ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ September 01ରେ ବନୁଛି ‘କାଳସର୍ପ ଯୋଗ’ କାରଣରୁ ଏହି 7ଟି ରାଶି ହେବେ କୋଟିପତି 

ଦୀର୍ଘ ୧୦୦ ବର୍ଷ ପରେ ଭଗବାନ ଶନିଦେବଙ୍କ କୃପାରୁ କାଳସର୍ପ ଯୋଗ କାରଣରୁ ସେପ୍ଟେମ୍ବର ୧ରୁ ୮ଟି ରାଶିଙ୍କର କିସ୍ମତ ଚମକିବାକୁ ଯାଉଛି । ଭଗବାନ ଶନିଦେବଙ୍କ କୃପାରୁ ଏହି ରାଶି ମାନଙ୍କୁ ଅପାର ଖୁସି ମିଳିବାକୁ ଯାଉଛି । ଶନିଦେବଙ୍କ କୃପା ଏହି ୮ଟି ରାଶି ମାନଙ୍କ ଉପରେ ବିଶେଷ ବ୍ବାରେ ପଡିବାକୁ ଯାଉଛି । ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା ଯିଏ ବ୍ୟକ୍ତିଙ୍କୁ ତାଙ୍କର କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । ବ୍ୟକ୍ତି ଭଲ କାମ କରିଥିଲେ ଭଲ ଫଳ ଓ ଖରାପ କର୍ମ କରିଥିଲେ ଉଚିତ ଦଣ୍ଡ ଦେଇଥାନ୍ତି । ଏବେ ଆସନ୍ତୁ ଜାଣିବା ଶନିଦେବଙ୍କ କୃପାରୁ କେଉଁ ରାଶି ମାନେ ମାଲାମାଲ ହେବାକୁ ଯାଉଛନ୍ତି ।

ମକର ରାଶି : ଶନିଦେବଙ୍କ କୃପା ଆପଣଙ୍କ ଉପରେ ବିଶେଷ ଭାବରେ ରହିବାକୁ ଯାଉଛି । ଅଚାନକ ଧନ ଲାଭ ହେବ । ଆପଣଙ୍କୁ ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ବିଦେଶରେ ଚାକିରି ଓ ଶିକ୍ଷା ପାଇଁ ଅବସର ମିଳିବ ।

ମେଷ ରାଶି : ଭଗବାନ ଶନିଦେବଙ୍କ କୃପାରୁ ସମୟ ବହୁତ ଭଲା ଆସିବାକୁ ଯାଉଛି । ମାନ ସମ୍ମାନରେ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବୃଷ ରାଶି : ଭଗବାନ ଶନିଦେବଙ୍କ କୃପାରୁ ବହୁତ ଜଲ୍ଦି ଶୁଭ ଖବର ପାଇବେ । ପରିଶ୍ରମର ଉଚିତ ଫଳ ପାଇବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ବନ୍ଧୁଙ୍କ ସହ ମିଳାମିଶା କରିବେ । ଅନେକ ପ୍ରକାରର ଲାଭ ମିଳିବ । ମଧୁର ବାଣ ଦ୍ଵାରା ସବୁ କାର୍ଯ୍ୟ ସଫଳ ହେବ ।

କନ୍ୟା ରଶି : ଭଗବାନ ଶାଣିଦେବଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଧନ ଲାଭ ହେବା ସହ ବ୍ୟାପାରରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହେବ । ବିଦେଶରେ ଚାକିରି କରିବାର ସ୍ଵପ୍ନ ପୂରଣ ହେବ ।

ସିଂହ ରାଶି : ଆପଣଙ୍କ ପାଇଁ ଧନ ପ୍ରାପ୍ତିର ଅନେକ ଅବସର ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଘର ପରିବାରରେ ସୁଖ ଶାନ୍ତି ରହିବ । ସନ୍ତାନ ପ୍ରାପ୍ତିର ସୁଖ ମିଳିବ । ଜୀବନରେ ଅପାର ଖୁସି ପ୍ରାପ୍ତ ହେବ ଯାହା ଦ୍ଵାରା ଆପଣଙ୍କ ଜୀବନ ବଦଳିଯିବ ।

ଧନୁ ରାଶି : ଭଗବାନ ଶନିଦେବଙ୍କ କୃପାରୁ ଶୁଭ ସମାଚାର ପ୍ରାପ୍ତ ହେବ । ମେହନତର ଫଳ ମିଳିବ । ଅଚାନକ ଧନ ଲାଭ ହେବ । ପ୍ରେମ ଜୀବନରେ ସଫଳ ହେବ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ।

କୁମ୍ଭ ରାଶି : ଆୟରେ ବୃଦ୍ଧି ହେବ । ସବୁ କାର୍ଯ୍ୟ ସଫଳତା ପୂର୍ବକ ପୁରା ହେବ । ଜୀବନରେ ଆଗକୁ ବଢିବେ । ଅଟକି ରହିଥିବା କାମ ପୁରଣ ହେବ । ପରିବାର ଓ ଜୀବନ ସାଥିଙ୍କ ସହଯୋଗ ପାଇବେ ।

ମିଥୁନ ରାଶି : ଅଚାନକ ଧନ ଲାଭ ହେବ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଜୀବନରେ ଦୁଇ ଗୁଣା ଖୁସିର ଆଗମନ ହେବାକୁ ଯାଉଛି । ପ୍ରତେକ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବନ୍ଧୁଗଣ ଆମ ପୋଷ୍ଟଟି ଭଲ ଲାଗିଥିଲେ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *