ମକର ରାଶି ବ୍ୟକ୍ତିମାନେ 8 ରୁ 18 ତାରିଖ ପର୍ଯ୍ୟନ୍ତ ଭୁଲରେ ବି କରନ୍ତୁ ନାହିଁ ଏହି 4ଟି କାମ, ନଚେତ ପୁରା ମାସ ହୋଇଯିବ ବରବାଦ

ପ୍ରତେକ ମଣିଷ ଜୀବନରେ କିଛି ନା କିଛି ଭୁଲ କାମ କରିଥାଏ । କେହି ନିଜର ଭୁଲ ବୁଝି ଆଗକୁ ବଢିଥାଏ ତ ଆଉ କେହି ଭୁଲ ଜାଣିଶୁଣି କରିଥାଏ । ଯାହା ଫଳରେ ବ୍ୟକ୍ତି ଜୀବନରେ ଏମିତି ସ୍ଥିତିରେ ଆସି ପହଞ୍ଚିଥାଏ କି ଅନୁତାପ କରିବା ଛଡା ଆଉ କିଛି ନ ଥାଏ । ଯାହା ପାଇଁ ଭଗବାନ ସେଭଳି ବ୍ୟକ୍ତିକୁ ଦଣ୍ଡ ଦେଇଥାନ୍ତି । ତେଣୁ ମଣିଷ ଜୀବନରେ ଏମିତି ୫ଟି ଭୁଲ କାମ କରିବା ଉଚିତ ନୁହେଁ ଯାହା ତାକୁ ବରବାତ ଆଡକୁ ନେଇଯିବ । ତେବେ ଆସନ୍ତୁ ଜାଣିବା ମକର ରାଶିରେ ଲୋକେ କେଉଁ ଭୁଲ କାମ କରିବା ଅନୁଚିତ ଏହି ଜୁଲାଇ ମାସରେ ।

୧- ଯଦି ଆପଣ ନିଜ ଜୀବନରେ ବାସୀ ଖାଦ୍ଯ ଖାଉଛନ୍ତି । ଖାଇବା ସମୟରେ ଦକ୍ଷିଣ ଦିଗକୁ ମୁଖ କରୁଛନ୍ତି, ଭୋଜନ କରିବା ସଙ୍ଗେ ସଙ୍ଗେ ପାଣି ପିଇବା,ଥାଳିରେ ହାତ ଧୋଇବା, ଭୋଜକୁ ନିନ୍ଦା କରିବା, ଭଙ୍ଗ ଥାଳିରେ ଭୋଜନ କରୁଥିଲେ ଗମ୍ଭୀର ରୋଗରେ ପୀଡିତ ହେବାର ସମ୍ଭାବନା ରହିଥାଏ । ତେଣୁ ଭୋଜନ କରିବା ସମୟରେ ଦକ୍ଷିଣ ମୁଖକୁ କରି ଖାଆନ୍ତୁ ନାହି ।

୨- ମକର ରାଶିର ଲୋକ ମାନେ ଯଦି ଅଧିକ ଶୟନ କରୁଛନ୍ତି ତେବେ ଏଥୁରୁ ନିବୃତ୍ତ ରୁହନ୍ତୁ । ଆପଣ କସରତ କରୁଥିଲେ ଦିନକୁ ୪ ଘଣ୍ଟା ଶୋଇଲେ କାଫି ହୋଇଥାଏ । ନିଦର ଗମ୍ଭୀରତାକୁ ବୁଝିବା ଦରକାର । ଅଧିକ ସମୟ ଶୋଇବା ଉଚିତ ନୁହେଁ । ଏହା ଛଡା ଭାଙ୍ଗି ଯାଇଥିବା ପଲଙ୍କ ଉପରେ ଶୋଇବା, ଗୋଡ ଉପରେ ଗୋଡ ରଖି ଶୋଇବା, ଦକ୍ଷିଣକୁ ଦିଗକୁ ମୁଖ କରି ଶୋଇବା ଆୟୁଷ କମ ହୋଇଥାଏ । ଅଧିକ ରାତି ଯାଏଁ ଅନିଦ୍ରା ହେବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏମିତି କରିଲେ ମା ଲକ୍ଷ୍ମୀ ଙ୍କ ଆଗମନ ହୁଏ ନାହି । ଘରେ ଅସାନ୍ତି ଲାଗି ରହିଥାଏ ।

୩- ମକର ରାଶିର ଲୋକମାନେ ବସ୍ତ୍ରକୁ ନ ଧୋଇ ସେମିତି ରଖି ଦେଲେ ତାହା ଅଶୁଭ ହୋଇଥାଏ । ଯିଏ ଅନ୍ୟ ଠାରୁ ବସ୍ତ୍ର ମାଗିକି ପିନ୍ଧିଥାଏ, ଯିଏ ଅନ୍ୟ ଠାରୁ ଖାଦ୍ୟ ମାଗିକି ଖାଇଥାଏ, କେହି ନ ଯାଚି ମଧ୍ୟ ସବୁ ଜିନିଷ ମାଗିଥାଏ ସେଭଳି ବ୍ୟକ୍ତି ର ଆୟୁଷ ବହୁତ କମ ହୋଇଥାଏ । ଏଭଳି ବ୍ୟକ୍ତି ଜୀବନରେ କେବେ ଆଗକୁ ବଢିପାରେ ନାହି ।

୪- ଯଦି ଆପଣ କୌଣସି ଖାଦ୍ୟ ଖାଉଥିବ ବେଳେ ଆପଣଙ୍କ ହାତ ଥରୁଥାଏ ତେବେ ଆପଣ ନିଜ ଜୀବନରେ କେବେ ବି ଆଗକୁ ବଢି ପାରିବେ ନାହି । ଏହା ସହ କୌଣସି କାମ ଭଲରେ ବି କରି ପାରିବେ ନାହି । ଯଦି ଆପଣ ଏହି ୪ଟି କଥା କୁ ଧ୍ୟାନ ଦେବେ ତେବେ ଜୀବନରେ ଉନ୍ନତି ଓ ସଫଳତା ହାସଲ କରିବେ ।

ମଣିଷ ଜୀବନରେ ପ୍ରତେକ କାମ ବୁଝି ବିଚାରୀ କରିବା ସହ ଖରାପ ଅଭ୍ଯାସ ବା ଗୁଣକୁ ପରିତ୍ୟାଗ କରିଲେ ଜୀବନରେ ଖୁସି ରେ ରହି ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *