ମାତ୍ର 2 ମିନିଟରେ ହଳଦିଆ ଦାନ୍ତ ମୋତି ଭଳି ଚମକିବ, କେମିତି ଜାଣିବା ପାଇଁ ଦେଖନ୍ତୁ- Healthy Tips

ବନ୍ଧୁଗଣ ଅନେକ କାରଣ ପାଇଁ ଆମ ଦାନ୍ତ ହଳଦିଆ ବା କଳା ପଡିଯାଏ । ଯାହା ପାଇଁ ଆମର ବ୍ୟକ୍ତିତ୍ବ କମ ହୋଇଯାଏ । ଯଦି ଆପଣଙ୍କର ଦାନ୍ତ ସୁନ୍ଦର ନ ଦେଖାଯିବା ତେବେ ଆପଣ କାହା ସହ ଖୋଲିକି କଥା ହେବାକୁ ଲାଜ କରିଥାନ୍ତି । ଯଦି ଆପଣ ନିଜର ଦାନ୍ତକୁ ପ୍ରାକୃତିକ ଉପାୟରେ ଧଳା କରିବାକୁ ଚାହୁଁଛନ୍ତି ବ ହଳଦିଆ ବା କଳା ପଡିଥିବା ଦାନ୍ତ କୁ ସଫା କରିବାକୁ ଚାହୁଁଛନ୍ତି ତେବେ ଆଜିର ଏହି ଘରୋଇ ଉପଚାର ବିଷୟରେ ନିଶ୍ଚୟ ଜାଣନ୍ତୁ । ଏହା ଏମିତି ଏକ ଚମତ୍କାରୀ ଉପଚାର ଅଟେ ଯାହା ୨ ମିନିଟରେ ଆପଣଙ୍କର ଦାନ୍ତକୁ ମୋତି ଭଳି ଚମକାଇ ଦେବ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଏହି ରେମଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ୭ରୁ ୮ଟି ଲବଙ୍ଗ । ଲବଙ୍ଗ ଦାନ୍ତ ଜନିତ ଅନେକ ପ୍ରକାରର ସମସ୍ୟାକୁ ଦୂର କରିତହାଏ । ଏହା ଦାନ୍ତରେ ପୋକ, ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ । ୭ରୁ ୮ଟି ଲବଙ୍ଗ ନେଇ ଏହାର ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଆପଣଙ୍କୁ ଅନ୍ୟ ଏକ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଉଛି ଲୁଣ । ଲବଙ୍ଗ ଓ ଲୁଣର ମିଶ୍ରଣ କରିଲେ ଦାନ୍ତ ରେ ବହୁତ ଭଲ ଫାଇଦା ମିଳିଥାଏ । ଏହି ୨ଟି ସାମଗ୍ରୀ ଦନ୍ତ କୁ ନ୍ୟାଚୁରାଲି ୱ୍ହାଇଟ କରିଥାଏ । ଲୁଣରେ ଆଣ୍ଟି ବ୍ୟାକ୍ଟେରିୟାଲ ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଦାନ୍ତରେ ଥିବା ବ୍ୟାକ୍ଟେରିୟା ଦୂର କରିଥାଏ ।

ଆପଣ ଏଥିରେ ଚିମୁଟାଏ ଲୁଣର ପ୍ରୟୋଗ କରନ୍ତୁ । ଏହା ପରେ ଆଡ କରନ୍ତୁ ହଳଦୀ ଯାହା ଦାନ୍ତ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ହଲଦି ଦାନ୍ତକୁ ଧଳା କରିବା ସହ ଦାନ୍ତର ଅନେକ ପ୍ରକାରର ରୋଗ ଦୂର କରିଥାଏ । ଯଦି ଆପଣ ପ୍ରତେକ ଦିନ ହଳଦୀ ଓ ନଡିଆ ତେଲ ମିଶାଇ ବ୍ରସ କରିବେ ତେବେ ଦେଖିବେ ଆପଣଙ୍କର ଦାନ୍ତ ଜନିତ ସମସ୍ଯା ଦୂର ହେବାରେ ଲାଗିବ । ଏହା ପରେ ଆଡ କରନ୍ତୁ ଲେମ୍ବୁ ଯାହା ଦାନ୍ତ ପାଇଁ ଲାଭଦାୟକ ଅଟେ । ଫାଳେ ଲେମ୍ବୁର ରସ ଏହି ୩ଟି ସାମଗ୍ରୀରେ ପକାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଅଳ୍ପ ପାଣିର ପ୍ରୟୋଗ କରନ୍ତୁ । ଶେଷ ସାମଗ୍ରୀ ହେଉଛି ଟୁଥପେଷ୍ଟ ଯାହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଆପଣ ଯେମିତି ବ୍ରସ କରନ୍ତି ସେମିତି ବ୍ରସ ସାହାଯ୍ୟରେ ଏହି ମିଶ୍ରଣ କୁ ଦାନ୍ତରେ ପ୍ରୟୋଗ କରନ୍ତୁ । ଦେଖିବେ ମାତ୍ର ୨ମିନିଟ ରେ ଦାନ୍ତ ଧଳା ହେବାରେ ଲାଗିବ । ହଳଦିଆ ଦାନ୍ତ ହୋଇଥିଲେ ଧୀରେ ଧୀରେ କମିବାରେ ଲାଗିବ ।

ଆପଣଙ୍କର ଦାନ୍ତ ଅଳ୍ପ ହଳଦିଆ ପଡିଥିଲେ ସପ୍ତାହକୁ ଥରେ ଏହାର ପ୍ରୟୋଗ କରନ୍ତୁ । ଯଦି ଆପଣଙ୍କର ଦାନ୍ତ ବହୁତ ଅଧିକ ହଳଦିଆ ପଡିଛି ତେବେ ସେମାନେ ଏହାକୁ ସପ୍ତାହକୁ ୨ ଥର ପ୍ରୟୋଗ କରନ୍ତୁ । ଦେଖିବେ ବହୁତ ଭଲ ରେଜଲ୍ଟ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *