Navratri 2022: ନବରାତ୍ରି ସମୟରେ ଘରକୁ ଆସିଲେ ଏହି 4ଟି ପକ୍ଷୀ, ମିଳେ ଏହି ସଙ୍କେତ…. ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ପ୍ରଥମେ ଆପଣଙ୍କୁ ନବରାତ୍ରିର ହାର୍ଦ୍ଧିକ ଅଭିନନ୍ଦନ । ଏହି ନବରାତ୍ରିରେ ମା ଦୂର୍ଗାଙ୍କ ପୁଜାଅର୍ଚନା ନଅ ଦିନ ଧରି କରାଯାଏ । ଏବଂ ଏହି ସମୟରେ ମା ଧରାବତରଣ କରନ୍ତି । ମାଙ୍କ କୃପା ଆପଣଙ୍କ ଉପରେ ଏହି ସମୟରେ ରହିଛିକି ନାହିଁ ଜାଣିବା ପାଇଁ ଆପଣ କିଛି ସଙ୍କେତରୁ ନିଶ୍ଚୟ ଜାଣିପାରିବେ । ସେହି ସଙ୍କେତ ହେଉଛି ଘରକୁ କିଛି ପକ୍ଷୀଙ୍କ ଆଗମନ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

ସର୍ବ ପ୍ରଥମେ ହେଉଛି, ପେଚା: ପେଚା ମା ଲକ୍ଷ୍ମୀଙ୍କ ବାହନ ହୋଇଥାଏ । କିନ୍ତୁ ପେଚା ଯଦି ନବରାତ୍ରି ସମୟରେ ଘରକୁ ଆସେ ତେବେ ଏହା ମନାଯାଏ କି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘରେ ପଡିବାକୁ ଯାଉଛି । ଏବଂ ଏହା ଧନ ଆଗମନର ସଙ୍କେତ ହୋଇଥାଏ । ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ ।

କିନ୍ତୁ ଯଦି ଘର ଉପରେ ପେଚା ବସି କାନ୍ଦୁଥିବାର ଦେଖାଯାଏ ତେବେ ଏହା ଏକ ଅଶୁଭ ସଙ୍କେତ ବୋଲି ଜାଣନ୍ତୁ । ଦିତୀୟ: ପାରାର ଘରକୁ ଆସିବାର ସଙ୍କେତ ହେଉଛି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ । କିଛି ଲୋକ ପାରାର ଘରକୁ ଆସିବା ଅଶୁଭ ବୋଲି ମାନନ୍ତି । କିନ୍ତୁ ନବରାତ୍ରି ସମୟରେ ପାରାର ଘରେ ଆସି ବସିବାର ମାନେ ହେଉଛି ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂର୍ଣ ହେବ ।

ତୃତୀୟ: ମୟୁରକୁ ବହୁତ ଶୁଭ ବୋଲି ମନାଯାଏ । ଏହା ମା ସରସ୍ଵାତୀଙ୍କ ବାହନ ଅଟେ । ଯଦି ନବରାତ୍ରି ସମୟରେ ମୟୁର ଘରକୁ ଆସନ୍ତି ତେବେ ଘରର ଉନ୍ନତି ହୋଇଥାଏ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ । ଚତୁର୍ଥ: ନବରାତ୍ରି ସମୟରେ ଯଦି ଛୋଟ ଛୋଟ ଚଢେଇ ଆପଣଙ୍କ ଘରକୁ ଆସନ୍ତି ଏବଂ ବସା ବସନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯେଉଁ ଘରେ ଚଢେଇ ବସା କରେସେହି ଘରକୁ ଧାନ ସମ୍ପତିର ଆଗମନ ହୋଇଥାଏ । ଯଦି ଚଢେଇ ଆପଣଙ୍କ ଦେହରେ ବା ମୁଣ୍ଡରେ ମାଲା ତ୍ୟାଗ କରିଦିଏ ତେବେ ଏହା ବିଲକୁଲ ବି ଅଶୁଭ ହୋଇନଥାଏ । ଏହା କୌଣସି ଶୁଭ ଖବର ମିଳିବାର ସଙ୍କେତ ହୋଇଥାଏ । ଘରେ ଯଦି କୌଣସି ସ୍ଥାନରେ ମାଲା ତ୍ୟାଗ କରେ ତେବେ ମଧ୍ୟ ଏହା ବହୁତ ଭଲ ସଙ୍କେତ ହୋଇଥାଏ । ଚଢେଇ ବହୁତ ଡରନ୍ତି ସମସ୍ତ ଜିନିଷକୁ ସେ ଜଲ୍ଦି କାହା ପାଖକୁ ଯାନ୍ତି ନାହିଁ ।

ଚଢେଇ ଯଦି ବୀନା ଡରରେ ଆପଣଙ୍କ ଆଖ ପାଖରେ ବା ଆପଣଙ୍କ ଘରରକୁ ଆସିବାକୁ ଲାଗନ୍ତି ତେବେ ଜାଣିରଖନ୍ତୁ କି ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ବାସ ରହିଛି । ଯଦି ବହୁତ ସାରା ଚଢେଇ କୌଣସି ଦିନ ଆପଣଙ୍କ ଘରର ଛାତରେ କେଁ କଟର କରିବାକୁ ଲାଗନ୍ତି ତେବେ ଆପଣଙ୍କ ଘରକୁ ବହୁତ ଜଲ୍ଦି ବହୁତ ବଡ ଖୁସି ଖବର ଆସିବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *