ମାର୍ଚ୍ଚ 2022 ବୃଷ ରାଶି ପାଇଁ ଆଣିକି ଆସିଛି କିଛି ବଡ ଖବର, ଏହି 5ଟି କାମରେ ସଫଳତା ସୁନିଶ୍ଚିତ

ଆଜି ଆମେ ଜାଣିବା ବୃଷବ ରାଶିଙ୍କର ୨୦୨୨ ର ମାର୍ଚ ମାସ କିପରି କଟିବ ତାହା ସମ୍ବନ୍ଧ ରେ ଜାଣିବା । ଗ୍ରହ ମାନଙ୍କର ଗୋଚର କୁ ଦେଖି ଆଜି ଆମେ ଜାଣିବା ଯେ ମାର୍ଚ ମାସରେ କେଉଁ କାର୍ଯ୍ୟ କଲେ ସେଥିରେ ସଫଳତା ପାଇବେ ଓ କେଉଁ କାର୍ଯ୍ୟ କରିବା ଦ୍ଵାରା ଏମାନଙ୍କର କ୍ଷତି ହୋଇଥାଏ । ଏହି ରାଶିଙ୍କର ଗୋଚର ରେ ଜୀବନରେ ଉଥନ ପତନ ଲାଗି ରହିଥାଏ । ଯଦି ଆପଣ ଏହି ରାଶି ମାନଙ୍କ ଗୋଚର ସମ୍ପର୍କରେ ଜାଣିବେ ଯଦି ତେବେ ଆପଣ ଆଗୁଆ ସତର୍କ ହେବେ ।

ତେବେ ବୃଷଭ ରାଶି ର ଜାତକ ଗୁରୁ କୁମ୍ଭ ରାଶି ଓ ଶନି ମକର ରାଶିରେ ଗୋଚର କରୁଛନ୍ତି । କେତୁ କୁମ୍ଭ ରାଶିରେ ଗୋଚର କରିବେ । ଏଥିରେ ମେଜର ରାଶିରେ କୌଣସି ପ୍ରଭାବ ପଡିବ ନାହିନ । ମାଇନର ରାଶି ଉପରେ ଏହାର ପ୍ରଭାବ ପଡିବ । ଯଦି ଆପଣ କ୍ଯାରିୟର କଥା କହିବେ ତେବେ କ୍ଯାରିୟର ର ଅଧିପତି ରହିବେ ଗୁରୁ ।

କ୍ଯାରିୟର କ୍ଷେତ୍ର ଆପଣଙ୍କ ପାଇଁ ଅନୁକୂଳ ରହିବ । ଜ୍ୟୋତିଶ ଗଣନା ହିସାବରେ କହିଲେ ଆପଣ ଯଦି ଅଳ୍ପ କଷ୍ଟ କରିବେ ନିଜ କାର୍ଯ୍ୟ କୁ ନିଷ୍ଟା ରେ କରିବେ ତେବେ ଆପଣଙ୍କ ଭବିଷ୍ୟତ ଉଜ୍ଜଳ ହେବ ଓ ସଫଲତା ପାଇବେ । ଏହି ରାଶିର ଲୋକ ମାନଙ୍କୁ ଧର୍ଜ୍ୟ ର ସହ କାର୍ଯ୍ୟ କରିବାକୁ ପଡିବ ।

ନିଜକୁ ଶ୍ରେଷ୍ଠ ମାନିବା ବି ଉଚିତ ନୁହେ । ଗର୍ବ କରିବେ ନାହି । ଯେଉମାନେ ବେରୋଜଗାରି ଅଛନ୍ତି ତେବେ ସେମାନଙ୍କୁ ନୂଆ ଚାକିରି ର ଅବସର ମିଳିବ । ପ୍ରୁଣା ବ୍ୟବସାୟ ଥିଲେ ଏଥିରେ କିଛି କ୍ଲେଶ ଦେଖାଦେବ । ଏହି ମାସରେ ଆପଣ ଯଦି ନୂଆ ବ୍ୟବସାୟ କରିବେ ଲାଭ ପାଇବେ ।

ଭୌତିକ ଖର୍ଚ ରେ ଆପଣ ପଇସା ବ୍ୟୟ କରିବେ । ପାରିବାରିକ ଜୀବନରେ କୌଣସି ବ୍ୟବଧାନ ଦେଖାଯିବ । ଜୀବନରେ ଅନ୍ୟଥା ଖର୍ଚ କରନ୍ତୁ ନାହିନ । ଆପଣ ଯଦି ଛାତ୍ର ହୋଇଥାନ୍ତି ତେବେ ଆପଣ ଯେଉଁ ପ୍ରତିଯୋଗୀତା ରେ ଭାଗ ନେବେ ଆପଣ ସଫଳ ହେବେ । ଆପଣଙ୍କ ପରୀକ୍ଷାରେ ମଧ୍ୟ ଭଲ ହବେ କିନ୍ତୁ କଷ୍ଟ କରିବାକୁ ପଡିବ ।

ବୈବାହିକ ଜୀବନ ରେ ଆପଣଙ୍କର ନିଜ ପାର୍ଟନର ସହ ବିଛେଦ ବିବାଦ ହୋଇପାରେ । ଘରକୁ କୌଣସି ନୂଆ ଅତିଥି ଆସିପାରନ୍ତି । ପ୍ରେମ ଜୀବନ ସମ୍ଭାନ୍ଧ ରେ କହିଲେ ତେବେ ଏହା ଭଲ ରହିବ । ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ରହିବ । ସମୟ ରେ ଶୋଇବା ସମୟରେ ଉଠିବା ଅଭ୍ଯାସ କରନ୍ତୁ । ତେଲ ଜାତୀୟ ଜିନିଷ ଖାଆନ୍ତୁ ନାହି ଓଜନ ବଢିପାରେ ।

ଏହି ସମୟରେ ଆପଣ କଣ ଉପାୟ କରିବେ ତାହା ଜାଣନ୍ତୁ । ଏହି ସମୟ ମଧ୍ୟରେ ଆପଣ ସକାଳୁ ଉଠି ସୂର୍ଯ୍ୟ ନମସ୍କାର ବା ବ୍ୟାୟମ କରନ୍ତୁ । ମନରେ ସ୍କାରତ୍ମକ ଚିନ୍ତା ରକ୍ଷାନ୍ତୁ । ମନ , ବଚନ ଓ କର୍ମ ରୁ ଯେପରି କୌଣସି ବ୍ୟକ୍ତିଙ୍କୁ କଷ୍ଟ ନ ଦିଅନ୍ତୁ । ଧାର୍ମିକ ବହି ପୁରାଣ ଆଦି ପଢନ୍ତୁ ।

Leave a Reply

Your email address will not be published. Required fields are marked *