ନିଜ ପର୍ସରେ ରଖନ୍ତୁ ଏହି 1 ଜିନିଷ, କେବେବି ହେବନି ଧନର ଅଭାବ

ପ୍ରତେକ ଲୋକମାନେ ନିଜକୁ ଧନବାନ ହେବା ପାଇଁ ଚାହୁଁ ଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ କିଛି ଜଣ ଭଲ କାମ କରିବା ପାଇଁ ଚାହିଁ ଥାନ୍ତି ଓ ସେମାନେ ଭଲ କାମ ମଧ୍ୟ କରିଥାନ୍ତି । ମାତ୍ର କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ଲାଭ ପାଇଁ ଏମାନେ ଖରାପ କାମ କରି ପାରିବେ । ଆପଣ ଯଦି ଟଙ୍କା କମେଇବା ପାଇଁ ଚାହୁଁ ଛନ୍ତି ବହୁତ ଭଲ ପରିଣାମ ପାଇବେ । ଆପଣ ଯଦି କାହା ଠାରୁ ଧନ କୁ ଛଡେଇକି ଆନୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖରାପ ହୋଇ ଥାଏ ।

ଆପଣ ଯଦି ନିଜ କାମକୁ ପ୍ରମାଣ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଜ କାମକୁ ଧ୍ୟାନ ଦିଅନ୍ତୁ ଏହା ସହ ଆପଣ ଅଯଥା ଖର୍ଚ୍ଚ ରୁ ନିଜକୁ ଦୂରେଇ ରଖିବେ । ଆପଣ ଙ୍କୁ ଆମେ କିଛି ଉପାୟ କହିବା ପାଇଁ ଯାହାକୁ କରିବା ଦ୍ଵାରା ଆପଣଙ୍କ ପାଖରେ ଟଙ୍କାର ଅଭାବ ହେବନି ।

ଆପଣ ଶାସ୍ତ୍ର ଅନୁସାରେ ଏହି ଭଳି କିଛି କଥା କୁହାଯାଇଛି ଯାହାକୁ ଆପଣ କରିବା ଖୁବ ଭଲ ହୋଇଥାଏ । ଏହା ପରେ ଆମେ ଆପଣଙ୍କୁ କହିବା କି ଆପଣ ନିଜ ଘରେ କିଛି ତାଙ୍କ ରଖନ୍ତୁ କାରଣ ଏବେ ପ୍ଲାଷ୍ଟିକ କାର୍ଡ ଧରିବାର ଏବେ ସବୁଙ୍କୁ ଅଭ୍ୟାଶ ତେବେ ଏହା ପାଇଁ ମଧ୍ୟ ଘରେ ଲକ୍ଷ୍ମୀ ଧାରା ଦେଉ ନଥିବେ ।

ଏହା ପରେ ଆପଣ ଆଉ କିଛି ଉପାୟ କରି ପାରିବେ ଯେଉଁ ଭଳି କି ଆପଣ ପୂଜା କରିବାର ସମୟରେ ଆପଣ କର୍ପୁର ଆଳତି କାରିବେ । ଆପଣ ଯଦି କିଛି ବସ୍ତୁ କୁ ନିଜ ପରଶ ରେ ରଖିବେ ତ ଆପଣଙ୍କ ପରଶ କେବେହେଲେ ଖାଲି ହେବନି ସବୁ ବେଳେ ଆପଣଙ୍କୁ ମିଳୁଥିବ ଧନ ।

ଆପଣ ମା ଲକ୍ଷ୍ମୀ ଙ୍କ ଫଟ ରଖିବେ ଏହା ଆପଣଙ୍କ ପାଇ ଭଲ ଥାଏ । ମାତ୍ର ମା ଲକ୍ଷ୍ମୀ ଙ୍କ ବସିବା ର ଫୋଟୋ କୁ ଆପଣ ରଖିବେ । ଓସ୍ତ ଗଛର ପତ୍ର କୁ ଆପଣ ନିଜ ପକେଟ ରେ ରାଖୀ ପାରିବେ ଏହାକୁ ପୂଜା କରାଯାଏ ।

ତେଣୁ ଆପଣ ଏହାର ଏକ ପତ୍ର ନିଜ ପକେଟ ରେ ରଖିବେ । ଏହାକୁ ଆପଣ ଟଙ୍କା ସହ ରଖିବା ଭଲ । ଆପଣ ଏକ ନାଲି ରଙ୍ଗର ଏକ କାଗଜ ନେଇକି ଆପଣ ଯଦି ଏହା ମଧ୍ୟରେ ନିଜ ଇଚ୍ଛାକୁ ଲେଖିବେ ।

ତେବେ ଆପଣ ଦେଖିବେ ଏହା କିଛି ଦିନ ପରେ ଏହା ସତ ହୋଇଯିବ । ଚାଉଳ କୁ ଧନର ଲକ୍ଷ୍ମୀ ଙ୍କ ରୂପ କୁହାଯାଏ । ଆପଣ ଏହା କୁ ନେଇକି କିଛି ନାଲି କାନାରେ ବାନ୍ଧିକି ରଖିବା ଦ୍ଵାରା ଆପଣଙ୍କ ପାଖରେ ଧନର ଅଭାବ ରହିବନି ।

Leave a Reply

Your email address will not be published. Required fields are marked *