ମିଠା ବାଣ୍ଟିବାକୁ ହୋଇଯାନ୍ତୁ ପ୍ରସ୍ତୁତ, 18 ରୁ 22 July ଏହି ରାଶିଙ୍କୁ ମିଳିବ ବଡ ଖୁସି ଖବର

ଆଜି ଆମେ ଆପଣଙ୍କୁ ସେହି ଭାଗ୍ୟ ଶାଳୀ ରାଶି ମାନଙ୍କ ନାମ କହିବାକୁ ଯାଉଛୁ ଯାହାର ଭାଗ୍ୟ ଆକାଶ ଛୁଇଁବାକୁ ଯାଉଛି । ଆମ ଜୀବନ ରେ ଘଟୁଥିବା ମୁଖ୍ୟ କାରଣ ଗ୍ରହ ମାନଙ୍କ ଚଳନ ହୋଇଥାଏ । ଏହି କାରଣ ରୁ ଆମେ ଆମ ଜୀବନରେ ସୁଖ ଦୁଃଖ ଓ ହାନି ଲାଭ ର କାରଣ ଜାଣିପାରିଥାଉ । ଗ୍ରହ ମାନଙ୍କ ଚଳନ ଏପରି ବନିବାକୁ ଯାଉଛି ଯେ ବଦଳି ଜିବ ସେମାନଙ୍କ ଭାଗ୍ୟ । ଚମକି ଉଠିବ ସଂସାର । ଏମାନଙ୍କୁ ନିଜ ଜୀବନ ରେ ବୋହୁତ ବଡ଼ ସଫଳତା ମିଳିବାକୁ ଯାଉଛି । କୁଣ୍ଡଳୀ ରେ ଭଗବାନ ଶିବ ଓ ମାତା ଲକ୍ଷ୍ମୀଙ୍କ କୃପା ପଡ଼ିବାକୁ ଯାଉଛି ।

ଭଗବାନ ଆପଣଙ୍କ ଜାତକରେ ରାଜା ଯୋଗ ସ୍ଥାପନ କରୁଛନ୍ତି । ଆସିବାକୁ ଯାଉଥିବା ସମୟ ରେ ବିଭିନ୍ନ ପ୍ରକାର ର ସମସ୍ୟା ଦୂର ହେବ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ହାସଲ କରିପାରିବେ । ମାତ ଲକ୍ଷ୍ମୀ ଙ୍କ ଦ୍ଵାରା ଉତ୍ତମ ଆଶୀର୍ବାଦ ପ୍ରାପ୍ତ ହେବ । ଧନପ୍ରାପ୍ତ ର ଯୋଗ ରହିଛି । ଆସୁଥିବା ସମୟ ଅତ୍ୟନ୍ତ ଖୁସି ରହିବ । ମାତ ଲକ୍ଷ୍ମୀ ଙ୍କ ଦ୍ଵାରା ସହଯୋଗ ପ୍ରାପ୍ତ କରିବେ ।

ଇଜ୍ଜତ ବଢିବ । ଆପଣ ଭାବୁଥିବେ ସମସ୍ତ କାର୍ଯ୍ୟ ସଫଳ ହେବ । ମନ ର ବୋଝ ହାଲ୍କା ହେବ । ଦୂର ଯାତ୍ରା ର ଯୋଗ ରହୁଚି । ଶିକ୍ଷା , ଚାକିରି , ବ୍ୟାପାର, ବନିଜ୍ୟ ରେ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ର ରେ କିସ୍ମତ ର ପୁରା ସାଥ ରହିବ । ବୈବାହିକ ଜୀବନ ରେ ଖୁସି ଆସିବାକୁ ଯାଉଅଛି । ସନ୍ତାନ ପ୍ରାପ୍ତି ପାଇଁ ଯୋଗ ରହୁଚି । ସନ୍ତାନ ଙ୍କ ଦ୍ଵାରା କିଛି ଉପହାର ମଧ୍ୟ ମିଳିପାରେ ।

କିସ୍ମତ ର ସାଥ ଯୋଗୁ ରହିଥିବା କାର୍ଯ୍ୟ ପୁନଶ୍ଚ ଆରମ୍ଭ ହୋଇପାରିବ । ଅଟକି ରହିଥିବା କାର୍ଯ୍ୟ ର ଆରମ୍ଭ ରହିବ । ପ୍ରମୋଶନ ମିଳିବ । ପଡୋର୍ଣ୍ଣତି ର ଯୋଗ ମଧ୍ୟ ରହିଛି । ସଫଳତା ର ଶୀର୍ଷ ରେ ପହଞ୍ଚିବେ । ବ୍ୟାପାର ରବଦୁଃଖ ଦୂର ହେବ । ମାଆ ଲକ୍ଷ୍ମୀ ଙ୍କ କୃପା ରୁ ଧନ ର ଅଭାବ ରହିବ ନାହିଁ ।

ତୁଳାରାଶି – ଶିବ ଙ୍କ କୃପା ରୁ ଆୟୁ ର ବୃଦ୍ଧି ଘଟିବ । ସଫଳତା ଅବଶ୍ୟ ପ୍ରାପ୍ତ ହେବ । ବ୍ୟାପାର ରେ ଧନ ଲାଭ ଅଚାନକ ଭାବେ ହେବ । ଖୁସି ଅଚାନକ ଆସିବ । ବାହାର ଦେଶ ର ଯାତ୍ରା ଯୋଗ ରହିଅଛି । ବିଦେଶ ରୁ ଚାକିରି ମିଳିପାରେ । ଜୀବନ ର ଦୁଃଖ ର ଅସମାପ୍ତ ହେବ । ସମସ୍ତ ଅସୁବିଧା ଦୁର ହୋଇଯିବ । ପରିବାର ର ଖୁସି ପ୍ରାପ୍ତ ହେବା । ଅଧିକ ସମୟ ପରିବାର ଓ ନିଜ ଜୀବନ ସାଥି ଙ୍କ ସହ ଅତିବାହିତ କରିବେ । ଜୀବନ ସାଥି ଙ୍କ ଭରପୁର ସୁଯୋଗ ମିଳିବ ।

ମେଷ ରାଶି – ଏହି ସମୟ ରେ ଆପଣ କୌଣସି ନୂତନ କାର୍ଯ୍ୟ କରିପାରିବେ । ଧନ ଲାଭ ର ନୂଆ ନୂଆ ଅବସ୍ଥା ପ୍ରାପ୍ତ କରିବେ । ନୂଆ ନୂଆ ଲୋକ ଙ୍କ ସହ ସମ୍ବନ୍ଧ ବା ସାଙ୍ଗ ହେବାକୁ ଲାଗିବା । କାହାକୁ ଅତି ଜଲଦି ବିଶ୍ୱାସ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂଆ ବର୍ଷ ରେ ନୂତନ ନୂତନ ମାନ୍ୟତା ହାସଲ କରିପାରିବେ ।

କନ୍ୟା ରାଶି – କର୍ମ ଓ ଶିକ୍ଷା କ୍ଷେତ୍ର ରେ ଅଧିକ ପରିଶ୍ରମ କରିବା ଦ୍ଵାରା ସକ୍ଷମ ମିଳିବ । ଆପଣ ଙ୍କ ଆସୁଥିବା ସମୟ ବୋହୁତ ଭଲ ରହିବ । ଅଟକି ରହିଥିବା କାର୍ଯ୍ୟ ସମାପ୍ତି ଘଟିବ । ବ୍ୟବସାୟ ରୁ ଲାଭ ହେବ । ଜୀବନ ରେ ନୂଆ ନୂଆ ଖୁସି ଖବର ମିଳିବାର ଯୋଗ ରହିଅଛି ।

ସିଂହ ରାଶି – ଲୋକ ମାନ ଙ୍କ ଠାରୁ ପରିଚୟ ପାଇବେ । ପାରିଆବ୍ର ଠାରୁ ସ୍ନେହ ପାଇବେ । ଓ ପ୍ରେମିକ ଠାରୁ ପ୍ରେମ ପାଇବେ ବା ଭଲ ପାଇବା ପାଇବେ । ଏମାନେ ନିଜ ଜିନିଷ କୁ ଅନ୍ୟ କୁ ଦେବାକୁ ନାରାଜ ହେବେ । ମାନ ସମ୍ମାନ ପ୍ରାପ୍ତ ହେବା । କାର୍ଯ୍ୟ କ୍ଷେତ୍ର ରେ କିଚିନାଧ୍ୟା ପରିବର୍ତ୍ତନ ଘଟିପାରେ । ବ୍ୟବସାୟ ବା ଚାକିରି ରେ ଉନ୍ନତି ଘରିବ । ପ୍ରମୋଶନ ସହ ଟ୍ରାନସ୍ପର ମଧ୍ୟ ହୋଇପାରେ । ସମାଜ ରେ ମାନ ସମ୍ମାନ ବୃଦ୍ଧି ଘଟିବ । ଅଧିକ ସମୟ ନିଜ ଚାକିରି ରେ ବିତେଇବେ ।

ବୃଷ ରାଶି – ଏହି ରାଶି ରେ ଚାକିରି ର ଯୋଗ ରହିଛି କର୍ମ କ୍ଷେତ୍ର ରେ ଦାହିକ ପରିଶ୍ରମ ଦ୍ବାରା ଡିଗ୍ରୀ ହାସଲ କରିପାରିବେ । ଯେଉଁ କାର୍ଯ୍ୟ ରେ ହାତ ଦେବେ ତାହା ସମ୍ପୂର୍ଣ ହେବ । ଛାତ୍ରଛାତ୍ରୀ ମାନେ ପାଠପଢ଼ା ରେ ମନୋନିବେଶ କରିବେ ।

Leave a Reply

Your email address will not be published. Required fields are marked *