ଆମ ଶାସ୍ତ୍ରରେ ହନୁମନ୍ତ କବଚ ମନ୍ତ୍ର ଅଛି ଯାହା ଅଧିକ ଫଳ ଦାଇ ବୋଲି କୁହାଯାଏ । ଯଦି ଆମେ ଦେଖିବା ପାଇ ଯିବା ତ ଭଗବାନ ରାମ ଚନ୍ଦ୍ର ନିଜେ ଏହି ମନ୍ତ୍ରର ଜପ କରିଥିଲେ । ଯେତେବେଳେ ସେ ରାବଣ ସହ ଯୁଧ୍ୟ କରୁଥିଲେ । ସେତେବେଳେ ସେ ଏହି ମନ୍ତ୍ର ର ଜପ କରୁଥିଲେ । ଏହା ସହ ମାତା ସୀତା ଯେତେବେଳେ ରାବଣ ର କବଚ ରେ ଥିଲେ ସେ ରାମ ଙ୍କ ଏହି ମନ୍ତ୍ର କୁ ଜପ କରୁଥିଲେ ଓ ନିଜକୁ ରକ୍ଷା କରୁଥିଲେ ।
ହନୁମାନ ଙ୍କ ଏହି ମନ୍ତ୍ର କୁ ଷିଦ୍ଧ କରିବା ପାଇଁ ମନଗଳ ବାର ଏକ ଭଲ ବାର ଅଟେ । ଏହି ଦିନ କୁ ଭଗବାନ ହନୁମାନ ଜି ଙ୍କ ବାର ମଧ୍ୟ କୁହାଯାଏ । ଏହା ଶାଧାରଣ ମନ୍ତ୍ର ଭଳି ଲାଗିଲେ ମଧ୍ୟ । ଏହି ମନ୍ତ୍ରରେ ଭଗବାନ ହନୁମାନ ଜି ଙ୍କ ଶକ୍ତି ସାମାୟିତ ହୋଇ ଅଛି ବୋଲି କୁହାଯାଏ । ଏହା ମଧ୍ୟ କୁହାଯାଉଛି କି ଏହି ମନ୍ତ୍ର ଜପ କରିବା ଦ୍ଵାରା ଅନେକ ଲୋକ ମାନେ ସବୁ ଜିନିଷ ପ୍ରତି ମୋହ ତ୍ୟାଗ କରି ଛନ୍ତି । ଭଗବାନ ଙ୍କ ଏହି ମନ୍ତ୍ର ଜପିବା ଦ୍ଵାରା ମଣିଷ ଖରାପ ଚୀନ୍ତାରୁ ଦୂରେଇ ଯାଇ ଭଲ ଚିନ୍ତାରେ ରହିଥାଏ । ଏହା ସହ ତାକୁ ଭୁତ ପିଶାଚ ଭଳି କିଛି ଖରାପ ଶକ୍ତି ରୁ ମଧ୍ୟ ଦୂରେଇ ରହିବା ପାଇଁ ଶକ୍ତି ମିଳିଥାଏ ।
ଏହି ମନ୍ତ୍ର ଜପ କରିବା ପାଇଁ ଚାହୁଁ ଥିବା ବ୍ୟକ୍ତି ଯଦି ଏହି ମନ୍ତ୍ର କୁ ସିଦ୍ଧହୀ କରି ଥାଏ ତାର ଜୀବନ ବଦଳି ଯାଇ ଥାଏ । କେବଳ ସେତିକି ନୁହେଁ ଭଗବାନ ହନୁମାନ ଜି ହେଉଛନ୍ତି 8 ଜଣ ଚିରଞ୍ଜିବୀ ମାନଙ୍କ ମଧ୍ୟରୁ ଜଣେ ସେ ଯେଉଁ ଭି କାମ କରନ୍ତି ତାହା ସବୁ ଜଣ ମଙ୍ଗଲ କାମ ପାଇଁ କରନ୍ତି ସେ କେବେ ହେଲେ ନିଜ ସ୍ଵାର୍ଥ ପାଇଁ କିଛି କରି ନାହାଁନ୍ତି । କିନ୍ତୁ ଆପଣ ଯଦି ଏହି ମନ୍ତ୍ର ର ଜପ କରିବା ଏପାଇଁ ଚାହୁ ଛନ୍ତି ତେବେ ଆପଣ ଏକ କଥା ମନ ରଖନ୍ତୁ କି ଆପଣ ଏହା ପାଇଁ କାହାକୁ କ୍ଷତି ପହଞ୍ଚାଇବେ ନି କିଛି ଖରାପ ଚିନ୍ତା କରିବେ ନି ଯେଉଁ ଯାଏ ଆପଣ ଏହି ସବୁ କମ କରିବେ ସେ ଯାଏ ଅପଣଙ୍କୁ ଏହାର ସୁଫଳ ମିଳିବ ନି ।
“ଶ୍ରୀ ହନୁମନ୍ତାୟ ନମଃ” ଏହି ମନ୍ତ୍ର ଟି ଉପରେ ଲେଖା ଯାଇଛି ଏହାକୁ ଆପଣ ଏକ ମାଳୀ ସାହାଯ୍ୟରେ 108 ଥର ଜପ କରି ପାରିବେ ଯେଉଁ ମନେ 108 ଥର ଜପ କରି ପାରୁ ନାହାଁନ୍ତି ସେମାନେ 18 ଥର ଏହାକୁ ଜପ କରିବେ । ଭଗବାନ ଙ୍କ ପୂଜା କରିବା ବେଳେ ଏକ କଥା ମନେ ରଖିବେ କି ଆପଣ ସାନ୍ତ ଓ ଶୁଦ୍ଧ ପରିବେଶ ରେ ଥିବେ କିଛି ଅସନା କିମ୍ବା ଗଣ୍ଡଗୋଳ ନଥିବା ଜାଗାରେ । ଏହାକୁ ଜପ କରିବା ଦ୍ଵାରା ଆପଣଙ୍କ ଜୀବନର ଉର୍ଣ୍ଣାତ୍ତି ନିଶ୍ଚିତ ଭାବେ ହେବ ଏହା ସହ ଆପଣଙ୍କ ଜିବନର ସବୁ କିଛି ଶୁଭ ଓ ମଙ୍ଗଳ ମୟ ହେବ ।