ମେଷ ରାଶି ଆଗାମୀ 44 ଦିନ ମଧ୍ୟରେ ଘଟିବ ବହୁତ ଭୟଙ୍କର ଘଟଣା, ଶୀଘ୍ର ଦେଖନ୍ତୁ

ଆଗାମୀ ୪୪ ଦିନ ମଧ୍ୟରେ ଜୀବନରେ ବହୁତ ପରିବର୍ତନ ଆସିବାର ଅଛି । ଯାହାକି ଜୀବନର ଗତିପଥ ବଦଳିଯିବ । ଏହି ମେଷ ରାଶିର ସ୍ଵାମୀ ମଙ୍ଗଳ ଗ୍ରହ ଯାହାକି ସ୍ତିଟିକୁ ବଦଳାଇଦେବ । ଜୀବନରେ ଯାହାବି କଷ୍ଟ ଆସୁଥିଲା ତାହା ଦୂର ହେବ । ବ୍ଯେବସାୟ ବା ଚାକିରିରେ କମ ପରିଶ୍ରମରେ ବହୁତ ଫଳ ପ୍ରାପ୍ତି ହେବ । ଏହି ରାଶି ର ବ୍ୟକ୍ତି ସବୁବେଳେ କର୍ମରେ ରହିଥାନ୍ତି । କିପରି କର୍ମର ଫଳ ଅଧିକ ରହିବ ସେହି ଚେଷ୍ଟାରେ ରହିଥାନ୍ତି ।

କୌଣସି ବାଧା ଆସିଲେ ଅଟକି ଯାଇନଥାନ୍ତି । ମଙ୍ଗଳ ଗ୍ରହର କୃପାରୁ ଯେଉ ଚାକିରି ଚାହୁଛନ୍ତି ତାହା ଅତି ଶୀଘ୍ର ମିଳିଯିବ । ଖେଳକୁଦ କରୁଥିବା ବ୍ୟକ୍ତି ବହୁ ଆଗକୁ ଯାଇପାରନ୍ତି । କର୍ମ ଦ୍ଵାରା ମା ବାପା ଙ୍କର ନା କୁ ଉଚ୍ଚ କରିବେ । ଯେଉ ବ୍ୟକ୍ତି ଚାକିରିର ଅପେକ୍ଷା ରେ ଅଛନ୍ତି ତ ସେଥିରେ ସଫଳ ହେବେ । ବିଦେଶକୁ ଯିବାର ଯୋଗ ଅଛି । ବିଦେଶରେ ବିବାହ ହେବାର ଯୋଗ ରହିଛି । ଯେଉ ମାନେ ବିବାହ କରିବାର ଅପେକ୍ଷାରେ ଅଛନ୍ତି ତ ଜନ୍ମ ଭୂମି ଠାରୁ ଦୂରରେ ହେବ ।

ଏହି ୪୪ ଦିନ ମଧ୍ୟରେ କିଛି କ୍ରୋଧରେ ରହିପାରନ୍ତି । କିଛି ସ୍ଵପ୍ନ ପୂରଣ ହୋଇପାରେ । ନିଜ ସ୍ଵଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ମଙ୍ଗଳ ଶକ୍ତି ଯୁଧ୍ୟର କାରକ ଅଟନ୍ତି । ଓ ଅଗ୍ନି ତତ୍ଵ ପ୍ରଦାନ  ଅଟନ୍ତି । ଏହି କାରଣରୁ ସ୍ବଭାବରେ କ୍ରୋଧ ଆସିପାରେ । ନିଜର ବ୍ୟକ୍ତିଙ୍କ ସହିତ ମନାନ୍ତର କି ମତାନ୍ତର ହୋପରେ ଏହି ପ୍ରତି ଧ୍ୟାନ ଦେବେ । ଯଦି ଆପଣଙ୍କର ସ୍ଵପ୍ନ ଅଛି ଘର କରିବା ପାଇ ଚାହୁଛନ୍ତି ତ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ପାଠ ପଢୁଥବା ବ୍ୟକ୍ତିଙ୍କ ପାଇ ଏହି ୪୪ ଦିନ ବହୁତ ଭଲ ରହିବ ।

କୌଣସି ଶାରୀରିକ ଯନ୍ତ୍ରଣା ପାଉଥିଲେ ମଙ୍ଗଳଙ୍କ କୃପାରୁ ସେ ସବୁ ସମସ୍ଯା ଦୂର ହେବ । ପରିବାର କୌଣସି ଲୋକ ବା ସାଙ୍ଗ ସାଥି ଙ୍କ ସହ କଥା ହେବ ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହା ଦ୍ଵାରା ସମସ୍ତଙ୍କର ମଙ୍ଗଳ ହେବ । ମଙ୍ଗଳଙ୍କ ସ୍ଵାମୀ ମାଧ୍ୟମ ସ୍ଥିତିରେ ଆସିଥାନ୍ତି ତ ସେହି ସମୟରେ ବହୁତ ଶୁଭ ହୋଇଥାଏ । ମଙ୍ଗଳ ଅକେତୁଙ୍କର ଅଙ୍ଗରକ ଦୋସ ରହିଛି । ଏହି ସମୟରେ ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ ସିନ୍ଦୁର ଚଢାନ୍ତୁ ।

ଏହି ସମୟରେ ମୁଙ୍ଗାରତ୍ନର ଦାନ କରନ୍ତି ତ ସବୁ ସମସ୍ୟାର ଅନ୍ତ ହେବ । ଯଦି ଏହି ସମୟରେ କିଛି ବଡ କାର୍ଯ୍ୟ କରୁଛନ୍ତି ତ ବଡ ଭାଇ ବା ଭାଉଜ ଙ୍କ ସମ୍ମତିରେ କାର୍ଯ୍ୟ ଆରମ୍ଭ କରନ୍ତୁ ସବୁ ଶୁଭ ହେବ । ଭାଇ ଓ ଭାଉଜଙ୍କ ପରାମର୍ଶରେ କାର୍ଯ୍ୟ ଆରମ୍ଭ କରିବା ଦ୍ଵାରା ଶୀଘ୍ର କାର୍ଯ୍ୟ ସମାପ୍ତ ହେବ । କୌଣସି ଧର୍ମ ସ୍ଥାନରେ ମଙ୍ଗଳ ବାରଦିନ ଚାଉଳ ,କ୍ଷୀର ,ଗୁଡ ବା ଧାନ ଦାନ କରୁଛନ୍ତି ତ ସମସ୍ତ କାର୍ଯ୍ୟରେ ସଫଳ ହେବେ । ଯଦି ଆପଣମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *