ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ପୁସ୍ତକ ଅଟେ । ଏଥିରେ ଜୀବନକୁ ସୁଖମୟ ଓ ସଫଲଳତା କରିବାର ଅନେକ ନୀତି ନିୟମ ଉଲେଖ ରହିଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ହେଉଛି ମାନବ ସମାଜର କଲ୍ୟାଣ କରିବା । ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ ଜ୍ଞାନୀ । ସେ ନିଜର ନୀତି ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ବିଷୟରେ କହିବାକୁ ଯାଉଛୁ ଯାହା ମଣିଷର ପ୍ରତେକଟି ମୂହୁର୍ତ୍ତରେ କାମରେ ଆସିବ ସେହି ବିଷୟରେ କହିବାକୁ ଯାଉଛୁ ।
ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ବିଶେଷ ସ୍ଥାନ ଦିଆ ଯାଇଛି । ଏହି କାରଣରୁ କୁହାଯାଏ କି ଯେଉଁ ଘରେ ମହିଳା ମାନଙ୍କୁ ସମ୍ମାନ କରାଯାଏ ସେହି ଘରେ ଦେବିଦେବତାଙ୍କ କୃପା ଲାଭ ହୋଇଥାଏ । କଥାରେ ଅଛି ମହିଳା ଘରକୁ ସ୍ଵର୍ଗ କରିଥାଏ ତ ନର୍କ ମଧ୍ୟ କରିଥାଏ । ଜଣେ ପୁରୁଷଙ୍କ ସଫଳତା ପଛରେ ମହିଳାଙ୍କର ହାତ ରହିଥାଏ ବୋଲି ଶାସ୍ତ୍ରରେ କୁହା ଯାଇଛି । ଗରୁଡ ପୁରାଣ ଓ ବିଶୁଣୁ ପୁରାଣରେ ମହିଳା ଓ ପୁରୁଷଙ୍କର କିଛି ବିଶେଷ ଅଙ୍ଗ ବିଷୟରେ କୁହା ଯାଇଛି । ଯାହା ଦ୍ଵାରା ସେମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣିହୁଏ । ଏହା ସହ ଅଙ୍ଗ ଜରିଆରେ ଲୁଚି ରହିଥିବା ରହସ୍ୟ ବିଷୟରେ ମଧ୍ୟ ଜାଣିହୁଏ ।
୧- ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ବେକ ଆକାର ଠାରୁ ଅଧିକ ଲମ୍ବା ହୋଇଥିଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ସୁଖ ଓ ଧନ ସମ୍ପତିର ଆଗମନର କାରଣ ହୋଇଥାନ୍ତି ।
୨- ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ଆକାର ଠାରୁ କାନ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହ ଏହି ମହିଳା ମାନେ ଲମ୍ବା ଆୟୁଷ ମଧ୍ୟ ପାଇଥାନ୍ତି ।
୩- ଯେଉଁ ମହିଳା ମାନଙ୍କର କେଶ ଲମ୍ବା ହୋଇଥାଏ ସେମାନେ ସୁନ୍ଦର ହେବା ସହ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ମହିଳାଙ୍କର କେଶ ଶୁଭତା ଓ ଭାଗ୍ୟଶାଳୀ ହେବାର ସଂକେତ ଦେଇଥାଏ ।
୪- ମାନ୍ୟତା ରହିଛି ଯେଉଁ ମହିଳା ମାନଙ୍କର ଜଙ୍ଘ ଅଧିକ ମଜବୁତ ଓ ମାଂସପେଶୀ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହ ସାମାନ୍ଯ ଠାରୁ ଅଧିକ ମୁଣ୍ଡ ଥିବା ମହିଳାଙ୍କୁ ଭାଗ୍ୟଶାଳୀ ମାନା ଯାଇଥାଏ । ଏହି ମହିଳା ମାନେ ପରିବାର ପାଇଁ ଐଶ୍ବରୀୟ ଆଣିଥାନ୍ତି ।
୫- ଯେଉଁ ମହିଳା ମାନଙ୍କର ପାଦ ଲମ୍ବା ଥାଏ କୁହାଯାଏ କି ସେମାନଙ୍କର ପାଦ ମା ଲକ୍ଷ୍ମୀଙ୍କର ପଦ ସମାନ ହୋଇଥାଏ । ଏହି ମହିଳା ମାନେ ଘର ସୁଖ ସମୃଦ୍ଧିର କାରଣ ହୋଇଥାନ୍ତି ।
୬- ଯେଉଁ ମହିଳା ମାନଙ୍କର ହାତ ସାମାନ୍ଯ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାର ଓ ସ୍ଵାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।
୭- ଯେଉଁ ମହିଳାଙ୍କର ନାଭି ବଡ ଓ ଗଭୀର ହୋଇଥାଏ ସେମାନେ ଧନବାନ ହେବା ସହ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଏହା ଥିଲା ମହିଳାଙ୍କର ସେହି ଅଙ୍ଗ ଯାହା ଦ୍ଵାରା ସେମାନେ ଭାଗ୍ୟଶାଳୀ ହେବାର ସଂକେତ ମିଳିଥାଏ । ବନ୍ଧୁଗଣ ଆମ ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।