Methi Benefits- ମେଥି ପାଣି ପିଇବାର ଫାଇଦା ଜାଣି ବିଶ୍ଵାସ ହେବନି, ମୂଳରୁ ଭଲ ହୋଇଯିବ ଏହି 10ଟି ରୋଗ

ବନ୍ଧୁଗଣ ଆପଣ ଜାଣିଥିବେ ମେଥି କୁ ଆମେ ମାସଲ ଭାବେ ପ୍ରାୟତ ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ମେଥି କେବଳ ମସାଲା ନୁହେଁ ବରଂ ଗୋଟିଏ ଔଷଧ ରହିଛି ଯାହା ଅନେକ ଗୁଡାଏ ରୋଗକୁ ମୂଳରୁ ଶେଷ କରି ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ମେଥି ଦାନାର ଉପକାରିତା ସହ ଏହାକୁ କେମିତି ତିଆରି କରିଲେ ସେବନ କରିଲେ ଏହା ଅଧିକ ଲାଭଦାୟକ ହେବ ସ୍ୱାସ୍ଥ୍ୟ ପାଇଁ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମେଥି ପାଣି ସେବନ କରିଲେ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । କାରଣ ମେଥି ପାଣି ସେବନ କରିଲେ ଭୋକ ଲାଗେ ନାହି । ଏକ ମାସ ମେଥିର ପାଣି ସେବନ କରିଲେ ବହୁତ ଜଲ୍ଦି ଓଜନ ହ୍ରାସ ପାଇଥାଏ । ଏହା ଶରୀରକୁ ଚର୍ବିକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

୨- ମେଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମଫ୍ଲାମେଟରୀ ଗୁଣ ରହିଥାଏ । ତେଣୁ ମେଥି ପାଣିର ସେବନ କରିଲେ ଏହା ଗଣ୍ଠିଆ ରୋଗରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହାର ଲଗାତାର ସେବନ କରିଲେ ଗଣ୍ଠିଆ ରୋଗ ମୂଳରୁ ଶେଷ ହୋଇଥାଏ ।

୩- ମେଥି ପାଣିର ସେବନ କରିଲେ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ । ଭଲ କୋଲେଷ୍ଟ୍ରାଲ ଲେବଲ ଅବଧିବା ସହ ହାର୍ଟ ଆଟାକର ସମସ୍ଯା ହୋଇଥାଏ ।

୪- ମେଥିରେ ଗୋଟେ ଏମିତି ଉପାଦାନ ରହିଥାଏ ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

୫- ମେଥିରେ ପ୍ରଚୁର ପରିମାନରେ ଫାଇଭର ରହିଥାଏ ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କାରିଥାଏ । ଶରୀରକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ।

୬- ଯଦି ଆପଣ ମେଥି ପାଣିର ସେବନ ପ୍ରତିଦିନ ସକାଳୁ ଖାଲି ପେଟରେ କରିବେ ତେବେ କିଡନି ଥିବା ଷ୍ଟୋନ ବହୁତ ଜଲ୍ଦି ୟୁରିନ ସହ ବାହାରି ଯାଇଥାଏ । ତେଣୁ କିଡନି ଷ୍ଟୋନ ଥିବା ରୋଗୀ ପ୍ରତିଦିନ ମେଥି ପାଣିର ସେବନ କରିବା ଦରକାର ।

୭- ଡାଇବେଟିସ ରୋଗୀଙ୍କ ମେଥି ପାଣି ଅମୃତତୁଲ୍ୟ ହୋଇଥାଏ । ମେଥି ପାଣିର ସେବନ କରିବା ଦ୍ଵାରା ରକ୍ତରେ ସୁଗାରର ମାତ୍ରାକୁ ନିୟନ୍ତ୍ର ଅରିଥାଏ । ଡାଇବେଟିସ ଅଧିକ ଥିଲେ ଉଷୁମ ପାଣିରେ ମେଥି ପକାଇ ଏହାର ସେବନ କରିଲେ ଲାଭଦାୟକ ହୋଇଥାଏ ।

୮- ମେଥି ସବୁ ପ୍ରକାରର ତ୍ଵଚା ରୋଗ ଯେମିତିକି ଜଳାପୋଡା, ବଥ, ଘାଆ ଆଡିକୁ ଜଲ୍ଦି ଠିକ ହେବାରେ ସାହାଜ୍ଯ କରିଥାଏ । ଯଦି ଆପଣ ଖାଦ୍ୟ ଖାଇବାର ଅଧିକ ସମୟ ଯାଏଁ ଖାଦ୍ୟ ହଜମ ହେଉ ନାହି ତେବେ ଉଷୁମ ପାଣିରେ ଏକ ଚାମଚ ମେଥି ପାଉଡର ପକାଇ ସେବନ କରନ୍ତୁ ।

୯- ଯଦି କେଶ ପତଳା, ଶୁଷ୍କ, ରୂପୀ ସମସ୍ଯା ହେଉଛି ଏଥିପାଇଁ ନଡିଆ ତେଲରେ ୩ ଚାମଚ ମେଥି ପକାଇ ଏହାକୁ ଗରମ କରି ଥଣ୍ଡା ହେବ ପରେ ଏହାକୁ କେଶରେ ଲଗାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *