ଆସିବା ପୂର୍ବରୁ ସବୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ପଡିବାକୁ ଅଯାଉଛି । ଏହି ଦିନ ଶୁଭ ଯୋଗ ହେବା କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୂ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି ; ଆପଣଙ୍କ ଜୀବନରେ ଅଚାନକ ଧନ ଲାଭ ହେବ । ଧନରେ ମାଲାମାଲ ହେବାରେ ଆପଣଙ୍କୁ କେହି ରୋକୀ ପାରିବେ ନାହି । ଯଦି ଚାକିରି କରୁଛନ୍ତି ତେବେ ବୃଦ୍ଧି ଦେଖିବାକୁ ମିଳିବ । ଦାଂପତ୍ଯ ଜୀବରେ ହସ ଖୁଶିର ମାହୋଲ ରହିବ । ଯଦି ବିବାହରେ ଡେରି ହେଉଥାଏ ତେବେ ବିବାହ ପ୍ରସ୍ତାବ ଆସିପାରେ । ଘର ପରିବାରରେ ହସ ଖୁଶିର ବାତାବରଣ ରହିବ । ବଡ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ମହାଶିବାରାତ୍ରି ପୂର୍ବ ରୁ ମହାଦେବଙ୍କର କୃପା ଲାଭ ହେବ । ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ବେପାର ବାଣିଜ୍ୟ କ୍ଷେତ୍ର ଠାରୁ ଆରମ୍ଭ କରି ଚାକିରି କ୍ଷେତ୍ର ରେ ବୃଦ୍ଧି ଦେଖିବାକୁ ମିଳିବ । ଆପଣଙ୍କୁ ଅନେକ ସ୍ଥାନ ରୁ ଧନ ଲାଭ ହେବ । ଦୀର୍ଘ ଦିନରୁ ଯେଉଁ କାମ ଅଟକି ରହିଥିଲା ତାହା ପୁରା ହେବ । ଯାହା ସବୁ ସମସ୍ଯା ଲାଗି ରହିଥିଲା ତାହା ଦୁରିଭୁତ ହେବ ।

ମକର ରାଶି : ଆପଣଙ୍କର ଭାଗ୍ୟ ଦୁଇ ଗୁଣା ଚମକି ଉଠିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମହାଦେବଙ୍କ କୃପାରୁ ଅଚାନକ ଧନ ଲାଭ ହେବ । ଜମିବାଡି ମାମଲାରେ ଆପଣ ଲାଭବାନ ହେବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଜାଗର ପୂର୍ବ ରୁ ମହାଦେବଙ୍କ କୃପାରୁ ସବୁ ଇଚ୍ଛା ପୂରଣ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ବିଜେନ୍ସ ରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀ ତରଫରୁ ବଡ ଅଫର ମିଳିପାରେ । ନୂଆ ଗୃହ, ଜମି ବା ବାହନ କ୍ରୟ କରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ମହାଦେବଙ୍କ କୃପାରୁ ଅନେକ ଜାଗାରୁ ଧନ ଲାଭ ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଘର ପରିବାରେ ଖୁଶିର ବାତାବରଣ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଅବିବାହିତଙ୍କ ବିବାହ ପ୍ରସ୍ତାବ ଆସିପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *