ନିଜର ଏହି 3ଟି ଜିନିଷ କାହାକୁ ଦିଅନ୍ତୁନି | ନହେଲେ ସର୍ବନାଶ ହେବ

ହିନ୍ଦୁ ଧର୍ମ କୁ ଲୋକାମନେ ବୁଝିବା ଏତେ ସହଜ ନୁହେଁ । ଏହା ଦେଖିବା ପାଇଁ ଦୂରରୁ ଯେତେ ସହଜ ସେତିକି କଷ୍ଟ ମଧ୍ୟ ହୋଇ ଥାଏ । କିଛି ଏହି ଭଳି ନୀତି ନିୟମ ଅଛି ଯାହା ଦ୍ଵାରା ଆମେ ଆମ୍ମା ହିନ୍ଦୁଶାସ୍ତ୍ର କୁ ସବୁ ଥାତୁ ଭଲ ଶାସ୍ତ୍ର ବୋଲି ପ୍ରମାଣିତ କରୁ । ଏବେ ଅନେକ ଜାଗାରେ ଏହାକୁ ମହତ୍ଵ ଦିଆ ଯାଉଛି ଏହା ସହ ଏହାକୁ ସମ୍ମାନ ମଧ୍ୟ ଦିଆ ଯାଉଛି । ଆମେ ଯଦି ଦେଖିବା ପାଇଁ ଯିବା ତ କିଛି ଲୋକମାନେ ଏହାକୁ ନ ବୁଝି ନିଜକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ କିଛି ଭି କରି ଦେଇ ଥାନ୍ତି ଯାହା ଦ୍ଵାରା ଏମାନଙ୍କୁ ବହୁତ କଷ୍ଟ ହୋଇ ଥାଏ ।

ଆମ ଶାସ୍ତ୍ର ରେ କୁହା ଯାଇଛି କି ଦାନ ହେଉଛି ମହତ୍ଵ ପୂର୍ଣ କାମ ଏହାକୁ କରିବା ଦ୍ଵାରା ଆତ୍ମାର ଶୁଦ୍ଧି ହୋଇ ଥାଏ ଓ ମନକୁ ଶାନ୍ତି ମିଳି ଥାଏ । କିଛି ଜିନିଶ ଏହି ଭଳି ଅଛି ଯାହାକୁ ଦାନ କରିବା ଦ୍ଵାରା ଆମେ ଜୀବନରେ ସବୁ ବୀଲ ଖୁଶିରେ ରହୁ । କିନ୍ତୁ ଏହାକୁ ଦେବାର ଏକ ତରିକା ଅଛି । ଏହା ସହ ଆମେ ଯେଉଁ ବସ୍ତୁ ଦାନ କରୁ ଏହା କାହାକୁ ଦାନ କଲୁଆ କେଉଁ ଦିନ ଦାନ କଲୁଆ ଏହା ମଧ୍ୟ ଜାଣିବା ଦରକାର । ଯଦି ଆମେ କିଛି ନ ବୁଝି କେବଳ ଦାନ କରିବା ତେବେ ଏହା ଆମ ପାଇଁ ଖରାପ ହୋଇ ଥାଏ ।

ଆଜି ଆମେ ସେହି ଭଳି କିଛି ଦାନ ବିଶୟରେ କହିବା ପାଇଁ ଯାଉଛୁ ଯାହାକୁ ଆପଣ ଯଦି ନବୁଝିକି କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ ଖରାପ ସାବ୍ୟସ୍ତ ହୋଇ ପାରେ । ଆପଣ ଯେଉଁ ଭି କାମ କରୁଛନ୍ତି ଯଦି ଜଣାଇ ପାରୁ ନାହାଁନ୍ତି ଘରେ ଥିବା ବଡ ଲୋକଙ୍କୁ ପଚାରିକି କରନ୍ତୁ । ଜେଭଳିକି ସ୍ଦାନ ଦେବା ଭିତରେ ପ୍ରଥମେ ଆସୁଛି କି କିଛି ଜଣ ନିଜ ଘରେ ଥିବା ଝାଡୁ କୁ ଦାନ କରି ଥାନ୍ତି ନିଜ ଚାକର ଚାକରାଣୀ ମାନଙ୍କୁ ଏହା କରିବା ଅନୁଛିତ ଅଟେ ।

ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଅପମାନ ହୋଇ ଥାଏ ଏହା ସହ ଆପଣ ଖୁବ ଖରାପ ସମୟ ବିତାଇବେ ଏହା ପାଇଁ । ଆପଣଙ୍କ ଘରେ ଥିବା ସମ୍ମାନ ଓ ମାନ ଧନ ସବୁ କିଛି ଏହା ସହ ଚାଲିଯିବ । ଏହା ପରେ ଆସେ କି ବାସନ ଆପଣ ଭୁଲ ରେ ମଧ୍ୟ ଏହାକୁ ଦାନରେ ଦେବେ ନି ଏହାକୁ ଦେଲେ ଘରେ ଦରିଦ୍ରତା ସହ କଳହ ମଧ୍ୟ ଦେଖା ଦେଇ ଥାଏ । ଏହା ପରେ ଆସେ ଖରାପ କିମ୍ବା ପୋଡା ତେଲ ଏହାକୁ ଆପଣ କାହାକୁ ଦେବା ଅନୁଚିତ ଅଟେ । କାରଣ ଏହାକୁ ଆପଣ ଦେବା ଦ୍ଵାରା ଯାହାକୁ ଦେଉଛନ୍ତି ତାର କ୍ଷତି କରିବା ଭଳି କାମ ହୋଇ ଥାଏ । ତେଣୁ କରି ଆପଣ ଏହାକୁ କାହାକୁ ଦାନରେ ଯଦି ଦେବେ ଶୁଦ୍ଧ ଓ ନୂଆ ପ୍ଯାକେଟ କିଣିକି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *