ବନ୍ଧୁଗଣ ଆଜିକାଲି ଭଲ ପାଇବା ଗୋଟେ ଟ୍ରେଣ୍ଡ ହୋଇଗଲାଣି । ଯାହାକି ଦେଖ ସମସ୍ତେ କାହାକୁ ନା କାହାକୁ ଭଲ ପାଉଥିବାର ଦାବା କରି ଥାନ୍ତି । କିନ୍ତୁ କଣ ସତରେ ସେମାନଙ୍କ ମନରେ ଆପଣଙ୍କ ପାଇଁ ସଚ୍ଚା ପ୍ରେମ ଅଛି କି ନାହିଁ ଏ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତେବେ କଣ ଆପଣ କାହାକୁ ଭଲ ପାଉଛନ୍ତି ? କଣ ଆପଣ ନିଜର ଲଭରଙ୍କ ମନରେ ଆପଣଙ୍କ ପାଇଁ କଣ ଫିଲିଙ୍ଗ୍ସ ରହିଛି ତାହା ଜାଣିବାକୁ ଇଚ୍ଛା କରୁଛନ୍ତି । ତେବେ ବାଛନ୍ତୁ ଆପଣଙ୍କର ଲଭରଙ୍କ ନାମର ପ୍ରଥମ ଅକ୍ଷର ଆଉ ଜାଣନ୍ତୁ ତାଙ୍କ ମନରେ କଣ ଫିଲିଙ୍ଗ୍ସ ରହିଛି ।
A ଲେଟର ଚୁଜ କରିଥିଲେ ତାଙ୍କ ମନରେ ଆଉ କେହି ଅଛନ୍ତି ଆପଣ ନାହାନ୍ତି ।
B ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ବହୁତ ଘୃଣା କରୁଛନ୍ତି ।
C ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ହୃଦୟ ରୁ ବହୁତ ପସନ୍ଦ କରୁଛନ୍ତି ।
D ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ କେବେ ହରାଇବାକୁ ଚାହୁଁ ନାହାନ୍ତି ।
E ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ବହୁତ ଭଲ ଆଉଛନ୍ତି ।
F ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ଆଇ ଲଭ ୟୁ କହିବାକୁ ଚହୁଁଛନ୍ତି ।
G ଲେଟର ଚୁଜ କରିଥିଲେ ସେ ଆପଣଙ୍କ ସହ କୌଣସି କଥାକୁ ନେଇ ଝଗଡା କରିବାକୁ ଚାହୁଁଛନ୍ତି ।
H ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ପ୍ରେମର ଇଜହାର କରିବାକୁ ଚାହୁଁଛନ୍ତି ।
I ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ।
J ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ମନେ ମନେ ପସନ୍ଦ କରୁଛନ୍ତି ।
K ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ତାଙ୍କର ବେଷ୍ଟ ବନ୍ଧୁ ମାନୁଛନ୍ତି ।
L ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ନ ଦେଖି ଗୋଟେ ମୂହୁର୍ତ୍ତ ରହିପାରିବେ ନାହି ।
M ଲେଟର ଚୁଜ କରିଥିଲେ ସେ ଅପାନଙ୍କୁ ତାଙ୍କ ପାଇ ଲକି ମାନେ କରୁଛନ୍ତି ।
N ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଓ ଆପଣ ତାଙ୍କର ଜୀବନ ଅଟନ୍ତି ।
O ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ପାଇବା ପାଇଁ କିଛି ବି କରିପାରନ୍ତି ।
P ଲେଟର ଚୁଜ କରିଥିଲେ ଆପଣଙ୍କୁ କେହି ଟେନସନ ଦିଅନ୍ତୁ ତାହା ଆପଣଙ୍କ ଲଭରଙ୍କୁ ପସନ୍ଦ ନୁହେଁ ।
Q ଲେଟର ଚୁଜ କରିଥିଲେ ଆପଣ ତାଙ୍କ ପରିବାର ଠାରୁ ଅଧିକ ଅଟନ୍ତି ।
R ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ବହୁତ ଭଲ ମଣିଷ ଭାବୁଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।
S ଲେଟର ଚୁଜ କରିଥିଲେ ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି ।
T ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ଈର୍ଷା କରିବା ସହ ପସନ୍ଦ କରୁ ନାହାନ୍ତି ।
U ଲେଟର ଚୁଜ କରିଥିଲେ ଆପଣ କାହା ସହ କଥା ହେଲେ ତାଙ୍କୁ ପସନ୍ଦ ଲାଗେ ନାହି ।
V ଲେଟର ଚୁଜ କରିଥିଲେ ଆପଣ ତାଙ୍କର ଜୀବନ ତେଣୁ ସେ ଆପଣଙ୍କୁ ହରାଇବାକୁ ଚାହୁଁ ନାହାନ୍ତି ।
W ଲେଟର ଚୁଜ କରିଥିଲେ ଆପଣଙ୍କୁ ଦେଖିବା ପରେ ତାଙ୍କ ହୃଦୟ ବହୁତ ଜୋର ରେ ଶବ୍ଦ କରିଥାଏ ।
X ଲେଟର ଚୁଜ କରିଥିଲେ ତାଙ୍କ ହୃଦୟରେ କେବଳ ଆପଣଙ୍କର ନାମ ଅଛି ।
Y ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ତାଙ୍କର ଜୀବନ ସାଥି କରିବାକୁ ଚାହୁଁଛନ୍ତି ।
Z ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ତାଙ୍କ ପରିବାର ସହ ଦେଖା କରାଇବାକୁ ଚାହୁଁଛନ୍ତି । ବନ୍ଧୁଗଣ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।