ନୂଆ ବର୍ଷରେ ଘରକୁ ଆଣନ୍ତୁ ଏହି 5ଟି ଜିନିଷ, ହେବ ଧନର ଆଗମନ… ମିଳିବ ବଡ ଖୁସି ଖବର

ଆପଣ ମାନେ ଜାଣି ଥିବେ କି ନୂଆ ବର୍ଷ ହେଉଛି ସାରା ଦୁନିଆ ର ପାଇଁ ଖୁଶିସର ସମୟ ଏହା ମଧ୍ୟରେ କିଛି ଏହି ଭଳି ଲୋକମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ଭାଗ୍ୟ କୁ ଖୁବ ନିନ୍ଦା କରିଥାନ୍ତି କାରଣ ଜୀବନର ଅନେକ ବର୍ଷ ପରେ ମଧ୍ୟ ତାଙ୍କ ଜୀବନର ସଫଳତା ମିଳି ନଥାଏ । ଯଦି ଆପଣ ମଧ୍ୟ ଏହି ପରି ମନ ଖରାପ କରୁଛନ୍ତି ତେବେ ଆପଣ ଏହା କରନ୍ତୁ ନି କାରଣ ହେଉଛି କି ଆପଣ ଯାହା ଭି କରିବେ କିମ୍ବା ଆପଣ ଯାହାଭି କାମ କରୁଛନ୍ତି ଏହା କେତେ ମାତ୍ରା ରେ ସଫଳ ହେବ ।

ଏହା ଉପରେ ଧ୍ୟାନ ଦିଅନ୍ତୁ ଏହି ଆଗାମୀ ନୂଆ ବର୍ଷ 2022 ସବୁ ଲୋକଙ୍କ ପାଇଁ ଖୁବ ଭଲ ଅଛି । ମା ଲକ୍ଷ୍ମୀ ଭଗବାନ କୁବେର ଙ୍କ ଆଶୀର୍ବାଦ ମଧ୍ୟ ରହିବା ପାଇଁ ଯାଉଛି । ଏମିତି କି ଏବେ ଏହି ସମୟରେ ସବୁ ରାଶି ମାନେ ସବୁ ପ୍ରକାର ଆଶୀର୍ବାଦ ପାଇବେ ।

ଆଜି ଆମେ କହିବ ଆକି ଆପଣ ମାନେ ଏହାକୁ କିଭଳି ସ୍ଵାଗତ କରିବେ କଣ କଣ ଦେଇ ଏହାର ଅଭିନନ୍ଦନ କରିବେ ଆପଣ ଆସନ୍ତୁ ଆମେ ଆପଣଙ୍କୁ କହିବା କି କଣ କଣ ଜିନିଷ କିଣିବା ଦ୍ଵାରା ନୂଆ ବର୍ଷ ଶୁଭ ରୁ ଶୁଭ ହୋଇ ଥାଏ । ଆପଣ ଏହାକୁ ଜାଣି ଥିବେ କି ଯଦି କେହି କିଛି ଜିନିଷ କିଣୁ ଛନ୍ତି ତେବେ ଆପଣ ଏହାର ବ୍ୟବହାର ମଧ୍ୟ ଜାଣି ଥିବା ଦରକାର ।

ସାଧାରଣ ଭାବ ଏଣୁଆ ଜିନିଷ କିମ୍ବା ନୂଆ ବର୍ଷ ରେ କିଣିବା ଅବେଳେ ଆମେ ଏକ ଜିନିଷର ଧ୍ୟାନ ଅଧିକ ରାଖୀ ଥାଉ କି ଏହା ଯେଉଁ ଭଳି ଭାବେ ମା ଲକ୍ଷ୍ମୀ ଙ୍କ ପ୍ରିୟ ହୋଇ ଥିବା ଦରକାର ଅଟେ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ କହିବା କି ଖଣ୍ଡ ହଳଦୀ ଏହାକୁ କିଣିବା ଦ୍ଵାରା ଆମେ ଜାଣି ପାରିବା କି ଏହା ଖୁବ ଭଲ ହୋଇ ଥାଏ ।

ଏହା ପରେ ଆପଣ ଭଗବାନ ଗଣେଶ ଭଗବାନ ଙ୍କ ଫାଟ ଆଣିବା ଦ୍ଵାରା ଆପଣଙ୍କ ଘରେ ଖୁଶି ସବୁ ବେଳେ ରହି ଥାଏ । ତାଙ୍କ ସହ ରିଦ୍ଧି, ଶିଦ୍ଧି, ଶୁଭ, ଲାଭ ମଧ୍ୟ ରହି ଥାଏ । ଏହା ସହ ମା ଲକ୍ଷ୍ମୀ ଓ କୁବେର ଭଗବାନ ମଧ୍ୟ ରହି ଥାନ୍ତି ଏହାଙ୍କ ସହ ।

ତେଣୁ କରି ଆପଣ ମାନେ ଜାଣି ଥିବେ କି ଏହାଙ୍କୁ ଘରକୁ ଆଣିବା ଦ୍ଵାରା ସାରା ବର୍ଷ ଖୁବ ଭଲରେ ଯାଇ ଥାଏ । ଏହା ପରେ ଚାନ୍ଦିର ବସ୍ତୁ ଆପଣ ଘରକୁ ଆଣିବା ଦ୍ଵାରା ଆପଣ ଖୁବ ଲାଭ ପ୍ପାଇବେ । ଏହା ପରେ ଆସେ ପଦ୍ମ ଫୁଲର ମଞ୍ଜି ଆଣି ଥାନ୍ତି ତେବେ ଏହା ମା ଲକ୍ଷ୍ମୀ ଙ୍କ ଆଶୀର୍ବବାଦ ମଧ୍ୟ ମିଳି ଥାଏ ମା ଲକ୍ଷ୍ମୀ ଙ୍କ ଉପରେ ।

ଏହା ପରେ ତୁଳଶି ବୃକ୍ଷ ଏହା ପାଖରେ ଭଗବାନ ବିଷ୍ଣୁ ରହି ଥାନ୍ତି କୁହାଯାଏ କି ଯେଉଁ ଜାଗାରେ ଭଗବାନ ବିଷ୍ଣୁ ରହି ଥାନ୍ତି ସେହି ଭଳି ଭାବେ ମା ଲକ୍ଷ୍ମୀ ମଧ୍ୟ ରହି ଥାନ୍ତି ତେଣୁ କରି ଆପଣ ଏହାକୁ ଧ୍ୟାନ ଦେବେ କି ଏହାକୁ ଯେମିତି ରେ ହେଲେ ମଧ୍ୟ ଆଣିବେ । ତେବେ ଏହି ପାଞ୍ଚ ଟି ଜିନିଷ ଆପଣ ରଖିବା ଭଲ ହୋଇ ଥାଏ ।

Leave a Reply

Your email address will not be published. Required fields are marked *