ନୂଆ ବର୍ଷର ପ୍ରଥମ ଦିନ ନିଶ୍ଚିତ ଭାବରେ ଖାଆନ୍ତୁ ଏଜି 1 ଜିନିଷ, ପୁରା ବର୍ଷ ହେବ ଧନର ବର୍ଷା

ନୂଆ ବର୍ଷର ପ୍ରଥମ ଦିନ ବହୁତ ମହତ୍ଵ ରହିଛି । ନୂଆ ବର୍ଷରେ ଲୋକ ମଧ୍ୟ ବହୁତ ସପିଙ୍ଗ କରିଥାନ୍ତି ସୁନା କି ଚାନ୍ଦି, ତେବେ ଏହି ଦିନରେ କଣ ଖାଇବାର ଆବଶ୍ୟକତା ହୋଇଥାଏ । ଏହି ଦିନରେ ବିଳାସ ପୂର୍ଣ ଜିନିଷ କିଣିଲେ ବହୁତ ଲାଭ ହୋଇଥାଏ ଓ ପୁରା ବର୍ଷ ଜମିକି ପଇସା ଆସିଥାଏ । ମା ବଗବତୀଙ୍କ ପାଇଁ ଯଦି କୌଣସି ସିନ୍ଦୁର କିଣୁଛନ୍ତି ତେବେ ବହୁତ ଲାଭ ହୋଇଥାଏ । ଏହି ଦିନ କିଚିବି କାମ କରନ୍ତୁ ବହୁତ ଲାଭ ମିଳିଥାଏ । ଏହି ଦିନରେ ଶନି ଓ ଗୁରୁଙ୍କ ପ୍ରଭାବ ରହିଥାଏ । ଆଉ ଏହୀ ଲମ୍ବା ସମୟ ଦେଇଥାଏ । ଅଭିଜିତ ମୁହୂର୍ତ ବା ପୁଷ ନଖେତ୍ର ଦିନ ଯଦି କରୁଛନ୍ତି ବହୁତ ଲାଭ ମିଳିଥାଏ । ଅଭିଜିତ ମୁହୂର୍ତ ବହୁତ ଶୁଭ ରହିଥାଏ ଶେଥି ପାଇଁ ଏହି ଦିନରେନୁ ନିଶ୍ଚିତ ଭାବରେ ସପିଙ୍ଗ କରନ୍ତୁ ।


ଏହି ଦିନରେ ବାହନ ମଧ୍ୟ କିଣି କିଣିପାରନ୍ତି । ଯଦି ବାହନ ଭଳି ଜିନିଷ କିଣୁଛନ୍ତି ତେବେ ବହୁତ ଲାଭ ଦାୟକ ରହିବ । ଏହି ଦିନରେ ସୂର୍ଯ୍ୟ ଦେବଙ୍କୁ ଗୋଟିଏ ଲୋଟା ଜଳ ନିଶ୍ଚିତ ରୂପରେ ଚଢାନ୍ତୁ ଆଉ ଗାୟତ୍ରୀ ମନ୍ତ୍ର ମଧ୍ୟ ଊଚାରଣ କରିବେ । କାରଣ ଆପଣ ପୁରା ବର୍ଷ ୨୦୨୨ରେ ଠିକ ନିସ୍ପତି ନେଇପାରନ୍ତି । ଏହି ଜିନିଷ ଖାଆନ୍ତୁ ପୁରା ବର୍ଷ ଜମିକି ପଇସା ଆସିବ । ଯଦି ଆପଣ ନୂଆ ବର୍ଷରେ କଳା ବାଲା ଅଙ୍ଗୁରୁ ଖାଉଛନ୍ତି ତେବେ ବହୁତ ଶୁଭ ଅଟେ ଯଦି ନହିଁ ତେବେ ଗ୍ରୀନ ବାଲା ଖାଇପାରନ୍ତି ।


ଯଦି ଆପଣଙ୍କୁ ଏହା ମଧ୍ୟ ମିଳିବ ନହିଁ ତେବେ ଆପଣ କଦଳୀ ମଧ୍ୟ ଖାଇ ପାରନ୍ତି । ଏଏହି ଜିନିଷ ଖାଇଲେ ମା ବଗବତୀ ସବୁବେଳେ ପ୍ରସନ୍ନ ରହିଥାନ୍ତି । ଯାଦଦି ବେଲ ମିଳିଯାଏ ତେବେ ବହୁତ ଭଲ ହୋଇଥାଏ କାରଣ ଏଥିରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ବେଲକୁ ଲକ୍ଷ୍ମୀ ପୁତ୍ର କୁହାଯାଇଛି । ଯଦି ବେଳ ଫଳ ଏହି ଦିନ ମିଳିଯାଏ ତେବେ ଜମିକି ପଇସା ଆସିବ । ନିଜେ ଖାଆନ୍ତୁ ଆଉ ନିଜ ପରିବାର ଲୋକଙ୍କୁ ମଧ୍ୟ ଖୁଆନ୍ତୁ । କୁହାଯାଏ ଯଦି ନୂଆ ବର୍ଷ ଏହି ସବୁ ଜିନିଷ ଖାଇ ଆରମ୍ଭ କରାଯାଏ ବର୍ଷର ଆରମ୍ଭ ତେବେ ପୁରା ବର୍ଷ ଆନନ୍ଦ ମିଳିଥାଏ ।

ସୁଖ ସମ୍ପଦ ଐସ୍ଵର୍ଯ, ଧନର ବୃଦ୍ଧି ହୋଇଥାଏ, ଧନର କମି ହୋଇନଥାଏ । ଧନରେ ବୃଦ୍ଧି ହୋଇଥାଏ ଘରେ ସୁଖ ମଧ୍ୟ ଆସିଥାଏ । ପୁରା ବର୍ଷ ଧନ କମି ରହିନଥାଏ । ଆର୍ଥିକ ରୂପରେ ଧନ ଲାଭ ହେବ ଓ ବ୍ୟବସାୟରେ ମଧ୍ୟ ଧନର କମି ହେବ ନହିଁ । ଆକସ୍ମିକ ଭାବରେ ଧନର ଲାଭ ହୋଇଥାଏ । ବ୍ୟପାରରେ ମଧ୍ୟ ତେଜୀ ଆସିଥାଏ । ବ୍ୟବସାୟରେ ମଧ୍ୟ ବହୁତ ଭଲ ଲାଭ ହୋଇଥାଏ । ଚାକିରିରେ ମଧ୍ୟ ଉଚ ପଦ ପ୍ରାପ୍ତ ହୋଇଥାଏ । ଏହା ବହୁତ ସାରା ସୁନ୍ଦର ଯୋଗ ବନୁଛି ଓ ବହୁତ ଖୁସି ନେଇକି ଆସିବ ।

Leave a Reply

Your email address will not be published. Required fields are marked *