ମୁଁ କହିପାରିବି ଆପଣଙ୍କ Loverଙ୍କ ନାମର ପ୍ରଥମ ଅକ୍ଷର ? 100% ସତ… ତାହା ବି ରିୟଲ ଲାଇଫ ନାମ- Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ମଜାଦାର କୁଇଜ ଗେମ ବିଷୟରେ କହିବାକୁ ଯାଉଛୁ । ଯେଉଁଠି ଆମେ ଆପଣଙ୍କୁ ଆପଣଙ୍କର ଲଭରଙ୍କ ନାଁ ର ପ୍ରଥମ ଅକ୍ଷର କହିବାକୁ ଯାଉଛୁ । ଏଥିପାଇଁ ଆପଣଙ୍କୁ ୫ଟି ସ୍ଟେପ ଫାଲୋ କରିବାକୁ ହେବ ତା ପରେ ଆପଣ ଜାଣିପାରିବେ ଆପଣଙ୍କର ଲଭରଙ୍କ ପ୍ରଥମ ନମ୍ବର ଜାଣିପାରିବେ । ତେବେ କଣ ଆପଣ ମାନେ ରେଡି ଅଛନ୍ତି ଆସନ୍ତୁ ଆରମ୍ଭ କରିବା ଏହି ଗେମ । ୧- ପ୍ରଥମ ସ୍ଟେପ : ଏଥିରେ ଆପଣଙ୍କୁ କିଛି ନମ୍ବର ଦିଆଯିବ । ଯେମିତିକି A-୨୧, B-୧୫, C-୧୨, D-୬, E-୧୬, L-୭, M-୧୬, G-୪, R-୧୮, H-୧୩, K-୧୪, I-୧୯, N-୨, J-୫, F-୧, ୨୪, Q- ୨୪, S-୧୦, Y-୧୭, U-୩, T-୨୫, V-୨୨, X-୧୧, W-୨୬, P-୯, Z-୨୩ ।

ଆପଣଙ୍କ ଲଭରରଙ୍କ ନାମର ପ୍ରଥମ ଅକ୍ଷର ଯାହା ରହିଛି ଆପଣ ଏହି ନମ୍ବର ମଧ୍ୟରୁ ଚୁଜ କରନ୍ତୁ । ପ୍ରଥମ ସ୍ଟେପରେ ଆପଣଙ୍କୁ ଏହା କରିବାକୁ ହେବ । ଉଦାହରଣ ସ୍ୱରୂପ ମାନିକରି ଚାଲନ୍ତୁ ଆପଣଙ୍କର ଲଭରଙ୍କ ନାମର ପ୍ରଥମ ଅକ୍ଷର R ତେବେ ତାର ନମ୍ବର ହେଉଛି ୧୮ । ୨- ସ୍ଟେପ-୨ ରେ ଆପଣଙ୍କୁ ଆପଣ ଯେଉଁ ନମ୍ବର ଚୁଜ କରିଛନ୍ତି ସେଥିରେ ୨୦ ଆଡ କରନ୍ତୁ । ଉଦାହରଣ ଆପଣଙ୍କ ନମ୍ବର ଥିଲା ୧୮ ସେଥିରେ ୨୦ ଆଡ କରିଲେ ହେଲା ୩୮ ।

୩- ସ୍ଟେପ-୩ ରେ ଆପଣଙ୍କୁ ୨୦ ଆଡ କରିବା ପରେ ଯେଉଁ ଉତ୍ତର ଆସିଲା ସେଥିରେ ୧ ମାଇନସ କରନ୍ତୁ । ଯେମିତି ୩୮ ରୁ ୧ ମାଇନ୍ସ କରିଲେ ଉତ୍ତର ଆସିବ ୩୭ ।

୪ ସ୍ଟେପ-୪ ରେ ଆପଣଙ୍କ ନମ୍ବର ରେ ୧ ମାଇନ୍ସ କରିବା ପରେ ଯେଉଁ ନମ୍ବର ଆସିଲା ସେଥିରେ ୩ ଗୁଣନ କରନ୍ତୁ । ଯେମିତି ଆପଣଙ୍କ ଉତ୍ତର ୩୭ ଆସିଥିଲା ସେଥିରେ ୩ ଗୁଣନ କରିଲେ ଉତ୍ତର ଆସିବ ୧୧୧ ।

୫- ସ୍ଟେପ-୫ ରେ ଆପଣ ଯେଉଁ ନମ୍ବର ଆଡ ୩ ଗୁଣନ କରିଛନ୍ତି ତା ପରେ ଯେଉଁ ସଂଖ୍ୟା ଆସିବ ସେଥିରେ ଏବେ ୨ ଗୁଣନ କରନ୍ତୁ । ଯେମିତି କି ଆପଣଙ୍କ ର ପୂର୍ବ ଉତ୍ତର ୧୧୧ ଆସିଥିଲା । ଏବେ ସେଥିରେ ୨ ଗୁଣନ କରିଲେ ଉତ୍ତର ଆସିବ ୨୨୨ । ଏବେ ଆମେ ଆପଣଙ୍କୁ ଆପଣଙ୍କର ଲଭରଙ୍କ ନାମର ପ୍ରଥମ ଅକ୍ଷର କଣ ତାହା କହିବାକୁ ଯାଉଛୁ । ଯେଉଁ ମାନେ ପ୍ରଥମ ଚ୍ୟାଟରେ ନିଜର ଲଭରଙ୍କ ନାମ ଚୁଜ କରିଥିଲେ ସେମାନଙ୍କର ଉତ୍ତର ହେବ ପୂର୍ବରୁ ଆମେ ଯେଉଁ ଭଳି ସ୍ଟେପ-୧ ରୁ ସ୍ଟେପ-୫ ଯାଏଁ ଆପଣଙ୍କୁ ଉଦାହାରଣ ଦେଇ କରି ଦେଖାଇଲୁ ତେବେ R-୨୨୨ ଉତ୍ତର ଶେଷରେ ଆସିଛି ।

ତେବେ ଆପଣଙ୍କର ଲଭରଙ୍କ ନାମର ପ୍ରଥମ ଅକ୍ଷର ହେଉଛି R । ତେବେ ଏହିଭଳି ଭାବେ ଆପଣ ମାନେ ମଧ୍ୟ A ତୋ Z ଯାଏଁ ଦିଆଯାଇଥିବା ନମ୍ବର ଚୁଜ କରି ଆପଣଙ୍କ ଲଭରଙ୍କ ନାମର ପ୍ରଥମ ଅକ୍ଷର ଚୁଜ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲାଭ କୁଇଜ ଗେମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *