ମୟୂର ପଙ୍ଖ ଘରକୁ ଆଣେ ଅଚାନକ ପଇସା, ଜାଣନ୍ତୁ 20ଟି ଚମତ୍କାରି ଫାଇଦା- Vastu Tips

ମୟୂର ପଙ୍ଖର କିଛି ବିଷେୟା ଗୁଣ ରହିଛି । ପୌରାଣିକ କଥା ଅନୁସାରେ ମୟୂର ପଙ୍ଖର ବିଶେଷ ମହତ୍ଵ ରହିଛି । ସେହି ସମୟରେ ରୁଷୀ ମାନେ ଲେଖାଲେଖି କରିବା ପାଇଁ ମୟୁର ପଙ୍ଖର ବ୍ୟବହାର କରୁଥିଲେ । ସେଥିପାଇଁ ଏହାକୁ ପ୍ରମୁଖ ସ୍ଥାନ ଦିଆ ଯାଇଛି । ଭବାଗନ ବିଶୁଣୁଙ୍କ ମୁକୁଟରେ ସ୍ଥାନ ମିଳିଛି  ଓ ଶ୍ରୀକୃଷ୍ଣ ନିଜ ମଥାରେ ମୟୂର ପଙ୍ଖ ଧାରଣ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ମୟୂର ପଙ୍ଖର କିଛି ଚମତ୍କାରୀ ଲାଭ ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ବ୍ୟକ୍ତି ଘରେ ଦୁଇଟି ମୟୂର ପଙ୍ଖ ରଖିଥାଏ ତେବେ ସେହି ଘରେ କେହି ଅଲଗା ହୁଅନ୍ତି ନାହି । ପରିବାରରେ ସର୍ବଦା ସଦସ୍ୟ ମାନେ ଏକତ୍ର ହୋଇ ରହିଥାନ୍ତି । ଯେଉଁ ବ୍ୟକ୍ତି ନିଜ ପାଖରେ ମୟୂର ପଙ୍ଖ ରଖିଥାଏ ସେହି ବ୍ଯକ୍ତିର କେବେ ଅମଙ୍ଗଳ ହୁଏ ନାହି ।

୨- ମୟୁର ପର ଘରେ ରଖିଲେ ଘରେ ନାକାରାତ୍ମକ ଶକ୍ତିର ବିନାଶ ହୋଇ ସାରାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଯଦି ଆପଣଙ୍କ ପିଲା ଠିକ ଭାବେ ପାଠ ପଢୁ ମାହି ତେବେ ତାର ବ୍ୟାଗରେ ମୟୁର ପର ରଖିଲେ ବୁଦ୍ଧିମାନ ହୋଇଥାଏ ।

୩- ମନିପର୍ସରେ ମୟୂର ପର ରଖିଲେ ରାହୁ ଦୋଷ ଦୂର ହୋଇଥାଏ । ଆପଣ ନିଜ ପାଖରେ ମୟୂର ପର ରଖିଲେ ସାପ ଚୋଟ ମାରିବାର ଚାନ୍ସ କମ ଥାଏ । ଏହା ସହ ମୟୂର ପର ମୁଣ୍ଡରେ ଧାରଣ କରିଲେ ବିଦ୍ୟା ଲାଭ ହୋଇଥାଏ ।

୪- ଘରର ମୁଖ୍ୟ ଦ୍ଵାରା ଯଦି ବାସ୍ତୁ ବିରୁଦ୍ଧ ଅଟେ ତେବେ ୩ଟି ମୟୁର ପର ଲଗାଇ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଜୀବନରେ ଅଚାନକ କୌଣସି ବିପଦ ଆସିଯାଏ ତେବେ ଘରର ଅଗ୍ନି କୋଣରେ ମୟୁର ପର ଲଗାଇଲେ ସବୁ ଠିକ ହୋଇଯାଏ ।

୫- ଯଦି ଦାଂପତ୍ଯ ଜୀବନରେ ସର୍ବଦା କଳହ ଲାଗି ରହୁଥାଏ ତେବେ ଆପଣ ଦୁଇଟି ମୟୁର ପର ନିଜ ଫୋଟୋରେ ଲୁଚାଇ ରଖନ୍ତୁ । ଏପରି କରିବା ଦ୍ଵାରା ବିବାଦ ଦୂର ହେବା ସହ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଗଢି ଉଠିବ ।

୬- ମୟୁର ପର ରାତିରେ ଘରର ଅଗଣାରେ ରଖିବା ଦ୍ଵାରା ଖରାପ ଶକ୍ତିର ନାସ ହୋଇଥାଏ । ମୟୁର ପର ନିଜ ପାଖରେ ରଖିଲେ ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ । ଏହା ସହ ମୁଣ୍ଡ ତଳେ ମୟୁର ପର ରଖି ସୋଇଲେ ଖରାପ ସ୍ଵପ୍ନ ଆସେ ନାହି ।

୭- ଯଦି ଆପଣନାକୁ କେହି ମୟୁର ପର ଦେଇଥାନ୍ତି ତେବେ ଆପଣଙ୍କ ଜୀବନରେ ପ୍ରଗତି ଆସିଥାଏ । ମୟୂର ପରକୁ ଶୁଭ ସମୟରେ କିଣିଲେ ଜୀବନରେ ସଫଳତା ଆସିଥାଏ । ଘରର ଦକ୍ଷିଣ-ପୂର୍ବ କୋଣରେ ମୟୁର ପର ଲାଗିଲେ ଘରର ଉନତି ହେବା ସହ ଧନର ବୃଦ୍ଧି ହୋଇଥାଏ ।

୮- ମୟୁର ପର କିଣିବା ସମୟରେ ଧ୍ୟାନ ରଖିବେ ଯେପରି ତାହା ଭାଙ୍ଗି ନ ଯାଇଥାଏ । ଏହା ସହ ମୟୁର ପର ଘରକୁ ଆଣିବା ପରେ ଭଗବାନ କୃଷ୍ଣଙ୍କ ପାଦ ତଳେ ରଖିଲେ ଘର ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *