ଆମ ଜୀବନରେ ଅନେକ ପ୍ରକାର ସମସ୍ଯା ମାନ ଆସିଥାଏ । କେହି ଏହାର କାରଣ ବୁଝି ବାରେ ସାମର୍ଥ୍ୟ ହୋଇ ନଥାନ୍ତି । ଆପଣମାନେ ଜାଣି ଛନ୍ତି କି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜର କାମକୁ ଧ୍ୟାନ ଦେଇ ନଥାନ୍ତି ସେମାନେ ବୋଧେ ହୁଏ ଅସୁବିଧାରେ ପଡି ପାରନ୍ତି କିନ୍ତୁ ଯେଉଁ ମନ ଏଭବାଇ ଚିନ୍ତି କମ କରନ୍ତି ସେମାନେ ମଧ୍ୟ ଏହି ଭଳି ଅସୁବିଧାରେ ପଡିଥାନ୍ତି । ଅନେକ ସମୟରେ ଅନେକ ପରିବାର ଲୋକମାନେ ଅନ୍ୟ ଉପରେ ନିର୍ବାହର କରିବା ବେଳେ ସେମାନେ ଏହି ଭଳି କିଛି କହି ଦେଇ ଥାନ୍ତି ଯାହା ସେହି ପରିବାର ସମାନ କୁ ବାଧି ଥାଏ ।
ଆପଣମାନେ ଯଦି କେଉଁ କାମ କରୁଛନ୍ତି ସେହି କମାରେ ଆମେ ଧ୍ୟାନ ନେ ଦେବା ଦ୍ଵାରା ଆମେ ଅସୁବିଧାରେ ପଡିଥାଏ । ଆମ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ କେବଳ କର୍ମ କରିବା ଭଲ ହୋଇଥାଏ । ଆପଣମାନେ ଯଦି ଜାଣିଥିବେ ତ କର୍ମ କରିବା ଓ ଫଳର ଆସା ନ କରିବା ଯଦି ତେବେ ଏହା ସମ୍ଭବ ହୋଇ ପାରିବନି କାହା ପାଇଁ କି ସେମାନେ ମନ ଲଗାଇକି କାମ ଅକରିବେ ।
କିନ୍ତୁ ଏହା ହିଁ ସତ୍ୟତା ଅଟେ । ଆଜି ଆମେ କହିବା କି ଆପଣ ମାନେ ଶାସ୍ତ୍ର ଅନୁସାରେ କେଉଁ କାମ କୁ ନଜର ଅନ୍ଦାଜ କରିକି କାମ କରିବା ଦ୍ଵାରା ଆପଣ ସଫଳ ହେବେ । ଯେଉଁ ଭଳି ଡଙ୍ଗାରେ ବସିକି ଯାଉଥିବା ବେଳେ ଯେମିତି ଏପାଖ ସେପାଖ ହେଲେ ପାଣିରେ ଅପଡିବା ନିଶ୍ଚିତ ଅଟେ । ଯଦି ଆପଣମାନେ ପହଁରିବା ଜାଣି ଛନ୍ତି ତେବେ ଏହା ଭଲ ଅଟେ ।
କିନ୍ତୁ ଆପଣମାନେ ଯଦି ପହଁରିବା ଜାଣି ନାହାଁନ୍ତି ତେବେ ଆପଣ ହଳିବାର ମାନେ କିଛି ନାଇ । ଆପଣମାନେ ଯଦି ଜାଣି ଥିବେ ତ ଜାଣିଥିବେକୀ ଭଗବାନ କୃଷ୍ଣ କହିଛନ୍ତି କି ଗୀତା ରେ କି ତୁମେ କେବଳ ପାଇବାର ଆଶାରେ କାମ କରିଲେ ଏହାର ଫଳ ମିଠା ମିଳିବ ଆସା କରିବା ଅଯଥା । ମଣିଷ ସଂସାର ରୂପ ଦଙ୍ଗାରେ ବସିକି ଯଦି ଲୋଭ, କ୍ରୋଧ, ଈର୍ଷା ରେ ରହିବେ ତେବେ ଆପଣ କେବେହେଲେ ନିଜକୁ ସନ୍ତୁଷ୍ଟ କରି ପାରିବେନି ।
ଯଦି ଆପଣମାନେ ଈର୍ଷା ରେ ଅଛନ୍ତି ଆପଣ ଯଦି ଆପଣ ଲୋଭ କୁ ନିଜର ସବୁ କିଛି ମାନି ନେଇ ଛନ୍ତି ତେବେ ଆପଣ କେବେହେଲେ ଜାଣି ପରିବେନି କି ଆପଣ କେବେ ମାୟା ଜାଲରେ ପଡିଯିବେ ଓ ଏହା ଅମଧ୍ୟରୁ ଆପଣ ବାହାରି ପାରିବେନି ।
ଅନେକ ସମୟରେ ଆପଣମାନେ ଏହା ମଧ୍ୟ ଜାଣି ଥିବେ କି ଲୋଭ ଆମକୁ ଏହି ଭଳି କାମ କରିବା ପାଇଁ ବାଧ୍ୟ କରି ଦେଇଥାଏ ଯାହା ଆମ ପାଇଁ ଖରାପ ହୋଇ ଥାଏ । ମଣିଷ ଅମଣିଷ ହୋଇ ଯାଇଥାଏ । ନିଜର ପର ଦେଖିବା ପାଇଁ ତା ପାଖରେ ସମୟ ନଥାଏ ବାସ ସେ କେବଳ ନିଜର ଜଳାଏ ଆହୁରି ଅଧିକା ଭିତରକୁ ଚାଲି ଯାଇଥାଏ ।