ମହିଳା ମାନଙ୍କର ଏହି ଜାଗାରେ ରହିଲେ ” ବାଳ “, ବହୁତ୍ ଅଶୁଭ ହୋଇଥାଏ- Ajira Anuchinta

ବନ୍ଧୁଗଣ ନମସ୍କାର । ଆପଣ ମାନେ ଜାଣିଥିବେ ଲୋକକଥା ଅନୁସାରେ ଯେଉଁ ନାରୀର ଅଧିକ କେଶ ରହିଥାୟ ସେହି ନାରୀ ବହୁତ ଲକ୍ଷ୍ମୀମନ୍ତ ହୋଇଥାୟ । ଓ ଶୋଭାଗ୍ୟବତୀ ହୋଇଥାନ୍ତି । ସେମାନଙ୍କ ଦକ୍ଷତା ବଳରେ ନିଜ ପରିବାରକୁ ଉର୍ନତି ପ୍ରଦାନ କରିଥାନ୍ତି । ସେମାଙ୍କ ପାଇଁ ଘରେ ସର୍ବଦା ସୁଖ ଶାନ୍ତି ଲାଗିରହିଥାୟ । ଯେଉଁ ଝିଅଙ୍କ ଛୋଟ ଚୁଟି ଓ କୁଞ୍ଚୁକୁଞ୍ଚିଆ ଚୁଟି ହୋଇଥାୟ ସେମାନେ ମଧ୍ୟ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ସେମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାୟ ସେଥିପାଇଁ ସେମାନେ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି ।

ସେମାନଙ୍କ ପାଇଁ ଘରେ ସୁଖ ଶାନ୍ତି ଲାଗିରୁହେ । ସେମାନେ ପାଖ ପଡୋଶୀ ମାନଙ୍କ ସହ ବହୁତ ଭଲ ସ-ମ୍ପ-ର୍କ ରଖନ୍ତି । ଆପଣ ମାନେ ଜାଣିଥିବେ ଶରୀରର ଅନେକ ସ୍ଥାନ ରେ ଚୁଟି ଅଛି । କିନ୍ତୁ ଏପରି ସ୍ଥାନ ଅଛି ସେହି ସ୍ଥାନ ରେ ଚୁଟି ରହିଲେ ଅଶୁଭ ହୋଇଥାୟ । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସ୍ଥାନ ଗୁଡିକ କଣ ଅଟେ । ପୁରୁଷ ମାନଙ୍କ ଭଳି ଯଦି ମହିଳା ମାନଙ୍କ ହାତରେ ଚୁଟି ଥାୟ ତାହାଲେ ସେଇଟା ଅଶୁଭ ହୋଇଥାୟ । କିନ୍ତୁ ଆଜି କାଲି ମହିଳା ମାନେ ସେହି ଚୁଟି କି ସଫା କରିଦଉଛନ୍ତି ।

ବନ୍ଧୁଗଣ ଯଦି ମହିଳାମାନଙ୍କ ହାତରେ ଚୁଟି ଥାୟ ତାହାଲେ ସେହି ମହିଳା ଉଗ୍ର କିସମର ହୋଇଥାୟ । ସେମାନେ ସାମାନ୍ୟ ଛୋଟ କଥା କୁ ସହି ପାରନ୍ତି ନାହି । ସେମାନେ ଅନ୍ୟ ର ଅହିତ ସର୍ବଦା ଭାବିଥାନ୍ତି । ସେମାନେ ଅନ୍ୟ ମାନଙ୍କ ସହ ଝଗଡା କରନ୍ତି । ଯଦି ଯେଉଁ ମହିଳାଙ୍କର ସ୍ତନ ରେ ଚୁଟି ରହିଥାୟ ତାହାଲେ ତାକୁ ବହୁତ ଅଶୁଭ କୁହାଜାୟ । ଓ ଯେଉଁ ମହିଳାଙ୍କର ସ୍ତନ ର ଅଗ୍ର ଭାଗରେ ଚୁଟି ରହିଥାୟ ତାକୁ ମଧ୍ୟ ଅଶୁଭ କୁହା ଯାଇଥାୟ । ସେମାଙ୍କ ଘରେ ସର୍ବଦା ବିଶୃଙ୍ଖଳା ଦେଖାଜାୟ । ସେମାନେ ବହୁତ କ୍ରୋଧୀ ହୋଇଥାନ୍ତି । ଛୋଟ କଥାରେ ସମସ୍ତଙ୍କ ସହ ଝଗଡା କରନ୍ତି । ଯଦି କୌଣସି ମହିଳାଙ୍କର ଓଠ ର ଉପରି ଭାଗରେ ଚୁଟି ରହିଥାୟ ତାହାଲେ ତାକୁ ଅଶୁଭ ବୋଲି କୁହାଜାୟ । ସେମାଙ୍କ ସ୍ଵାମୀ ଉପରେ କୁପ୍ରଭାବ ପଡିଥାୟ । ଦାମ୍ପତ୍ୟ ଜୀବନରେ ସର୍ବଦା ଅସାନ୍ତି ଦେଖା ଦେଇଥାୟ । ସେମାନଙ୍କ ସ୍ଵାମୀର ଆୟୁଷ କମିଥାୟ ।

ବନ୍ଧୁଗଣ ଯଦି କୌଣସି ପୁରୁଷଙ୍କ ହାତରେ ଚୁଟି ରହିଥାୟ ତାହାଲେ ବହୁତ ଶୁଭ ହୋଇଥାୟ । ସେମାନେ ବହୁତ ବୁଦ୍ଧିମାନ , ଜ୍ଞାନୀ, ଚତୁର ହୋଇଥାନ୍ତି । ସେମାନଙ୍କ ପାଇଁ ଘରେ ବହୁତ ହସ ଖୁସି ଲାଗିରହିଥାୟ । ସେମାନେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇଥାନ୍ତି । ବହୁତ ଭଲ ଶୋଭାବର ବ୍ୟକ୍ତି ହୋଇଥାନ୍ତି । ଯଦି କୌଣସି ପୁରୁଷର ହାତରେ କମ ପରିମାଣ ର ଚୁଟି ଥାୟ ତାହାଲେ ସେହି ପୁରୁଷ ଦୂର ଦୁଷ୍ଟୀ ରେ ବହୁତ ପ୍ରଖର ହୋଇଥାନ୍ତି । ସେମାନେ ବହୁତ ଚାଲାଖ ମଧ୍ୟ ହୋଇଥାନ୍ତି । ସେମାନଙ୍କର ସର୍ବଦା ସବୁ କାର୍ଯ୍ୟରେ ଉର୍ନତି ହୋଥାୟ । ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ମହିଳାମାନଙ୍କର ଏହି ଅଙ୍ଗରେ ଚୁଟି ରହିଲେ ବହୁତ ଅଶୁଭ ହୋଇଥାୟ ।

Leave a Reply

Your email address will not be published. Required fields are marked *