ମୃ-ତ୍ୟୁ ପରେ ମଧ୍ୟ ମଣିଷ ସହ ଯାଇଥାଏ ଏହି 5ଟି ଜିନିଷ- Garuda Purana

ବନ୍ଧୁଗଣ ଆପଣ ନିଶ୍ଚୟ ଜାଣିଥିବେ ଦୁନିଆରେ ଯାହାର ଜନ୍ମ ହୋଇଛି ତାର ଦିନେ ନା ଦିନେ ମୃ-ତ୍ୟୁ ନିଶ୍ଚିନ୍ତ ଅଟେ । ସାଧାରଣତଃ ଆମେ ଜାଣିଛୁ ମଣିଷର ମୃ-ତ୍ୟୁ ପରେ ତାର କର୍ମ ସହ ଆଉ କିଛି ଯାଏ ନାହି । କିନ୍ତୁ ଏହା ସତ୍ୟ ନୁହେଁ । ଗରୁଡ ପୁରାଣ ଅନୁଯାୟୀ ଯେବେ ମଣିଷର ମୃତ୍ୟୁ ହୋଇଯାଏ ସେତେବେଳେ ତାର ମୃ-ତ ଶରୀରକୁ ଯେବେ ଜଳାଜାଏ ସେହି ସମୟରେ ତାର ଯମଲୋକ ର ଯାତ୍ରା ଆରମ୍ଭ ହୋଇଥାଏ ।

ସେହି ସମୟରେ ମଣିଷ ସହ କିଛି ଜିନିଷ ଯାଇଥାଏ । ମୃ-ତ୍ୟୁ ପରେ ବ୍ୟକ୍ତି ସହ ଏହି 5ଟି ଜିନିଷ ରହିଥାଏ ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ଗରୁଡ ପୁରାଣ ଅନୁଯାୟୀ ବ୍ୟକ୍ତି ସହ ମୃ-ତ୍ୟୁ ପରେ ଯାହା ପ୍ରଥମ ଜିନିଷ ଯାଇଥାଏ ତାହା ହେଉଛି କାମନା । ପୁନଃ ଜନ୍ମ ସମୟରେ ଅନ୍ୟ ଜୀବକୁ ଶରୀର ଧାରଣ କରିବାରେ ସହାୟକ ହୋଇଥାଏ । ମୃ-ତ୍ୟୁ ପରେ ମଣିଷ ଯେଉଁ ବ୍ଯକ୍ତିର କାମନା କରିଥାଏ ତାହା ସହ ଚାଲି ଯାଇଥାଏ । ମୃ-ତ୍ୟୁ-ର ନିକଟତର ହେଲେ ସବୁ ଇଚ୍ଛା ତ୍ୟାଗ କରି ଈଶ୍ବରଙ୍କ ନାମ ଜପିବା ଉଚିତ ।

୨- ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ପରେ ଯେଉଁ ଦ୍ଵିତୀୟ ଜିନିଷ ମଣିଷ ସହ ଯାଇଥାଏ ତାହା ହେଉଛି ବାସ୍ନା । କାମନା ବାସ୍ନା ର ସାଥି ଅଟେ । ବାସନା ଏମିତି ଏକ ଜିନିଷ ଯାହାର କୌଣସି ଅନ୍ତ ନାହି । ସାଂସାରିକ ସୁଖ ହିଁ ବାସ୍ନା ଅଟେ । ଯାହା ମଣିଷର ମୃ-ତ୍ୟୁ ପରେ ରହିଯାଏ ।

୩- ଗରୁଡ ପୁରାଣ ଅନୁଯାୟୀ ମଣିଷ ସହ ଯେଉଁ ତୃତୀୟ ଜିନିଷ ଯାଇଥାଏ ତାର ଦ୍ଵାରା କରାଯାଇଥିବା କର୍ମର ଫଳ । ମଣିଷ ଜୀବନରେ ଭଲ ଓ ଖରାପ କର୍ମ କରିଥାଏ । ମଣିଷ ସହ ମୃ-ତ୍ୟୁ ପରେ ତାର କର୍ମ ଯୋଡା ହୋଇଥାଏ । ଭଗବତ ଗୀତାରେ କୁହାଯାଇଛି କମ ସହ ମଣିଷ ଜଡିତ ହୋଇଥାଏ । ଏହି କାରଣରୁ ପର ଜନ୍ମରେ ଭଲ ଓ ଖରାପ କର୍ମ ମିଳିଥାଏ ।

୪- ଗରୁଡ ପୁରାଣ ଅନୁଯାୟୀ ଯେଉଁ ଚତୁର୍ଥ ଜିନିଷ ମଣିଷ ପାଖକୁ ଯାଇଥାଏ ତାହା ହେଉଛି  କରଯ ବା ଧାର । ମଣିଷ ମୃ-ତ୍ୟୁ ପୂର୍ବରୁ ଯଦି କାହାର ଟଙ୍କା ଧାର କରିଥାଏ ତେବେ ମୃ-ତ୍ୟୁ ପରେ ତାର ହିସାବ ଯମଲୋକରେ ଦେବାକୁ ପଡିଥାଏ । ତା ହେଲେ ଯାଇ ମଣିଷ ପର ଜନ୍ମରେ ମୁକ୍ତି ପାଇଥାଏ । କରଯ କରିଥିଲେ ନିଶ୍ଚୟ ସୁଝିବାକୁ ପଡିଥାଏ ମୃ-ତ୍ୟୁ ପରେ ।

୫- ଗରୁଡ ପୁରାଣ ଅନୁଯାୟୀ ଆପଣଙ୍କ ଦ୍ଵାରା କରା ଯାଇଥିବା ପାପ, ପୂଣ୍ୟ, ଦାନ ଅନେକ ଜନ୍ମ ଯାଏଁ ମିଳିଥାଏ । ଜୀବନରେ କେହି ଅପରିଚିତ ଆପଣଙ୍କର ସାହାଜ୍ଯ କରିବେ ତେବେ ଜାଣିବେ ପୁନଃ ଜନ୍ମର କରଯ ସୁଝିଗଲେ । ଶସ୍ତ୍ର ଅନୁଯାୟୀ ଦାନ ପୁଣ୍ୟକୁ ବହୁତ ମହତ୍ଵ ଦିଆ ଯାଇଛି । ତେଣୁ ମଣିଷକୁ ପୂଣ୍ୟ ରୂପୀ ଧନକୁ ଜୀବନରେ ଜମା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *