ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ, 12 ରୁ 20 ଜୁଲାଇ ପର୍ଯ୍ୟନ୍ତ ଏହି ରାଶିକୁ ମିଳିବ ବଡ ଖୁସି ଖବର 

ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାରକୁ ଶୁଭ ଦିନ ମାନା ଯାଇଥାଏ । କୁହାଯାଏ ଯେଉଁ ଭକ୍ତ ମହାଦେବ ତାଙ୍କର ସଚ୍ଚା ମନରେ ଆରାଧନା କରିଥାଏ ତାର ସବୁ ଇଚ୍ଛା ପୁରଣ ହେବା ସହ ମହାଦେବଙ୍କ କୃପା ଲାଭ ହୋଇଥାଏ । ସୋମବାର ଦିନ ଶିବ ମନ୍ଦିରରେ ଭକ୍ତ ମାନଙ୍କର ଗହଳି ଅଧିକ ଦେଖା ଯାଇଥାଏ । ମହାଦେବଙ୍କ ଭକ୍ତଙ୍କୁ ରୋଗର ଭୟ ନ ଥାଏ । ତେବେ ଜୁଲାଇ ୧୨ ରୁ ୨୦ ତାରିଖ ଯାଏଁ କିଛି ରାଶି ମାନଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି ବୋଲି ଶାସ୍ତ୍ର ରେ କୁହା ଯାଇଛି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସୋମବାର ଠାରୁ ବହୁତ ସାରା ଖୁସି ଆସିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଅଟକି ରହିଥିବା କାମ ପୂରଣ ହେବ । ଉଧାର ଦେଇଥିବା ଧନ ଫେରିବାର ସମ୍ଭାବନା ରହିଛି । ପୁରୁଣା କରଜ ରୁ ମୁକ୍ତି ପାଇବେ । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା ରାଶି : ସୋମବାର ଠାରୁ ଆପଣଙ୍କୁ ବହୁତ ଲାଭ ମିଳିବ । ଅପାର ଧନ ପ୍ରାପ୍ତ ହେବ । ଯେଉଁ କାମରେ ସଫଳତା ମିଳିବ । ବ୍ୟବସାୟରେ ଭାରି ଧନ ଲାଭ ହେବ । ଆପଣଙ୍କର ସବୁ କାମ ପୁରା ହେବାର ଯୋଗ ରହିଛି । ପରିବାରରେ ସହଯୋଗ ମିଳିବ । ବ୍ୟାପାରୀଙ୍କୁ ଲାଭ ମିଳିବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ବହୁତ ସାରା ଖୁସି ମିଳିବାକୁ ଯାଉଛି । ଭଲ ଦିନର ଆରମ୍ଭ ହେବାକୁ ଯାଉଛି । ଅଟକି ରହିଥିବା କାମ ପୂରଣ ହେବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅଧିକ ସଫଳତା ପ୍ରାପ୍ତ ହେବ । ସମାଜରେ ମନ ସମାନ ଆହୁରି ବଢିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଯାହା ଦ୍ଵାରା ଆପଣ ପ୍ରସନ୍ନ ରହିବେ । ଜୀବନ ସାଥିଙ୍କ ପୁରା ସହଯୋଗ ମିଳିବ ।

କନ୍ୟା ରାଶି : ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କୁ ଅନେକ କ୍ଷେତ୍ରରେ ଫାଇଦା ମିଳିପାରେ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ଅଟକି ରହିଥିବା କାମ ପୁରା ହେବ । ଆର୍ଥିକ ରୂପରେ ସ୍ଥିତି ଠିକ ରହିବ । ଦାଂପତ୍ଯ ଜୀବନରେ ସମୟ ବହୁତ ଭଲ ବ୍ଯତୀତ ହେବ । ଅଚାନକ ଧନ ପ୍ରାପ୍ତି ହେବ । ମା ଲକ୍ଷ୍ମୀଙ୍କ କୃପା କାରଣରୁ ଜୀବନରେ ତୀବ୍ର ଗତିରେ ଉନ୍ନତି କରିବେ ।

ବୃଷ ରାଶି : ଆପଣଙ୍କ ଜୀବନରେ ଅନେକ ପ୍ରକାରର ନୂଆ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଧନ ଓ ଯଶ ରେ ବୃଦ୍ଧି ହେବ । ଯେଉଁ କାମ ସଚ୍ଚା ମନରେ କରିବେ ତାହା ପୁରା ହେବ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ପ୍ରେମ ଜୀବନରେ ସମୟ ସାନଦାର ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *