ନୂଆବର୍ଷ 2022 ରେ ଘରକୁ ଆଣନ୍ତୁ ଏହି 5ଟି ଜିନିଷ, ବଢିବ ଧନ

ନୂଆବର୍ଷ ୨୦୨୨ ଆସୁଛି ଆଉ କିଛି ଦିନ ଭିତରେ । ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଉଶ୍ଚାହ ଭାରି ରହିଥାଏ । ଏହି ଦିନ ଲୋକ ମାନେ ଘରକୁ ଅନେକ ନୂଆ ନୂଆ ଜିନିଷ ଆଣିଥାନ୍ତି । ଯାହା ଦ୍ଵାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ । ଆଜି ଆମେ ନୂଆବର୍ଷ ରେ କେଉଁ ଜିନିଷ ଆଣିଲେ ବର୍ଷ ସାରା ସୁଖ ଶାନ୍ତିର ଆଗମନ ହେବା ସହ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଭଗବାନ ଗଣେଶଙ୍କ ମୂର୍ତ୍ତି : ଭଗବାନ ଗଣେଶଙ୍କୁ ବିଘ୍ନକର୍ତ୍ତା କୁହାଯାଏ । ନୂଆବର୍ଷରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ପୂଜା କରିଲେ ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ଦୁଖ କଷ୍ଟର ନିବାରଣ ହେବ । ଏହା ସହ ଘରର ସଦସ୍ୟଙ୍କ ମଧ୍ୟରେ ଯେଉଁ ସବୁ ମନାନ୍ତର ଲାଗି ରହିଥିବ ତାହା ଦୂର ହେବ ।

୨- ନଡିଆ : ନଡିଆକୁ ସାଧାରଣତ ପୂଜା କାମରେ ବ୍ୟବହାର କରାଯାଏ । ନୂଆବର୍ଷ ରେ ଘରେ ନଡିଆ ଭାଙ୍ଗି ଦିନ ଆରମ୍ଭ କରିଲେ ଶୁଭ ହୋଇଥାଏ । ଘରୁ ବାହାରିବା ସମୟରେ ନଡିଆ ଭାଙ୍ଗି ଘରୁ ବାହାରିଲେ ଆପଣ କାମରେ ସଫଳ ହେବେ । ଏହା ସହ ଘରେ ଥିବା ଖରାପ ଶକ୍ତିର ନାସ ହୋଇଥାଏ ।

୩- ମୟୁର ପଙ୍ଖ : ଧନ ଜନିତ ସମସ୍ଯା ରହୁଥିଲେ ଏହି ନୂଆବର୍ଷ ଦିନ ଘରକୁ ମୟୂର ପର କିଣି ଆନତୁ । ଧ୍ୟାନ ରଖିବେ ମୟୂର ପଙ୍ଖ କିଣିବା ସମୟରେ ଭଗବାନ କୃଷ୍ଣଙ୍କ ନାମ ସ୍ମରଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ମୟୂର ପର ଘରେ ରହିଲେ ଧନର ବୃଦ୍ଧି ମଧ୍ୟ ହୋଇଥାଏ ।

୪- ମନି ପ୍ଳାଣ୍ଟ ଗଛ : ନୂଆବର୍ଷରେ ଘରକୁ ମନି ପ୍ଳାଣ୍ଟ ଗଛ କିଣି ଆଣନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହେବ ସହ ଧନ ଜନିତ ସମସ୍ଯା ଦୂର ହେବ । ବର୍ଷ ସାରା ଆପଣଙ୍କ ଘରେ ଆନନ୍ଦ ରେ ବିତିଯିବ । ଏହା ସହ ପ୍ରାକୃତ ପରିବେଶ ମଧ୍ୟ ସୁନ୍ଦର ରହିବ ।

୫- ପେନସୁଇ ଆଇଟମ : ଟଙ୍କା ପଇସା ଏମିତି ଏକ ଜିନିଷ ଯାହା ପ୍ରତେକ ମଣିଷ ଇଚ୍ଛା କରିଥାଏ । ନୂଆବର୍ଷରେ ଯଦି ଆପଣଙ୍କୁ କେହି ଲାଫିଙ୍ଗ ବୁଦ୍ଧ ଉପହାର ଦିଅନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲିଲା ବୋଲି ଜଣା ପଡିଥାଏ । ଏହି ଲାଫିଙ୍ଗ ବୁଦ୍ଧ ସେତେବେଳେ କାମ କରିଥାଏ ଯେବେ ଆପଣଙ୍କୁ ଏହା ଗିଫ୍ଟ ଆକାରରେ ମିଳିଥାଏ । ଯାହା ଦ୍ଵାରା ଗୃହରେ ଧନ ବୃଦ୍ଧି ହୋଇଥାଏ ।

୬- ଭଗବାନ ହନୁମାନଙ୍କ ମୂର୍ତ୍ତି : ଶାସ୍ତ୍ର ଅନୁସାରେ ଘରେ ଭଗବାନ ହନୁମାନଙ୍କ ଫୋଟୋ ରଖିବା ଉଚିତ । ନୂଆବର୍ଷରେ ଘରକୁ ଭଗବାନ ହନୁମାନଙ୍କ ଫୋଟୋ ମୁଖ୍ୟ ଦ୍ଵାରାରେ ଆଣି ଲଗାଇଲେ ଆପଣଙ୍କ ଘରେ ଥିବା ସବୁ ସମସ୍ୟାର ନିବାରଣ ହେବା ସହ ଧନ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଯଦି ଆପଣଙ୍କ ଉପରେ କୌଣସି ବିପଦ ଆସିବାର ଥାଏ ତେବେ ତାହା ମଧ୍ୟ ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *