ମିଥୁନ(Gemini) ରାଶିର August ମାସରେ ବନୁଛି ରାଜଯୋଗ, ଘଟିବ ଅଭୁତ ଘଟଣା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମିଥୁନ ରାଶିର ଅଗଷ୍ଟ ମାସରେ ସମୟ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । କୌଣସି ଗୋପନ କଥା ବାହାରକୁ ଆସିପାରେ । ବ୍ୟବସାୟରେ ବିସ୍ତାର ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ସନ୍ତାନନ୍କର ସହଯୋଗ ପ୍ରାପ୍ତ ହେବ । ପ୍ରତିସ୍ଥିତି ବ୍ୟକ୍ତିଙ୍କ ଦ୍ଵାରା ପ୍ରଭାବିତ ହେବେ । ବିଦ୍ୟାର୍ଥୀଙ୍କୁ ସଫଳତା ପ୍ରାପ୍ତ ହେବ । ଯୋଜନା ସବୁ ସଫଳ ହେବ ସହ ମିତ୍ରଙ୍କ ଠାରୁ ସହଯୋଗ ମିଳିବ । ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଚନ୍ଦ୍ରମାର ସ୍ଥିତି କାରଣରୁ କାର୍ଯ୍ୟ କ୍ଷେତ୍ରରେ ସଫଳ ହେବ ।

ମାସର ଶେଷ ସମୟ ଖୁସିପୂର୍ଣ୍ଣ ରହିବ । ଏହି ମାସରେ ଚାକିରି କ୍ଷେତ୍ରରେ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ । ବିବାଦ ହେବାର ସମ୍ଭାବନା ରହିଛି । ଆୟ ସାମାନ୍ୟ ରହିବ । ମାସର ଆରମ୍ଭ କିଛି କ୍ଷତିର ଆଶଙ୍କା ରହିଛି । ପାରିବାରିକ ଜୀବନ ସାଧାରଣ ରହିବ । ଦାଂପତ୍ଯ ଜୀବନ ମିଳାମିଶା ରହିବ । ଯାନବାହାନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଜୀବନ ସାଥିଙ୍କ ସହଯୋଗ ପାଇବେ । ପ୍ରେମ ଜୀବନରେ ସମସ୍ଯା ଦେଖା ଯାଇପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବ । ବିବାହରେ ଆସୁଥିବା ସବୁ ବାଧା ଦୂର ହେବ ।

ଅବିବାହିତଙ୍କ ପାଇଁ କୌଣସି କ୍ଷେତ୍ରରୁ ବିବାହ ପ୍ରସ୍ତାବ ଆସିପାରେ । ସବୁ ଇଚ୍ଛା ପୂରଣ ହେବ । ଆଧ୍ୟାତ୍ମିକ, ଫୋଟୋଗ୍ରାଫି, ଶିକ୍ଷକତା କାର୍ଯ୍ୟରେ ରୁଚି ରଖିବେ । ସୂର୍ଯ୍ୟଙ୍କ ସ୍ଥିତି କାରଣରୁ ଆପଣଙ୍କ ପାଇଁ ସମୟ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ବାହନ ଓ ଭୂମିର ସୁଖ ପାଇବେ । ସରକାରୀ କାର୍ଯ୍ୟରେ ଲାଭ ଉଠାଇବେ । ପିତାଙ୍କ ଠାରୁ ଲାଭ ପାଇବେ । ଏହି ସମୟରେ ଆପଣ କଠୋର ନିସ୍ପତି ନେବେ ଯାହା ଆପଣଙ୍କ ପାଇଁ ଆଗକୁ ସଫଳ ସାବ୍ୟସ୍ତ ହେବ । ଗୃହରେ ଧନର ବର୍ଷା ହେବ । ଏହି ସମୟରେ ଆପଣଙ୍କ ବାଣୀରେ ଲୋକେ ପ୍ରଭାବିତ ହେବେ ।

ସଠିକ ଭାବେ କାର୍ଯ୍ୟ ପୂରଣ କରିବେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ରାଜଯୋଗ କାରଣରୁ ଯେଉଁ କାମ କରିବେ ଅଧିକ ସଫଳ ହେବେ । ଗୁପ୍ତ ଧନ ମିଳିପାରେ । କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଭଲ ରହିବ । ଭୌତିକ ସୁଖରେ ବୃଦ୍ଧି ହେବ । ଭାଗ୍ୟ ଉଦୟର ସମୟ ହୋଇପାରେ । ମାନ ସମ୍ମାନରେ ବୃଦ୍ଧି ହେବ । ବୁଦ୍ଧିମାନ ସହ କାର୍ଯ୍ୟ ସମ୍ପନ୍ନ କରିବେ । ଆପଣ ଏହି ସମୟରେ ତେଜସ୍ଵୀ ଦେଖାଯିବେ ।

ଆର୍ଥିକ ସ୍ଥିତି ମଜବୁତ ହେବ । ନିଜର ଭବିଷ୍ୟକୁ ନେଇ ବିଚାର କରିବେ । ଇଣ୍ଟରଭିୟୁ କ୍ଲିୟର କରିବେ । ପଢାରେ ଧ୍ୟାନ ଦେବେ । ରାହୁଙ୍କ ସ୍ଥିତି କାରଣରୁ ନିଜର କୁଟ ନୀତି ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ । ଆପଣ ଏହି ସମୟରେ ବୈଜ୍ଞାନିକ ଭାବେ ଜଣାଯିବେ । ପ୍ରତେକ କାମକୁ ପରୀକ୍ଷା କରି କାମ କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *