ଆମ ଜୀବନରେ ବହୁତ ଉଥନ ପତନ ଲାଗି ରହିଥାଏ । କେତେବେଳେ ଆମେ ଖୁସି ରହିଥାଉ ଓ କେତେବେଳେ ଦୁଖୀ । ଆମ ଜୀବନରେ ସୁଖ ଓ ଦୁଃଖ ଦୁଇ ଟି ଜିନିଷ ଆସିଥାଏ । ତେବେ ବେଳେବେଳେ ଏପରି ସମସ୍ୟା ମଧ୍ୟ ଆସିଥାଏ ଯାହାକୁ ନେଇ ମଧ୍ୟ ଆମେ ଅନେକ ଦିନ ଦୁଃଖୀ ରହିଥାଉ । କିନ୍ତୁ ଆମେ ଜାଣିନୁ କି ଆମ ଜୀବନରେ ସମସ୍ୟା ବା ଦୁଃଖ କାହିଁକି ଆସିଥାଏ । କେଉଁ କାରଣରୁ ଜୀବନରେ ସମସ୍ୟା ଆସିଥାଏ ।
ତେବେ ଏହି ସବୁ ଦୁଃଖ ଓ କଷ୍ଟ ସୁଖ ଓ ଖୁସି ଆଦି ଆମର ଗ୍ରହ ମାନଙ୍କର ଗତି ଉପରେ ନିର୍ଭର କରିଥାଏ । ଯେଉଁ ଜାତକଙ୍କର ଗ୍ରହ ମାନଙ୍କର ସ୍ଥିତି ଯେଉପରି ହୋଇଥାଏ ସେମାନଙ୍କ ଜୀବନରେ ସେହି ଭଳି ସ୍ଥିତି ରହିଥାଏ । ତେବେ ଫ୍ରେବୃୟାରୀ ମାସ ଶେଷ ହେଲା ।
ଵର୍ତମାନ ମାର୍ଚ୍ଚ ମାସ ଆରମ୍ଭ ହୋଇଛି ଏହି ମାର୍ଚ୍ଚ ମାସ ରେ କିଛି ରାଶୀଙ୍କ ର ଭାଗ୍ୟ ପରିଵର୍ତନ ହେବାକୁ ଯାଉଛି । ଆମ ହିନ୍ଦୁ ଧର୍ମ ରେ କୁହାଯାଇଛି କି ମଣିଷର ୩୨ ଟି ରାଜକୀୟ ଯୋଗ ଅଛି । ଯଦି କାହାର ପ୍ରତେକ ରାଜକୀୟ ଯୋଗ ପୂର୍ଣ ହୋଇଥାଏ ତେବେ ସେମାନଙ୍କ ଜୀବନ ରାଜା ପରି ବିତିଥାଏ ।
ତେବେ ଏହି ରାଶିର ଲୋକମାନଙ୍କ ସମ୍ଭନ୍ଧରେ ଜାଣିବା ଓ କେଉଁ କେଉଁ ରାଶୀଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ଶୁଭ ଫଳ ଆଣିବ ତାହା ମଧ୍ୟ ଜାଣିବା । ସିଂହ ରାଶି – ଏହି ରାଶିର ଲୋକମାନେ ରାଜା ପରି ଜୀବନ ବ୍ୟତୀତ କରିବେ । ଏମାନଙ୍କ ଜୀବନରେ ଏମାନେ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳ ହେବେ ।
ନିଜ ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ହେବ । ଚାକିରୀରେ ସ୍ଥାନ ପରିଵର୍ତନ ମଧ୍ୟ ହୋଇପାରେ । ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଏହା ସହ ଜଡିତ ଅନେକ ସୁଯୋଗ ମିଳିବ । ତେବେ ଏହି ରାଶିର ଲୋକମାନଙ୍କ ପାଇଁ ମାର୍ଚ୍ଚ ମାସ ଟି ବହୁତ ଶୁଭ ରହିବ ।
ଦ୍ଵତୀୟ ରାଶି ହେଉଛି ତୁଲା ରାଶି – ଏହି ରାଶିର ଲୋକମାନଙ୍କ ର ଯଦି କୌଣସି କାର୍ଯ୍ୟ ଅଧାରୁ ରହିଯାଇଛି ବା କୌଣସି କାରଣ ବଶତଃ ଏହା ପୁରା ହୋଇପାରୁ ନାହିଁ । ତେବେ ସେହି କାର୍ଯ୍ୟ ଏହି ମାର୍ଚ୍ଚ ମାସରେ ପୁରା ହେବ । ଏମାନଙ୍କର ଚାକିରୀରେ ପଦୋନ୍ନତି ହେବ । ବୈବାହିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପଢ଼ା ରେ ଉନ୍ନତି କରିବେ ଓ ଶୁଭ ଫଳ ପାଇବେ । ଚାକରିରେ ସହକର୍ମୀଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ।
ଘରେ ଶାନ୍ତି ଓ ଶୃଙ୍ଖଳା ପରିବେଶ ରହିବ । ତୃତୀୟ ରାଶି ହେଉଛି ମକର ରାଶି – ଏହି ରାଶିର ଲୋକମାନଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଏମାନଙ୍କର ସମାଜରେ ଏକ ପ୍ରତିଷ୍ଠା ରହିବ । ଏହି ରାଶିର ଲୋକମାନଙ୍କୁ ଚାକିରିର ନୂଆ ଅବସର ମିଳିବ । ଏମାନଙ୍କ ଜୀବନ ଏବେ ରାଜା ଭଳି ବ୍ୟତୀତ ହେବ । ଅର୍ଥାତ କହିବାକୁ ଗଲେ ଏହି ମାର୍ଚ୍ଚ ମାସଟି ମକର ରହି ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ।