ମାତା ଲକ୍ଷ୍ମୀ ଙ୍କ କୃପା ସବୁ ଙ୍କ ଆଗରେ ଥାଏ । କିନ୍ତୁ କିଛି ଲୋକମାନେ ମା ଙ୍କ ଅତି ପ୍ରିୟ ହୋଇ ଥାନ୍ତି । ଏହି ଭଳି ଲୋକମାନେ ନିଜ ମନରୁ ମା ଲକ୍ଷ୍ମୀ ଙ୍କୁ ଆରାଧନା କରୀ ଥାନ୍ତି ଏମାନେ ମା ଲକ୍ଷ୍ମୀ ଙ୍କ ଆରାଧନା ଅକ୍ରିୟ ମା ଙ୍କୁ ପ୍ରସନ୍ନ କରି ଥାନ୍ତି । ଆଜି ଆମେ କହିବା କି ମା ଲକ୍ଷ୍ମୀ ଙ୍କ ଦୟା ଏହି ରାଶି ମାନଙ୍କ ଉପରେ ହେବା ପାଇଁ ଯାଉଛି କାରଣ ହେଉଛି କି ମା ଲକ୍ଷ୍ମୀ ହେଉଛନ୍ତି କରୁଣା ମୟୀ ତେଣୁ ତାଙ୍କ କରୁଣା ପାଇବା ସହଜ ହୋଇ ଥାଏ ।
ଆଜି ଆମେ କହିବା କି ମା ଲକ୍ଷ୍ମୀ ଙ୍କ ଆରାଧନା କରୁଥିବା ରାଶି ମାନଙ୍କ ଭିତରୁ କିଛି ରାଶି ମାନେ ମଧ୍ୟ ଭାଗ୍ୟ ବାନ ନଥାନ୍ତି । ଆଜି ଆମେ କହିବା କି ମା ଲକ୍ଷ୍ମୀ କେଉଁ କେଉଁ ରାଶି ଉପରେ ନିଜର ଆଶୀର୍ବାଦ ରଖୀ ଛନ୍ତି ଓ ସେମାନେ କଣ କୃପା ପାଇବେ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ରାଶିର ଭାଗ୍ୟ 2022 ରେ ଭଲ ହେବା ପାଇଁ ଯାଉହଚି ଆସନ୍ତୁ ଜାଣିବା । ପ୍ରଥମ ରାଶି ହେଉଛି – କନ୍ୟା ରାଶି – ଏହି ରାଶି ଉପରେ ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବ ।
ଆପଣଙ୍କ ପରିବେଶ ଖୁବ ଭଲ ରହିବ । ଆପଣଙ୍କ ମନ ଖୁବ ପ୍ରସନ୍ନ ଭରା ରହିବ । ଯାହା ଫ୍ହାଳରେ ଆପଣ ମନରେ ନୂଆ ଯୋଜନା କରିବେ । ଆପଣଙ୍କ ସମୟ ଆପଣନାକ ପାଇଁ ଶୁଭ ଅଛି । ଏହା ପାଇ ଆପଣ ସଫଳ ପାଇବେ । ପ୍ରେମସମ୍ପର୍କ ଖୁବ ଭଲ ରହିବ । ଶୁଭ ଫଳ ପାଇବେ ଆପଣ ।
ସିଂହ ରାଶି – ଏହିର ଆଶିର ସମୟ ଖୁବ ଭଲ ରହିବ ଆପଣଙ୍କ ପାଇଁ । ଆପଣଙ୍କ ଉପରେ ଥିବା ଗ୍ରହ ଡୋସା ସବୁ ସରିଯିବ । ପରିବାରରେ ଥିବା କଳହ ର ଅନ୍ତ ହେବ । ଆପଣଙ୍କ ଉପରେ ଧନର ବର୍ଷା ହେବ । ଆପଣଙ୍କ ଚାକିରି କରିବାର ଯୋଗ ମଧ୍ୟ ଦେଖାଉଛି ।
କୁମ୍ଭ ରାଶି – ଏହି ରାଶିର ଲୋକନକ ଉପରେ ସ୍ଵୟଂ ମା ଲକ୍ଷ୍ମୀ ପ୍ରସନ୍ନ ରହିବେ । ଆପଣଙ୍କ ପାଇଁ କିଛି ଭଲ ସମୟ ରହିଛି । ଆପଣଙ୍କ ଘରକୁ ସୁଖ ଶାନ୍ତିର ଆଗମନ ହେବ । ଆପଣଙ୍କ ଘର ର ରାସ୍ତା ରେ ଧନର ଆଗମନ ହେବା ପାଇଁ ଯାଉଛି । ପୁରୁଣା ଅପ୍ରେମ ଆପଣ ପୁଣି ଫେରି ପାଇବେ । ଆପଣଙ୍କ ଜୀବନର ସବୁ କିଛି ଭଲ ହେବା ପାଇଁ ଯାଉଛି ।
କର୍କଟ ରାଶି – ବ୍ୟକ୍ତି ମାନାଙ୍କ ଉପରେ ଶ୍ବାସୟଙ୍ଗ ମହା ପ୍ରଭୁର କୃପା ରହିବ ଯେଉଁ ମାନଙ୍କ ବିବାହ ହୋଇ ପାରୁନି ଏବେ ନିଜ ପସନ୍ଦ ର ଲୋକଙ୍କୁ ବିବାହ କରିବେ । ବିଦ୍ୟାର୍ଥୀ ମାନେ ମନ ଲଗାଇ ପାଠ ପାଢୀ ପାରନ୍ତି । ଆର୍ଥିକ ସମସ୍ୟା ଦୂର ହେବ ଓ ଆପଣ ନିଜ ପରିବାର ସହ ଖୁବ ଭଲ ରେ ରହିବେ ।