କୌଣସି ବି ନାରୀଙ୍କ ବିଷୟରେ ସବୁକିଛି ଜାଣନ୍ତୁ ମାତ୍ର 2 ମିନିଟରେ- Chanakya Niti

କିଛି ଜଣ ଆମ ସହ ମିସିକି ରହିବା ପସନ୍ଦ କରୁଥିବା ବେଳେ କିଛି ଜଣ ଆମ ଠାରୁ ଅଲଗା ରହିବା ପାଇଁ ଭଲ ପାଇ ଥାନ୍ତି ଓ କିଛି ଜଣ ସମାଜକୁ ଖରାପ କରି ଦେଇ ଥାନ୍ତି । ଆଜି ଆମେ ଦେଖିବା କି କେଉଁ ଭଳି ନାରୀ ମାନେ କି ପ୍ରକାରର ହୋଇଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ମହିଳା ମାନଙ୍କ କେଉଁ କଥାରୁ ଆପଣ ଏହାକୁ ଜାଣି ପାରିବେ । ଚାଣକ୍ୟ ହେଉଛନ୍ତି ଏକ ମହାଜ୍ଞାନ୍ନୀ ଯିଏ କି ନିଜ ଜ୍ଞାନର ଦାନ କରି ମାନବ ସମାଜକୁ କିଛି ଶିକ୍ଷା ଦେଇଛନ୍ତି ଓ ଏହା ସହ ରାଜନୀତିର କିଛି ଉପଦେଶ ମାନ ମଧ୍ୟ ଦେଇଛନ୍ତି ।

ଆଜି ଆମେ ତାଙ୍କ ଦ୍ଵାରା ରଚିତ ହୋଇଥିବା କିଛି ଗ୍ରନ୍ଥ ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ । ଯାହା ଆପଣଙ୍କୁ ଏକ ମାର୍ଗ ଦର୍ଶକ ଭାବେ କାମ ଦେବ । ଚାଣକ୍ୟ ତାଙ୍କ ନୀତି ଅନୁସାରେ ଏକ ସାମାନ୍ୟ ବାଳକକୁ ରାଜା କରି ଦେଇଥିଲେ । ଆଜି ଆମେ କିଛି ଏଭଳି ଲକ୍ଷଣ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଗୋଟେ ନାରୀ ବିଷୟରେ ସବୁକିଛି ଜାଣିପାରିବେ ।

ସବୁ ବ୍ଯକ୍ତିର ଚରିତ୍ର ତାର ଜୀବନର ମୂଳ ହୋଇଥାଏ । କୁହାଯାଏ କି ଜୀବନ ଭଲ ହେବା ପାଇଁ ଆମକୁ ଗୋଟେ ଜିନିଷ ର ଆବଶ୍ୟକ ହୋଇଥାଏ, ତାହା ହେଉଛି କି ଆମେ ଏହାକୁ ସହଜ ଭାବେ ଗ୍ରହଣ କରିନେବା । କିନ୍ତୁ କିଛି ଲୋକମାନେ ଏହାକୁ ଏତେ ଜଟିଳ କରି ଦେଇଥାନ୍ତି କି ଏହା ପାଇଁ ସେମାନେ ସବୁ କିଛି ହରାଇ ଦେଇଥାନ୍ତି ।

ଆଜି ଆମେ କହିବା ପାଇଁ ଯାଉଛୁ କି ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ଗ୍ରନ୍ଥ ଅଛି ଯାହାର ନାମ ହେଉଛି ମନୋଇସ୍ମତି । ଏଥିରେ ନାରୀ ମାନଙ୍କ ପାଇଁ କିଛି ନିୟମ ଲାଗୁ ହୋଇଛି । କୁହାଯାଏ କି ସମାଜରେ ଏମନାଙ୍କୁ ସମ୍ମାନ ଦେବା ପାଇଁ କିଛି ନିୟମ କରାଯାଇଛି । ନାରୀମାନେ କିଛି ନିୟମ ମାନିବା ନିହାତି ଆବଶ୍ୟକ ଯାହା ଦ୍ଵାରା ସେମାନଙ୍କ ଚରିତ୍ର ଉପରେ କେହି ଆଙ୍ଗୁଠି ଉଠାଇ ପାରିବେ ନାହିଁ ।

କିନ୍ତୁ ଯେଉଁ ନାରୀ ଏହାକୁ ନ ମାନେ ଓ ନିଜ ଚରିତ୍ରକୁ ଠିକ ନ ରଖେ ସେମାନଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏମାନେ ସବୁ ବେଳେ ଅନ୍ୟମାନଙ୍କୁ ଖରାପ ରାସ୍ତା କୁ ନେଇ ଯାଇଥାନ୍ତି । ମହିଳା ମାନେ ଯଦି ମଦ ପିଇକି ଖରାପ ପୁରୁଷଙ୍କ ସହ ରହି ଥାନ୍ତି କିମ୍ବା ସେମାନେ ଯଦି ନିଜ ଘର ଛାଡି ଅନ୍ୟମନାଙ୍କ ଘରେ ରୁହନ୍ତି ବା ନିଜ ସ୍ଵାମୀଙ୍କୁ ଛାଡି ଅନ୍ୟ ପୁରୁଷ ପ୍ରେମରେ ପଡନ୍ତି ଏଭଳି ନାରୀଙ୍କୁ ଭଗବାନ ବି କ୍ଷମା ଦିଅନ୍ତି ନାହିଁ ।

ଯେଉଁ ନାରୀ ନିଜ ଘର କାମ କରନ୍ତିନି କିମ୍ବା ଅସମୟରେ ଶୋଇ ରହିଥାନ୍ତି ଏମାନେ ବଦଗୁଣୀ ହୋଇଥାନ୍ତି । ମହିଳାମାନଙ୍କ ପାଇଁ ଲାଜ ସେମାନଙ୍କ ଗହଣା ହୋଇଥାଏ କିନ୍ତୁ ଯେଉଁ ନାରୀ ଏହାକୁ ତ୍ୟାଗ କରିଦିଏ ସେ ସମାଜ ପାଇଁ ଖରାପ ଉଦାହରଣ ପାଲଟି ଯାଏ, ଏମାନଙ୍କ ପାଇଁ ପରିବାରରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ସେ ଭଳି ନାରୀଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ଏମାନଙ୍କୁ ବେଶରମ କୁହାଯାଏ ।

Leave a Reply

Your email address will not be published. Required fields are marked *