ଆସନ୍ତା ନୂଆବର୍ଷ ୨୦୨୨ରେ ୧୨ ଗୋଟି ରାଶି ମାନଙ୍କର ସମୟ କେମିତି ରହିବ ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମେଷ ରାଶି : ଆପଣଙ୍କୁ ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳିବ । ସମ୍ପତି କ୍ଷେତ୍ରରେ ଉନ୍ନତି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଛାତ୍ର ମାନଙ୍କ ପାଇଁ ନୂଆବର୍ଷରେ ସଫଳତା ମିଳିବ ।
ବୃଷ ରାଶି : ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନା ଆସିବ ଯାହା ଆପଣ ଚିନ୍ତା କରି ନ ଥିବେ । ଆପଣଙ୍କ ପାଇଁ ବୈବାହିକ ଜୀବନ ଓ ବେପାରରେ ଅନେକ ସଫଳତା ଆସିବାକୁ ଯାଉଛି ।
ମିଥୁନ ରାଶି : ଆପଣଙ୍କର ସମୟ ଶୁଭ ରହିବ ନାହି । ଜୀବନରେ କୌଣସି ସମସ୍ଯା ଆସିପାରେ । କୌଣସି କାମ କରିବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ । ଆପଣଙ୍କର ବିଶେଷ ଫଳପ୍ରଦ ନୂଆବର୍ଷ ରହିବ ନାହିଁ ।
କର୍କଟ ରାଶି : ଆପଣଙ୍କର ଅନେକ ପ୍ରକାରର ସଫଳତା ହାସଲ କରିବେ । ପରିଶ୍ରମ ଅନୁଯାୟୀ ଫଳ ପାଇବେ । ଯେମିତି କର୍ମ କରିବେ ସେମିତି ଫଳ ପାଇବେ ।
ସିଂହ ରାଶି : ଆପଣଙ୍କ ପାଇଁ ପଦ, ମାନ ସମାନ ପ୍ରତିଷ୍ଠା ହାସଲ ହେବ । କ୍ଯାରିୟର କ୍ଷେତ୍ରରେ ଉନ୍ନତି କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି ।
କନ୍ୟା ରାଶି : ଆପଣଙ୍କ ପାଇଁ ନୂଆବର୍ଷ ଫଳଦାୟକ ରହିବ । ଆପଣଙ୍କ ଭାଗ୍ୟ ସାଥ ଦେବ । କଠିନ ପରିଶ୍ରମ କରି ସଫଳତା ପାଇବେ । ଜୀବନର ପ୍ରତେକ କ୍ଷେତ୍ରରେ ଶୁଭ ଫଳ ପାଇବେ । ବିବାହ ଯୋଗ ରହିଛି ।
ତୁଳା ରାଶି : ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ଆଗମନ ହେବ । ପାରିବାରିକ କଳହ ଦୂର ହେବ । ନୂଆ ଯାନବାହାନ କ୍ରୟ କରିବା ସହ ଦାମୀ ଜିନିଷ କିଣିବେ । ଗୃହ ପ୍ରବେଶ କରିବେ । ରୋମାଣ୍ଟିକ ଜୀବନ ବିତାଇବାର ଆପଣ ସୁଯୋଗ ପାଇବେ ।
ବିଛା ରାଶି : ଆପଣଙ୍କ ପାଇଁ ସମୟ ସୁଖ ସମୃଦ୍ଧି ରହିବ । ଯାନବାହାନ କ୍ରୟ କରିବେ । କୌଣସି କ୍ଷେତ୍ରରେ ଧନ ନିବେଶ କରିବେ । ସେଥିରେ ଆପଣ ଲାଭ ପାଇବେ । ବିବାହ ଯୋଗ ରହିଛି ।
ଧନୁ ରାଶି : ଆପଣଙ୍କୁ ବିଭିନ୍ନ ଦିଗରୁ ଅବସର ମିଳିବ । ଦାଂପତ୍ଯ ଜୀବନ ସୁଖରେ କଟିବ । ଆୟର ନୂଆ ସ୍ରୋତ ପ୍ରାପ୍ତ କରିବେ । ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।
ମକର ରାଶି : ଆପଣଙ୍କର ନୂଆବର୍ଷରେ ଅଧିକ ଖର୍ଚ୍ଚ ବୃଦ୍ଧି ହେବ । ଆର୍ଥିକ ସମସ୍ଯା ଦେଖାଯିବ ନାହି । ଧନ ସଞ୍ଚୟ କରି ପାରିବେ ନାହି । ବିଦେଶ ଯାତ୍ରା କରିବେ ଯାହା ଆପଣଙ୍କ ପାଇଁ ଲାଭକାରୀ ରହିବ ।
କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ସମୟ ଆସୁଛି । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନେ ସୁନାମ ଅର୍ଜନ କରିବେ ।
ମୀନ ରାଶି : ଆପଣଙ୍କ ପାଇଁ ଅନେକ ସଫଳତା ରହିଛି । ସମାଜରେ ମାନ ସମାନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।