ଆଜି ମୋହିନୀ ଏକାଦଶୀ ନିଶ୍ଚୟ କରନ୍ତୁ ଏହି 1 କାମ, ତା ପରେ ଦେଖନ୍ତୁ ଚମତ୍କାର

ଯଦି ଏକାଦଶୀ କଥା କହିବା ଆମେ ଏହା ଦେହରେ ଭଗବାନ କୃଷ୍ଣ ଙ୍କ କଥା ଆସିବନି ଏହା ମାନିବା ଖୁବ କଷ୍ଟ ହୋଇ ଯିବ । ଏହି ଦିନ କୁହାଯାଏ କି ଭଗବାନ କୃଷ୍ଣ ଭଗବାନ ଖରାପ ଓ ଅଧର୍ମ ଚେତନା କୁ ହଟେଇକି ଭଲ ର ଓ ଶାନ୍ତିର, ପ୍ରେମର ପ୍ରଚାର କରିଥିଲେ । ଏହି ଦିନ ନୁରଶିଙ୍ଗହ ଭଗବାନ ଙ୍କୁ ମଧ୍ୟ ପୂଜା କରାଯାଏ । ଶାସ୍ତ୍ର ରେ ଏକାଦଶୀ ସମ୍ବନ୍ଧିତ କେତେ ଗୁଡିଏ କଥା ଲେଖା ଯାଇଛି । ଏହି ଦିନ ପ୍ରତେକ ମାସର ଶୁକ୍ଳ ପାଖ ଓ କୃଷ୍ଣ ପକ୍ଷରେ ପଡିଥାଏ ।

ଏହି ଦିନ ଭଗବାନ ଙ୍କୁ ଆରାଧନା କରିବା ଦ୍ଵାରା ପୂଣ୍ୟ ଅର୍ଜନ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବା କି ଏହି ଏକାଦଶୀ ଦିନ ଦିନ କଣ କଣ କରିବା କଥା ନୁହେଁ । ଏହି ଦିନ ଯେଉଁ ମାନେ ଉପବାଷ ଅକରିଥାନ୍ତି କୋଟି ତପସ୍ୟା ର ଫଳ ପାଇ ଥାନ୍ତି ।

ପ୍ରଥମ କଥା ଏକ ପୁତ୍ର ସନ୍ତାନ ଅଛି ତେବେ ଏହି ମା କୁ ଏକାଦଶୀ କରିବା ଉଚ୍ଚିତ । ଏହି ଦିନ ଆପଣ ଉପବବାସ କରିବା ଭଲ ହୋଇ ଥାଏ ଏହି ଦିନ ଆପଣ ଉପବାସ କରିବା ଦ୍ଵାରା ଆପଣଙ୍କ ପୁଅର ଭଲ ହୋଇ ଥାଏ ।

ଦୁଇ ପୁତ୍ର ମାତା କିମ୍ବା ଯାହାର ସନ୍ତାନ ନାଇ ସେମାନେ ଏହି ଦିନ କେଶ ଖୋଲା ରଖନ୍ତୁ ନାହିଁ । କାରଣ ଆପଣଙ୍କ ଆଖ ପାଖରେ ଖରାପ ଶକ୍ତି ମାନ ବୁଲୁଥାଏ । ଯାହାର ପ୍ରଭାବ ଆମ ଉପରେ ପଡିଥାଏ । ଏହି ଦିନ ପରିଷ୍କାର ରହିବା ନିହାତି ଭାବେ ଦରକାର ।

ଆପଣ କେଶକୁ ଖୋଲା ରଖିବା ଦ୍ଵାରା ଖରାପ ଶକ୍ତି ଜଲ୍ଦି ଆକ୍ରୁଷ୍ଟ ହୋଇ ଯାଇ ଥାନ୍ତି । ଆପଣ ଏକାଦଶୀ ଦିନ ଟଙ୍କା ଉଧାର ରେ ଦିଅନ୍ତୁ ନି । ଆପଣ ଯଦି ଦାନ କରିବା ପାଇ ଚାହୁଁ ଛନ୍ତି ତେବେ କିଛି ଖାଇବା ଦାନ କରି ପାରନ୍ତି କିନ୍ତୁ ପଇସା ଦିଅନ୍ତୁ ନି ।

ଏହି ଦିନ ଆପଣ ଗାଇକୁ ଘାସ ଖାଇବା ଦେଲେ ଏହା ଭଲ ହୋଇ ଥାଏ । ଏହି ଦିନ ଆପଣ ନିଜ ମା ଙ୍କ ଉପରେ ରାଗିବା କଥା ନୁହେଁ । ଆପଣ ଏହି ଦିନ ନିଜ ମା ଙ୍କ ପାଇଁ କିଛି ଉପହାର ଆଣିବା ନିହାତି ଭାବେ ଦରକାର ହୋଇଥାଏ । ଏହି ଦିନ ଆପଣ କଣ କଣ ଖାଇବେ ଜାଣି ନିଅନ୍ତୁ ।

ସର୍ବ ପ୍ରଥମ କଥା ହେଉଛି ଘିଅ ଓ ଗୁଡ ରେ ତିଆରି ହୋଇଥିବା ମିଠା ରୁଟି । ଏହା ଦ୍ଵାରା ଘରେ ଆଇସୋର୍ଜ୍ୟ ପ୍ରାପ୍ତି ହୋଇ ଥାଏ । ଏହି ଦିନ ଆମେ କଳା ଚଣା ମଧ୍ୟ ଖାଇ ପାରିବା ଏହାକୁ ଦାନ ମଧ୍ୟ କରାଯିବା ଖୁବ ଭଲ ହୋଇଥାଏ । ଆପଣ ପୂଣ୍ୟ ସହ ଶନି ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ପାଇଯିବେ ।

Leave a Reply

Your email address will not be published. Required fields are marked *