ମହିଳା ମାନଙ୍କ ପାଇଁ 7 ଟି ବାସ୍ତୁ ଶାସ୍ତ୍ରର ନିୟମ ଗୃହରେ ଧାନ ସମ୍ପଦ ର ଅଭାବ ରହିବା ନାହିଁ

ଆପଣ ଜାଣିଥିବେ କି ଆମେ ଅନେକ କିଛି ନିୟମ ମାନି ଚାଲୁ ଅନେକ କିଛି ଉପାୟ କରୁ କିନ୍ତୁ ଏହା ସବୁ ବେଳେ କମ ଦେବ ତାହା ନୁହେଁ । ଆପଣ ଜାଣିଥିବେ କି କିଛି ଏହହୀ ଭଳି ମହିଳା ମାନେ ଅଛନ୍ତି ଯେଉଁ ମାନେ ଆମ ଘର କୁ ଖୁଶି ଆଣି ଦେଇ ଥାନ୍ତି କିନ୍ତୁ କିଛି ଏହି ଭଳି ମହିଳା ମାନେ ଅଛନ୍ତି ଯେଉଁ ମାନେ ନିଜ ଭଲ କାମ ଦ୍ଵାରା ଘରକୁ ଖୁଶି ଆଣି ଥାନ୍ତି । ତେବେ ଆଜି ଆମେ କିଛି ଏମିତି କାମ ବିଶାୟରେ କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କୁ ନିଶ୍ଚିତ ଭାବେ ଶୁଭ ଆଶିଷ ଦେବେ ।

ଆପଣ ଜାଣିଥିବେ କି ଘରେ ଥିବା ମହିଳା ମାନେ ଏହି ଭଳି କିଛି କାମ କରିଥାନ୍ତି ଯାହା ଦ୍ଵାରା ସେମାନେ ଖୁବ ଅସୁବିଧାରେ ପଡିଥାନ୍ତି ଆଜି ଆମେ କହିବା ପାଇଁ ଯାଉଛୁ କେଉଁ କେଉଁ କାମ କରିବା ଓ କେଉଁ କେଉଁ କାମ ନକରିବା ଆମେ । ଆମେ ସଂଧ୍ୟା ସମୟରେ ଦହି କିମ୍ବା ଛେନା ଯାହାଭି କ୍ଷୀର ରେ ତିଆରି ହୋଇଛି ତାହା ଦାନ କରିବା ଅନୁଚିତ ଅଟେ । ଏହାକୁ ଦାନ କରିବା ଦ୍ଵାରା ଆମ ଘରେ ଥିବା ଭଲ ଶକ୍ତି ଓ ସମୃଧ୍ହୀ ଆଉ କାହା ପାଖକୁ ଚାଲି ଯାଇଥାଏ । ଏହା ପରେ ଆସେ ଅଇଁଠା ବାସନ ପକାଇକି ରଖିବା ଏହା ମଧ୍ୟ ଖରାପ ଅଟେ । ଏହା କରିବା ଦ୍ଵାରା ଘରେ ଦୁଃଖର ପ୍ରଭାବ ଅଧିକ ଥାଏ । ଆପଣ ଜାଣିଥିବେ କି ରାତିରେ ରୋଷେଇ ଘରକୁ ସଫା କରିକି ଶୋଇବା ଆବଶ୍ୟକ ଅଟେ ।

ଆମେ ଯଦି ଚାକର କିମ୍ବା ଚାକରାଣୀ ରଖୁଛେ ତେବେ ଆମେ ଆମ ବାସନ କୁ ନେଇକି ଆଉ କେଉଁ ଠି ରଖିବା ଆବଶ୍ୟକ ଅଟେ । କାରଣ ଏହି ଭଳି ନକରିବା ଦ୍ଵାରା ଆମ ପାଇଁ ଖରାପ ହୋଇ ଥାଏ । ଆପଣ ଯଦି ସୂର୍ଯ୍ୟାସ୍ତ ପରେ ଆଉ ଦାନ କରନ୍ତୁ ନି । ଏହା କରିବା ଶାସ୍ତ୍ର ଅନୁସାରେ ଖରାପ ଅଟେ । ଜେଉଁ ମାନଙ୍କ ଅଭ୍ୟାଶ ଅଛି ଚୁଟି କୁ ଖୋଲା କରିକି ଶୋଇବା ସେମାନେ ଢିଲାରେ ହେଉ ପଛେ ଏହାକୁ ବାନ୍ଧିବା ଆବଶ୍ୟକ ଅଟେ । ଆପଣ ଯଦି ଏହାକୁ ବାନ୍ଧିବା ପାଇଁ ଚାହାନ୍ତି ଏହାକୁ ହାଲଉକା ଭାବେ ବାନ୍ଧିବେ । ଏହି ଭଳି କରିବା ଦ୍ଵାରା ଆପଣଙ୍କ ମାତା ପିତା କିମ୍ବା ବନ୍ଧୁ ମାନଙ୍କ ପାଇଁ ଏହା ଖରାପ ହୋଇଥାଏ ।

ଆପଣଙ୍କ ଘରେ ଅସୁବିଧା ଦେଖା ଦେଇ ପାରେ । ତେଣୁ କରି ଆପଣ ଏହାକୁ କରିବା ଆଗରୁ ଭାବି ନିଅନ୍ତୁ । ଆପଣ ଯଦି ଶୋଇବା ଆଗରୁ କିଛି କଳା ଲୁଣ କୁ ନେଇକି ନିଜ ଗହରେ ସବୁ କୋଣରେ ରାଖୀ ଦିଅନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଖରାପ ଶକ୍ତି ରୁ ପାଇଯିବେ । ଆପଣ ଏହାକୁ ନିଜ ବାଟ ଘରେ ରଖୀ ପାରିବେ ଏହା ଦ୍ଵାରା ଆପଣଙ୍କ ଘରେ ଥିବା ସବୁ ଖରାପ ଶକ୍ତି ନଷ୍ଟ ହୋଇଯିବ । ତେବେ ଏହା ପରେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଆପଣଙ୍କ ଘରେ ଅଧିକ ରୁ ଅଧିକ ସମସ୍ଯା ଦୂର ହୋଇଯିବ । ଆପଣ ଝାଡୁ କୁ ରାତିରେ ଦକ୍ଷିଣ ପଶ୍ଚିମ କରିକି ରଖନ୍ତୁ ।

Leave a Reply

Your email address will not be published. Required fields are marked *